ଦର୍ଶକ ବନ୍ଧୁ ବଲିଉଡ ଇଣ୍ଡଷ୍ଟ୍ରି ସୁପର ଷ୍ଟାର ଲୋକ ପ୍ରିୟ ଅଭିନେତା ଗୋବିନ୍ଦା ପୁଣି ଥରେ କାଳିଆ କୁ ଦେଖିବାକୁ ଚାଲିଆସିଛନ୍ତି , ହଁ ବନ୍ଧୁ ସେ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି । ଆପଣ ମାନେ ଜାଣିଛନ୍ତି କି ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଜଣେ ବଡ ଭକ୍ତ ହେଉଛନ୍ତି ଗୋବିନ୍ଦା । ତେବେ କାରୋନା ର ଦ୍ଵିତୟ ଲହର ରେ ଥିବା କଟକଣା କୁ ପ୍ଳାନ କରି ଅତି ଶୃଙ୍ଖଳା ର ସହିତ ସେ ପ୍ରଭୁ ଦର୍ଶନ କରିଛନ୍ତି ବୋଲି କହିଛନ୍ତି ।
ତେବେ ବନ୍ଧୁଗଣ ଗୋବିନ୍ଦା କହିଛନ୍ତି ଯେ ବହୁ ଜଟିଳ ସମସ୍ଯା ଦେଇ ଗତି କରୁଥିଲେ ଓ ସେ ମହା ପ୍ରଭୁ ଙ୍କ ଦର୍ଶନ କରିବା ସହିତ ତାଙ୍କୁ ନିଜ ମନ ର ସମସ୍ଯା ବିଷୟ ରେ ଜଣାଇଥିଲେ , ତେବେ ବର୍ତ୍ତମାନ ତାଙ୍କ ସମସ୍ଯା ବହୁ ପରିମାଣ ରେ ଦୂରେଇ ଯାଇଛି । ତେବେ ବର୍ତ୍ତମାନ ସମୟ ରେ ସେ ତାଙ୍କ ସ୍ଵାଭାବିକ ଅବସ୍ଥା ଫେରିଆସି ଶାନ୍ତି ଓ ଖୁଶିମୟ ହେଉବୋଲି ଏହା କାମନା କରି ଦର୍ଶନ କରି ଗଣ ମାଧ୍ୟମ ନିକଟ ରେ ଏହା ପ୍ରତିକ୍ରିୟା ରଖିଛନ୍ତି ।
ତେବେ ଗୋବିନ୍ଦା ଶ୍ରୀମନ୍ଦିର ରେ ମହାପ୍ରଭୁ ଙ୍କ ଦର୍ଶନ ସହିତ ବହୁ ଦେବାଦେବୀ ଙ୍କ ଦର୍ଶନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ସେ ସିଂହଦ୍ଵାର ବାଟ ଦେଇ ପ୍ରବେଶ କରିଥିଲେ ଓ ଉତ୍ତରଦ୍ଵାର ଦେଇ ପ୍ରସ୍ଥାନ କରିଥିଲେ ॥
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ