Breaking News

ଭିଡିଓ ଦେଖନ୍ତୁ – ହିରୋଇନ ଲିସା (Chhandita Padhi) କିପରି ତାଙ୍କର ଜନ୍ମ ଦିନ ଧୂମ ଧାମରେ ପାଳନ କରୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଧାରାବାହିକ ରେ ବହୁ ଅଭିନେତ୍ରୀ ଅଛନ୍ତି କିନ୍ତୁ ଆଜି ଆମେ ଯେଉଁ ଅଭିନେତ୍ରୀ ଙ୍କ ବିଷୟ ରେ କହିବାକୁ ଯାଉଛୁ ସେ ନେଗେଟିଭ ଚରିତ୍ର ରେ ଜବରଦସ୍ତ ଅଭିନୟ କରି ବେସ ଲୋକ ପ୍ରିୟ ହୋଇ ପରିଛନ୍ତି , ତାହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ହଉଛନ୍ତି ଛନ୍ଦିତା ପାଢୀ । ତେବେ ବର୍ତ୍ତମାନ ସମୟ ରେ ଛନ୍ଦିତା ତାଙ୍କ ବ୍ୟକ୍ତିଗତ ଜୀବନ କୁ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ଭିଡିଓ ରେ ଛନ୍ଦିତା ତାଙ୍କ ଜନ୍ମ ଦିନ ପାଳନ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।


ତେବେ ବନ୍ଧୁଗଣ ଆପଣ ମାନେ ଏହି ଅଭିନେତ୍ରୀ ଙ୍କୁ ସମସ୍ତ ଧାରାବାହିକ ରେ ନେ-ଗେ-ଟି-ଭ ଚରିତ୍ର ରେ ଅଭିନୟ କରିଥିବା ର ଆପଣ ମାନେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଦେଖିଥିବେ ଛନ୍ଦିତା ଙ୍କୁ ତାରା ତାରିଣୀ ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଥିବା ର ।ଏହି ଧାରାବାହିକ ରେ ଛନ୍ଦିତା , ମୋହନା ଚରିତ୍ର ରେ ନଜର ଆସିଥିଲେ ଓ ସେ ତାଙ୍କ ଜବରଦସ୍ତ ଅଭିନୟ ଫଳ ରେ ସେ ବେଶ୍ ଲୋକ ପ୍ରିୟତା ହାସଲ କରି ପାରିଥିଲେ । ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଛନ୍ଦିତା ଏହି ଧାରାବାହିକ ଟି ପୂର୍ବ ରୁ ଆଉ ଏକ ଧାରାବାହିକ ରେ ଅଭିନୟ କରୁଥିଲେ ସେ ଧାରାବାହିକ ଟି ହଉଛି ଜି ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ତୋ ଅଗଣା ତୁଳସୀ ମୁଁ ରେ ନେ-ଗେ-ଟି-ଭ ଚରିତ୍ର ରେ ଅଭିନୟ କରିଥିବା ର ।


ତେବେ ସେହି ଚରିତ୍ର ରେ ସେ ଆଉ ଏକ ନୂଆ ଧାରାବାହିକ ରେ ନଜର ଆସିବାକୁ ଯାଉଛନ୍ତି ଓ ଏହି ଧାରାବାହିକ ନାମ ହଉଛି ମଙ୍ଗୁଳି କନ୍ୟା । ବର୍ତ୍ତମାନ ସମୟ ରେ ଏହି ଧାରାବାହିକ ଟି ର ଶୁଟିଙ୍ଗ ସେଟ ବେସ ଜୋରସୋର ରେ ଚାଲିଛି , ତେବେ ଏହି ସେଟ ରେ ଛନ୍ଦିତା ତାଙ୍କ ଜନ୍ମ ଦିନ ଟି ପାଳନ କରିଛନ୍ତି ଓ କେକ କଟୁଥିବା ସମୟ ରେ ତାଙ୍କ ପାଖ ରେ ନମୀତା ଅଗ୍ରୱାଲ,ସୀତାରାମ ଅଗ୍ରୱାଲ ଙ୍କ ଉପସ୍ଥିତ ଥିବା ସହିତ ଅନ୍ୟ ସମସ୍ତ ଲୋକ ପ୍ରିୟ କଳାକାର ମାନେ ଉପସ୍ଥିତ ଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି ବର୍ଷା ଙ୍କୁ ଦେଲେ ଏପରି Gift ଆପଣମାନେ ଜାଣିଲେ ଖୁସି ହୋଇଯିବେ ଆଉ କହିବେ ଏ ଗିଫ୍ଟ କଣ ପାଇଁ ଦେଲେ…

ବର୍ତ୍ତମାନ ସମୟରେ ଯାହା ଗୋଟେ ଖବର ସାମ୍ନାକୁ ଆସିଛି ଓଲିଉଡ଼ ର ସୁପରଷ୍ଟାର ଅନୁଭବ ମହାନ୍ତି ଓଲିଉଡ଼ କୁଇନ ବର୍ଷା …

Leave a Reply

Your email address will not be published.