Breaking News

ବଡ ଖବର – ଆସିଲା ସେପ୍ଟେମ୍ବର ମାସର ଗାଇଡ ଲାଇନ, କେଉଁ ନିୟମ କୋହଳ ହେଲା ଜାଣନ୍ତୁ

ଦର୍ଶକ ବନ୍ଧୁ ଆସିଗଲ ଚଳିତ ମାସ ର ନୂଆ ଗାଇଡ ଲାଇନ , ହଁ ବନ୍ଧୁ ସେପ୍ଟେମ୍ବର ମାସ ର ଗାଇଡ ଲାଇନ ଏସଆରସି ପ୍ରଦୀପ ଜେନା ନୂଆ ଗାଇଡ ଲାଇନ ଘୋଷଣା କରିଛନ୍ତି । ତେବେ ଏହି ନୂଆ ଗାଇଡ ଲାଇନ ଅକ୍ଟୋବର ମାସ 1 ତାରିଖ ପର୍ଯ୍ୟନ୍ତ ଜାରି ରହିବ । ତାହେଲେ ଆସନ୍ତୁ ଏହି ନୂଆ ଗାଇଡ ଲାଇନ ବିଷୟ ରେ ଜାଣିବା ,


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ରାଜ୍ୟ ରେ କାରୋନା ସଂକ୍ରମଣ ହ୍ରାସ ପାଇଥିବାରୁ , ଏହି ନୂଆ ଗାଇଡଲାଇନ ରାଜ୍ୟ ରେ ଲାଗୁଥିବା ସାପ୍ତାହିକ ଷଟ ଡାଉନ କୁ ହଟାଇଦିଅ ଯାଇଛି । ଆପଣ ମାନେ ଜାଣିଥିବେ ଏହି ସାପ୍ତାହିକ ସଟଡାଉନ ପୂର୍ବ ରୁ କେବଳ କଟକ,ପୁରୀ ଏବଂ ଭୁବନେଶ୍ବର ଲାଗୁଥିଲା । ତେବେ ଏହି ନୂଆ ଗାଇଡଲାଇନ ରେ ପୌରାଞ୍ଚଳ ଏବଂ ସହରାଞ୍ଚଳ ରେ ନାଇଟ କର୍ଫ୍ଯୁ ଜାରି ରହିବ ।

ତେବେ ସକାଳ 5 ଟାରୁ ରାତି 10 ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର ଖୋଲା ରହିବ , ତେବେ ରାତି 10 ଟାରୁ ସକାଳ 5 ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ଯୁ ଜାରି ରହିବ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପୂର୍ବ ରୁ ବିବାହ ପାଇଁ 50 ଜଣ ଙ୍କୁ ଅନୁମତି ମିଳିଥିବା ସମୟ ରେ ଏହି ନୂଆ ଗାଇଡଲାଇନ ଅନୁଯାୟୀ 250 ଜଣ ଲୋକ ଅଂସ ଗ୍ରହଣ କରି ପାରିବେ କାରୋନା ର ନିୟମବଳି କୁ ପାଳନ କରି । ସେହିଭଳି ସବ ସତ୍କାର କାର୍ଯ୍ୟ ରେ ମଧ୍ୟ 250 ଲୋକ ସାମିଲ କରିପାରିବେ ଓ ରାଜନୈତିକ,ସାଂସ୍କୃତିକ, ଓ ଧାର୍ମିକ କାର୍ଯ୍ୟ ରେ ପୂର୍ବ ଭଳି ଗାଇଡଲାଇନ ରହିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *