Breaking News

ଆଶ୍ଚର୍ଯ୍ୟ ଭିଡିଓ ଦେଖନ୍ତୁ – ୨୦ ବର୍ଷର ଝି-ଅର ଫୋଟୋ ଦେଖାଇ ୪୫ ବର୍ଷର ମ-ହି-ଳା ଙ୍କ ସହ କରାଉଥିଲେ ବିବାହ, ଆଉ ତାପରେ ଯାହା ହେଲା

ଦର୍ଶକ ବନ୍ଧୁ ଆଜି ଆମେ ଆପଣ ଙ୍କୁ ଏମିତି ଏକ ବିଷୟ ରେ ଜଣାଇବୁ ଯାହା ଆପଣ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ , ତେବେ ବନ୍ଧୁଗଣ ଏହି ଆଶ୍ଚର୍ଯ୍ୟ କଳା ଭଳି ଖବର ଟି ହଉଛି ଯେ ଜଣେ ଯୁବକ ଙ୍କୁ 20 ବର୍ଷ ର ଯୁ-ବ-ତୀ ଙ୍କ ଫଟୋ ଦେଖାଇ 45 ବର୍ଷ ମ-ହି-ଳା ସହିତ ବିବାହ କରୁଥିଲେ ଓ ଯେତେବେଳେ ଏହି କଥା ଟି ସେହି ବର ଯୁବକ ଜଣକ ଅବଗତ ହେଲେ ସେ ସଙ୍ଗେ ସଙ୍ଗେ ଯାଇ ଝିଅ ଘର ନାମ ରେ ଅଭିଯୋଗ କଲେ ।

ତେବେ ବନ୍ଧୁଗଣ ଏହି ଭଳି ଘଟଣା ଟି ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ର ଇଟାବାର ସିଭିରଲାଇନ ଥାନା ରେ ଏକ ବର ଅଭିଯୋଗ କରିଛନ୍ତି । ତେବେ ବର ର ନାମ ହଉଛି ଶତ୍ରୁଘ୍ନ ସିଂହ , ତେବେ ଶତ୍ରୁଘ୍ନ କହିବା ମୁତ୍ତାବକ ଯେ ତାଙ୍କୁ ଝିଅ ଘର ଠକିଛନ୍ତି , ହଁ ବନ୍ଧୁ ବିବାହ ପାଇଁ ଝିଅ ଘର ଏ ଯୁବତୀ ଙ୍କ ଫଟୋ ଦେଖାଇଥିଲେ ଓ ଏହି ଫଟୋ କୁ ଦେଖି ଶତ୍ରୁଘ୍ନ ରାଜି ହୋଇଥିଲେ । ଖାଲି ସେତିକି ନୁହେଁ ବନ୍ଧୁଗଣ ଏହି ଯୁବତୀ ଙ୍କୁ ଶତ୍ରୁଘ୍ନ ଫଟୋ ରେ ଦେଖିବା ସହ ଅଗଷ୍ଟ 19 ତାରିଖ ଦିନ ଏହି 20 ବର୍ଷ ଯୁବତୀ ଙ୍କ ସହ ଏକ ମନ୍ଦିର ରେ ଦେଖା ହୋଇଥିଲେ ।


ସେ ପ୍ରଥମ ଦେଖା ରେ ସେହି ଯୁ-ବ-ତୀ ଙ୍କୁ 15 ହଜାର ଟଙ୍କା ଉପହାର ଦେଇଥିଲେ , ତେବେ ବିବାହ ଗତ ଶୁକ୍ରବାର ଦିନ ହବା କୁ ଯାଉଥିଲା ଓ ସେହିଦିନ ଶତ୍ରୁଘ୍ନ ତାଙ୍କ ପରିବାର ଲୋକ ଙ୍କୁ ଆଣି ମନ୍ଦିର ଉପସ୍ଥିତ ହୋଇଥିଲେ । ତେବେ କିଛି ସମୟ ପରେ ବିବାହ କାର୍ଯ୍ୟ ଆରମ୍ଭ ହୋଇଥିଲା ତେବେ ବିବାହ ସମୟ ରେ 20 ବର୍ଷ ର ଯୁ-ବ-ତୀ ଙ୍କ ବଦଳ ରେ 45 ବର୍ଷ ର ମହି–ଳା କନ୍ୟା ବେସ ରେ ଆସିଥିଲେ । ତେବେ ଏହି କଥା ଶତ୍ରୁଘ୍ନ ଓ ତାଙ୍କ ପରିବାର ଲୋକ ଜାଣିବା ପରେ ମନା କରିଦେଇଥିଲେ କିନ୍ତୁ କନ୍ୟା ଘର ଜୋର ଜବରଦସ୍ତ ବିବାହ କରିବା ପାଇଁ ବାଧ୍ୟ କରାଇ ତାଙ୍କ ଉପରେ ଆ-କ୍ର-ମ-ଣ କରିଥିବାର ଅଭିଯୋଗ କରିଥିଲେ । ତେବେ ଥାନାଅଧିକାରୀ କହିଛନ୍ତି ଯେ ତଦନ୍ତ ପରେ ଅଭିଯୁକ୍ତ ଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବର୍ଷା (Varsha) ଅନୁଭବ (Anubhav) ଙ୍କ ଠାରୁ ଅଲଗା ହେବା ପରେ ତାଙ୍କର ଅବସ୍ଥା ଏବେ ଏମିତି, ଦେଖିଲେ ଆଖି ଓଦା ହୋଇଯିବେ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ମାନେ ସୋସିଆଲ …

Leave a Reply

Your email address will not be published. Required fields are marked *