Breaking News

ଭିଡିଓ ଦେଖନ୍ତୁ – ଓଡିଶାର ଲୋକପ୍ରିୟ ଅଭିନେତ୍ରୀ ମାନେ କିପରି ଜନ୍ମାଅଷ୍ଟମୀ ପାଳନ କରିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କାଲି ସରିଯାଇଛି ଜନ୍ମାଷ୍ଟମୀ , ତେବେ ଏହି ପବିତ୍ର ଜନ୍ମାଷ୍ଟମୀ ଏଠି ପାଳନ ହେଉଛି କାରଣ ଏହି ଦିନ ରେ ଭଗବାନ ଶ୍ରୀ କ୍ରୀଷ୍ଣା ଜନ୍ମ ଗ୍ରହଣ କରିଥିଲେ । ହଁ ବନ୍ଧୁ ଭାଦ୍ରବ କୃଷ୍ଣ ପକ୍ଷ ଅଷ୍ଟମ ତିଥି ରେ ଦେବକୀ ଓ ବାସୁଦେବ ଙ୍କ ପୁତ୍ର ଭାବେ ମଥୁରା ରେ ଜନ୍ମ କରିଥିଲେ ଶ୍ରୀକୃଷ୍ଣ । ତେବେ ସେଥିପାଇଁ ସାରା ଭାରତ ର ଲୋକ ଏହି ପବିତ୍ର ଜନ୍ମାଷ୍ଟମୀ ରେ ଉପବାସ କରି ଥାଆନ୍ତି ।

ତେବେ ବନ୍ଧୁଗଣ ଏହି ଉପବାସ ମଧ୍ୟରାତ୍ରି ପର୍ଯ୍ୟନ୍ତ ଥାଏ ଓ ପରବର୍ତ୍ତୀ ସମୟ ରେ ଭଗବାନ ଙ୍କ ପୂଜାର୍ଚ୍ଚନା କରି ଉପବାସ ବ୍ରତ ଖଣ୍ଡନ କରି ଠାକୁର ଭୋଗ ପାଇଥାନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଭଗବାନ ଶ୍ରୀକୃଷ୍ଣ ମଥୁରା ରେ ଜନ୍ମ କରିଥିଲେ ମଧ୍ୟ ବଡ ହୋଇଛନ୍ତି ସେ ବୃନ୍ଦାବନ ରେ ତେବେ ସେଥିପାଇଁ ଏହି ସ୍ଥାନ ରେ ବେସ ଧୂମ ଧାମ ରେ ପାଳନ ହୋଇଥାଏ । ସେହିପରି ଆମ ଓଡିଶା ରେ ପୁରପଲ୍ଲୀ ରେ ଭଗବାନ ଶ୍ରୀକୃଷ୍ଣ ଙ୍କ ଜନ୍ମ ଦିନ ଟି ବେସ ଧୁମଧାମ ରେ ପାଳନ କରାଯାଇଥାଏ ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଜନ୍ମାଷ୍ଟମୀ ପରବର୍ତ୍ତୀ ଦିନ ନନ୍ଦ ଉତ୍ସବ ହୋଇଥାଏ । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ ମାନେ ଜନ୍ମାଷ୍ଟମୀ ଟି ବେସ ଧୁମଧାମ ରେ ପାଳନ କରିଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.