Breaking News

ଫୁଣି ଜଗା କୁ ଦର୍ଶନ କରିବା ପାଇଁ ଆସିଲେ Govinda, ଜଗନ୍ନାଥଙ୍କ ବିଷୟରେ କହିଲେ ଏମିତି କିଛି କଥା

ଦର୍ଶକ ବନ୍ଧୁ ବଲିଉଡ ଇଣ୍ଡଷ୍ଟ୍ରି ସୁପର ଷ୍ଟାର ଲୋକ ପ୍ରିୟ ଅଭିନେତା ଗୋବିନ୍ଦା ପୁଣି ଥରେ କାଳିଆ କୁ ଦେଖିବାକୁ ଚାଲିଆସିଛନ୍ତି , ହଁ ବନ୍ଧୁ ସେ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି । ଆପଣ ମାନେ ଜାଣିଛନ୍ତି କି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଜଣେ ବଡ ଭକ୍ତ ହେଉଛନ୍ତି ଗୋବିନ୍ଦା । ତେବେ କାରୋନା ର ଦ୍ଵିତୟ ଲହର ରେ ଥିବା କଟକଣା କୁ ପ୍ଳାନ କରି ଅତି ଶୃଙ୍ଖଳା ର ସହିତ ସେ ପ୍ରଭୁ ଦର୍ଶନ କରିଛନ୍ତି ବୋଲି କହିଛନ୍ତି ।


ତେବେ ବନ୍ଧୁଗଣ ଗୋବିନ୍ଦା କହିଛନ୍ତି ଯେ ବହୁ ଜଟିଳ ସମସ୍ଯା ଦେଇ ଗତି କରୁଥିଲେ ଓ ସେ ମହା ପ୍ରଭୁ ଙ୍କ ଦର୍ଶନ କରିବା ସହିତ ତାଙ୍କୁ ନିଜ ମନ ର ସମସ୍ଯା ବିଷୟ ରେ ଜଣାଇଥିଲେ , ତେବେ ବର୍ତ୍ତମାନ ତାଙ୍କ ସମସ୍ଯା ବହୁ ପରିମାଣ ରେ ଦୂରେଇ ଯାଇଛି । ତେବେ ବର୍ତ୍ତମାନ ସମୟ ରେ ସେ ତାଙ୍କ ସ୍ଵାଭାବିକ ଅବସ୍ଥା ଫେରିଆସି ଶାନ୍ତି ଓ ଖୁଶିମୟ ହେଉବୋଲି ଏହା କାମନା କରି ଦର୍ଶନ କରି ଗଣ ମାଧ୍ୟମ ନିକଟ ରେ ଏହା ପ୍ରତିକ୍ରିୟା ରଖିଛନ୍ତି ।


ତେବେ ଗୋବିନ୍ଦା ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କ ଦର୍ଶନ ସହିତ ବହୁ ଦେବାଦେବୀ ଙ୍କ ଦର୍ଶନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ସେ ସିଂହଦ୍ଵାର ବାଟ ଦେଇ ପ୍ରବେଶ କରିଥିଲେ ଓ ଉତ୍ତରଦ୍ଵାର ଦେଇ ପ୍ରସ୍ଥାନ କରିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *