Breaking News

ହାସ୍ୟଅଭିନେତା ଗୁଡୁ (Gudu) ବିବାହ ପରେ ତାଙ୍କ ଜୀବନରେ ଆସିଲା ସବୁଠୁ ବଡ ଖୁସି, କଣ କହୁଛନ୍ତି ସେ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ଅମନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ହାସ୍ୟ ଅଭିନେତା ଗୁଡୁ ଗତ କିଛି ଦିନ ବିବାହ କରିଥିଲେ , ତେବେ ବିବାହ ପରେ ବର୍ତ୍ତମାନ ସମୟ ରେ ଗୁଡୁ ଭାଗ୍ୟ ବଦଳିଯାଇଛି ଓ ଗୁଡୁ ଙ୍କୁ ନେଇ ଆସି ଯାଇଛି ଆଉ ଏକ ଖୁସି ଖବର । ତେବେ ବନ୍ଧୁଗଣ ବର୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଗୁଡୁ ଙ୍କ ଏକ ଫଟୋ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ଏହି ଫଟୋ ରେ ଗୁଡୁ ଙ୍କ ସହିତ ନଜର ଆସିଛନ୍ତି ବଲିଉଡ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା କ୍ରୀଷ୍ଣା ।


ତେବେ ବନ୍ଧୁଗଣ ଗୁଡୁ ଓ କ୍ରୀଷ୍ଣା ଙ୍କୁ ନେଇ ଆଗାମୀ ଦିନ ମାନ ଙ୍କ ଭିତରେ ଏକ ଚଳଚିତ୍ର ଆସିବାକୁ ଯାଉଛି । ତାହେଲେ ଆପଣ ମାନେ କ୍ରୀଷ୍ଣା ଙ୍କୁ ମଧ୍ୟ ବେସ ଭଲ ଭାବ ରେ ଜାଣିଥିବେ ଓ ଆପଣ ମାନେ ତାଙ୍କର ଜବରଦସ୍ତ କମିଡି ଦେଖିଥିବେ ଭାରତ ନମ୍ବର 1 ରିଆଲିଟି ସୋ ଦ କପିଲ ଶର୍ମା ସୋ ରେ । ସେ ଏହି କମିଡି ସୋ ରେ ଭିନ୍ନ ଭିନ୍ନ ଚରିତ୍ର ରେ ଆସି ଦର୍ଶକ ମାନ ଙ୍କ ବେସ ମନୋରଞ୍ଜନ କରାଇଥାନ୍ତି ଓ ଏଠି ସହିତ ସେ ବହୁ ବଲିଉଡ ଚଳଚିତ୍ର ରେ ମଧ୍ୟ ନଜର ଆସିଛନ୍ତି ।

ତେବେ ଗୁଡୁ ଓ କ୍ରୀଷ୍ଣା ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ଏହାର ଶୁଟିଙ୍ଗ ସେଟ ବର୍ତ୍ତମାନ ସମୟ ରେ ବେସ ଜୋରସୋର ଚାଲିଛି , ତେବେ ଏହି ଚଳଚିତ୍ର ଅଭିନୟ କରିବା କୁ ନେଇ ଗୁଡୁ ତାଙ୍କ ପତ୍ନୀ ନାମ ନେଇ କହିଛନ୍ତି ଯେ ତାଙ୍କ ଧର୍ମପତ୍ନୀ ଗୁଡୁ ଙ୍କ ପାଇଁ ବହୁତ ଲକି ଓ ସେ ତାଙ୍କୁ ପାଇବା ପରେ ସେ ସବୁ କିଛି ପାଇଛନ୍ତି ଓ ଏତେ ବଡ ପ୍ରୋଜେକ୍ଟ ରେ କାମ କରିବାର ସୁଯୋଗ ମଧ୍ୟ ମିଳିଛି । ତେବେ ଏହି ଭଳି ଗୁଡୁ ତାଙ୍କ ପତ୍ନୀ ଙ୍କୁ ବେସ ପ୍ରଶଂସା କରିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.