Breaking News

ଫୁଣି ସ୍ତ୍ରୀ ବର୍ଷାଙ୍କୁ (Varsha) ପ୍ରଶଂସା କରିଲେ ସାଂସଦ ଅନୁଭବ ମହାନ୍ତି (Anubhav Mohanty), ଏକାଠି ହୋଇ ପାରନ୍ତି ଦୁହେଁ

ଦର୍ଶକ ବନ୍ଧୁ ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆଗାମୀ ଦିନ ମାନ ଙ୍କ ଭିତରେ ଆସିବାକୁ ଏକ ନୂଆ ଚଳଚିତ୍ର ଓ ଏହି ଚଳଚିତ୍ର ନାମ ରହିଛି ବିଜୟିନୀ । ତାହେଲେ ଆସନ୍ତୁ ଏହି ଚଳଚିତ୍ର ବିଷୟ ରେ ଆଉ କିଛି ଜାଣିବା ,

ତେବେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ବହୁସାର ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ନିଶ୍ଚୟ ଦେଖିଥିବେ , ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଅନୁଭବ ମହାନ୍ତି ଙ୍କୁ ଭଲପାଇ ବିବାହ କରିଥିଲେ । ତେବେ ବିବାହ ର ପରବର୍ତ୍ତୀ ସମୟ ରେ କିଛି ପାରିବାରିକ ବିବାଦ ଯୋଗୁ ପରସ୍ପର ଠାରୁ ଅଲଗା ହୋଇ ଯାଇଛନ୍ତି । ଏହି ବିବାଦ ର ସମାଧାନ ପାଇଁ କୋର୍ଟ ଦ୍ଵାରସ୍ଥ ହୋଇଥିଲେ ମଧ୍ୟ ତାହା ଏ ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ ।

ବର୍ଷା ତାଙ୍କ ଜିବନ ରେ ବହୁ ଅସୁବିଧା ର ସମ୍ମୁଖୀନ କରି କାରୋନା ସମୟ ରେ ବହୁ ଲୋକ ମାନ ଙ୍କୁ ସାହାର୍ଯ୍ୟ କରିଛନ୍ତି ଓ ତାଙ୍କର ଏହି ସାହାର୍ଯ୍ୟ ତାଙ୍କୁ ଆଜି ବେସ ଲୋକ ପ୍ରିୟତା ହାସଲ କରିପାରିଛି । ବନ୍ଧୁଗଣ ସବୁଠୁ ବଡ କଥା ହେଲା ଏହି ଅଭିନେତ୍ରୀ ଜଣକ ଜୀବନ ରେ ଯେତେ ଅସୁବିଧା ଆସିଲେ ମଧ୍ୟ ସେ ତାର ସ୍ସମ୍ମୁଖୀନ କରି ନିଜ କର୍ମ ପଥ ରେ ଆଗେଇ ଚାଲିଛନ୍ତି । ତାହେଲେ ଆଗାମୀ ଦିନ ମାନ ଙ୍କ ଭିତରେ ବର୍ଷା ଚଳଚିତ୍ର ବିଜୟିନୀ ଆସିବାକୁ ଯାଉଛି ।

ତେବେ ଏହି ଚଳଚିତ୍ର ର ଶୁଟିଙ୍ଗ ସେଟ ବର୍ତ୍ତମାନ ସମୟ ରେ ବେସ ଜୋରସୋର ରେ ଚାଲିଛି ଓ ଏହି ଶୁଟିଙ୍ଗ ସେଟ ର କିଛି ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆ ରେ ବହୁ ପରିମାଣ ଭାଇରାଲ ହବା ରେ ଲାଗିଛି ॥ ଅନୁଭବ ମଧ୍ୟ ବର୍ଷାଙ୍କୁ ତାଙ୍କର ଏହି ଚଳଚିତ୍ର ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ତେବେ ଦର୍ଶକ ମାନେ ଆଶା ରଖିଛନ୍ତି ଆଗାମୀ ଦିନରେ ବର୍ଷା ଅନୁଭବ ଏକାଠି ହୋଇଯିବେ ବୋଲି । ଦେଖା ଯାଉ ଆଗକୁ କଣ ହେଉଛି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.