Breaking News

ଫେରିଲା ସ୍ଵାତ୍ତିକ ରାଧିକା ଯୋଡି (Jagajit Mitali), ନୂଆ ବୋହୂ ପରେ ଏହି ନୂଆ ସିରିଏଲରେ ଦୁହେଁ ଏକାଠି ଫୁଣି ନଜର ଆସିବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଆପଣ ଙ୍କ ଲୋକ ପ୍ରିୟ ଧାରାବାହିକ ନୂଆ ବୋହୁ ବନ୍ଦ ହୋଇଯାଇଛି ଓ ଏହି ଦୁଇ ଯୋଡି ଙ୍କ ଅଭିନୟ ଦେଖିବାକୁ ମିଳିନାହିଁ ଯାହାଫଳ ରେ ତାଙ୍କର ବହୁ ପ୍ରଶଂସକ ମାନେ ମନଦୁଃଖ କରିଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ରାଧିକା ଓ ସାତ୍ଵିକ ଙ୍କୁ ନେଇ ଏକ ଖୁସି ଖବର ଆସିଛି , ହଁ ବନ୍ଧୁ ଏହି ଦୁଇ ଯୋଡି ଆଉ ଏକ ନୂଆ ଧାରାବାହିକ ରେ ନଜର ଆସିବାକୁ ଯାଉଛି , ତାହେଲେ ଆସନ୍ତୁ ଜାଣିବା ଏହି ଧାରାବାହିକ ଟି କେଉଁ ଟିଭି ରେ ପ୍ରସାରିତ ହବ ଓ ଏହାର ନାମ କଣ ରହିଛି ସମସ୍ତ ବିଷୟ ରେ ଜାଣିବା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଙ୍କ ଜବରଦସ୍ତ ଅଭିନୟ ପାଇଁ ନୂଆ ଧାରାବାହିକ ଟି ଓଡ଼ିଶା ର ଲୋକ ପ୍ରିୟ ଧାରାବାହିକ ହୋଇପାରିଥିଲା ।

ସାତ୍ଵିକ ଓ ରାଧିକା ଙ୍କ ଜବରଦସ୍ତ ଅଭିନୟ ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥିଲା ଓ ସେମାନେ ଘରେ ଘରେ ପରିଚିତ ହୋଇଥିଲେ , ତେବେ ନୂଆ ବୋହୁ ଧାରାବାହିକ ଟି ବନ୍ଦ ହୋଇଯିବାରୁ ଏହି ଦୁଇ ଯୋଡି ଅଭିନୟ ଜଗତ ରୁ ଦୂରେଇ ଯାଇଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ଏହିଦୁଇ ଯୋଡି ଆଉ ଏକ ନୂଆ ମେଘା ଧାରାବାହିକ ରେ ନଜର ଆସିବାକୁ ଯାଉଛନ୍ତି ଓ ଏହି ଧାରାବାହିକ ର ନାମ ରହିଛି “ବନ୍ଧନ ଏ ଜନ୍ମ ଜନ୍ମ ର “ ଓ ଏହି ଶରବାହୀକ ଟି ଖୁବ ଶୀଘ୍ର ତରଂଗ ଟିଭି ରେ ପ୍ରସାରିତ ହବା କୁ ଯାଉଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.