Breaking News

ହେ ପ୍ରଭୁ! ମଶାଣି ଜୁଇ ଉପରୁ ହଠାତ ଜିଇ ଉଠିଲା ଶବ, ନଦେଖିଲେ ବିଶ୍ଵାସ ହେବେ ନାହିଁ, ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ମଣିଷ ଜନ୍ମ ହବା ଯେତିକି ସତ ସେତିକି ମରଣ ବି ମଧ୍ୟ କାରଣ ଏହି ଭୂ ପୃଷ୍ଟ ରେ ଯିଏ ବି ଜନ୍ମ ହୋଇଛି ସେ ସେହି ଭୂ ପୃଷ୍ଟ ରେ ଦିନ ନା ଦିନେ ତାର ମରଣ ନିଶ୍ଚୟ ହବ କିନ୍ତୁ କେବେ ହବ ତାହା କାହାକୁ ଜଣାନାହିଁ କେବଳ ଭଗବାନ ଜାଣନ୍ତି । ତେବେ ବନ୍ଧୁଗଣ କେତେବେଳେ କିଏ ଦୁର୍ଘଟଣା ସମ୍ମୁଖନ ରେ ମୃତ୍ୟୁ କରୁଥିବା ସମୟ ରେ ଆଉ କିଏ ରୋଗଗ୍ରସ୍ତ ରେ କମ ବସ ରୁ ମୃତ୍ୟୁ କରିଥାଏ , ତେବେ ବହୁତ କମ ବ୍ୟକ୍ତି ଅଛନ୍ତି ଯେଉଁମାନେ କି ବୟସ୍କ ହୋଇଯାଇଥାନ୍ତି ଓ ମୃତ୍ୟୁ କରିଥାନ୍ତି , ତେବେ ବନ୍ଧୁଗଣ ଆଜି ଆମେ ଆପଣ ଙ୍କୁ ମୃତ୍ୟୁ ବିଷୟ ରେ ଏମିତି ଏକ ବିଷୟ ରେ ଜଣାଇବାକୁ ଯାଉଛୁ ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ ଯେ ମୃତ୍ୟୁ କରିଥିବା ବ୍ୟକ୍ତି ଜଣକ ଜୀବିତ ହୋଇଗଲେ ।


ହଁ ବନ୍ଧୁ ଜେନ ମୃତ ବ୍ୟକ୍ତି ର ଅନ୍ତିମ ସଂସ୍କାର କରିବାକୁ ଯାଉଥିବା ସମୟ ରେ ମୃତ କରିଥିବା ବ୍ୟକ୍ତି ଜଣକ ହଠାତ ଉଠି ବସିଲା , ତେବେ ବନ୍ଧୁଗଣ ଏହି ଖବର ଟି ଶୁଣିଲା ପରେ ଆପଣ ଙ୍କ ମାନ ଙ୍କୁ ନିଶ୍ଚୟ ଆଶ୍ଚର୍ଯ୍ୟ ଲାଗୁଥିବ , ତେବେ ବନ୍ଧୁଗଣ ଏହି ଆଶ୍ଚର୍ଯ୍ୟ କଲା ଭଳି ଖବର ଟି ଆସିଛି ଗଞ୍ଜାମ ଜିଲ୍ଲା ର ସୁରଡ ବ୍ଲକ ଅନ୍ତର୍ଗତ ହରିପୂର ଗ୍ରାମ ର ଅଧିବାସୀ ସିମାଞ୍ଚଳ ମଲ୍ଲିକ ଓ ବୟସ କହିଲେ ମାତ୍ର 50 ବର୍ଷ ବୟସ , ପେସା କହିଲେ ଛେଳି ଚରାଇ ନିଜ ପରିବାର ଚଳାନ୍ତି । ତେବେ ବନ୍ଧୁଗଣ ଏହି ସିମାଞ୍ଚଳ ସଦା ସର୍ବଦା ଛେଳି ଚରାଇବାକୁ ଯାଇଥାନ୍ତି ।

କିନ୍ତୁ ଦିନେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବହୁ ପରିମାଣ ରେ ଖରାପ ଥିଲା ଓ ଜ୍ଵର ମଧ୍ୟ ହେଉଥିଲା । ତେବେ ସେ ଘରେ ବିଶ୍ରାମ ନବା ଫଳ ରେ ସେ ଛେଳି ଚରାଇବାକୁ ଗଲେ । ତେବେ ସନ୍ଧ୍ୟା ହବା ମାତ୍ର କେ ଛେଳି ମାନେ ଘର କୁଆସିଲେ କିନ୍ତୁ ସିମାଞ୍ଚଳ ଆସିନଥିଲେ । ତେବେ ପରିବାର ଲୋକ ଅସ୍ତ ବ୍ୟସ୍ତ ହୋଇଲେ ଓ ରାତି ହୋଇଯିବାରୁ ପରିବାର ଲୋକ ଏହି କଥା ଟି ଜୈନ ଗାଁ ଲୋକ ମାନ ଙ୍କୁ କହିଥିଲେ ଓ ଗାଁ ଲୋକେ କହିଥିଲେ ରାତି ସରିଯାଉ ବଢିଭୋର ରୁ ଉଠିକି ଜୀବ ଖୋଜିବା ପାଇଁ । ତେବେ ଗାଁ ଲୋକ ସେହି ସମୟ ରେ ଉଠିକି ଗଲେ ଖୋଜିବାକୁ ।

ତେବେ ଗାଁ ଲୋକ ମାନେ ଦେଖିଲେ ଯେ ସିମାଞ୍ଚଳ ମୂର୍ଚ୍ଛା ହୋଇ ତଳେ ପଡିଛି , ତେବେ ଗାଁ ଲୋକ ମେଡିକାଲ ନ ନେଇ ତାଙ୍କୁ ବୈଦ୍ୟ ଙ୍କ ନିକଟ କୁ ନେଇଥିଲେ ଓ ବୈଦ୍ୟ ତାର ପ୍ରାଥମିକ ଚିକିତ୍ସା ଓ ପରୀକ୍ଷା ପରେ ସିମାଞ୍ଚଳ କୁ ମୃତ ବୋଲି ଘୋଷଣା କରିଥିଲା । ତେବେ ଗାଁ ଲୋକେ ଅନ୍ତିମ ସଂସ୍କାର ପାଇଁ ପ୍ରସ୍ତୁତ କରିବା ସମୟ ରେ ତାଙ୍କ ପତ୍ନୀ ତାଙ୍କ ମୁଖ ରେ ଅରୁଆ ଚାଉଳ ଦେଇଥିଲେ ଓ ସେହି ଅରୁଆ ଚାଉଳ ତାଙ୍କ ତଣ୍ଟି କୁ ଯିବା ରୁ ଖାସୀ ବାକୁ ଲାଗିଥିଲେ ଓ ସେ ଜୀବିତ ଥିବାରୁ ତାଙ୍କୁ ତାଙ୍କୁ ସଙ୍ଗେ ସଙ୍ଗେ ସୋରଡ ର ମୁଖ୍ୟ ଚିକିତ୍ସା କେନ୍ଦ୍ରାଳୟ କୁ ନେଇ ଚିକିତ୍ସା କରିଥିଲେ ଓ ବର୍ତ୍ତମାନ ସମୟ ରେ ସେ ସୁସ୍ଥ ଅଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଭିଡିଓ – ହଠାତ ମୋବାଇଲରୁ ବାହାରିଲା ଧୂ-ଆଁ, ପକେଟ ଭିତରେ ଜ-ଳି-ଲା ମୋବାଇଲ, ଉପସ୍ଥିତି ବୁଦ୍ଧି ପାଇଁ ବର୍ତ୍ତିଗଲା ଜୀ-ବ-ନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା …

Leave a Reply

Your email address will not be published. Required fields are marked *