Breaking News

ଦେଖନ୍ତୁ ଭିଡିଓ – ଘରେ ସ୍ତ୍ରୀ ଥାଇ ପୋଲିସ ବାବୁ ମଜା ନେଇ ନେଇ ତାଙ୍କ ପ୍ରେ-ମି-କା-କୁ ଧରି ନାଚୁଛନ୍ତି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି ଏମିତି ଏକ ଭିଡିଓ ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ , ହଁ ବନ୍ଧୁ ପୋଲିସ ଙ୍କ ସହ ଜଣେ ମହିଳା ମଧ୍ୟ ନାଚୁଛନ୍ତି । ସବୁଠୁ ବଡ କଥା ହେଲା ପୋଲିସ ବାବୁ ଜଣକ ନିଜ ସାର୍ଟ ଖୋ-ଲି ଦେଇ ମହିଳା ଙ୍କୁ ଧରି ନାଚୁଛନ୍ତି ଓ ମଝିରେ ମଝିରେ ଗେଲ ମଧ୍ୟ କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।


ତେବେ ବନ୍ଧୁଗଣ ଏହି ଭିଡିଓ ରେ ନାଚୁଥିବା ପୋଲିସ ଅଫିସର ଜଣକ ହାଉଛନ୍ତି ଢେଙ୍କାନାଳ ଜିଲ୍ଲା ନିହାଲ ପ୍ରସାଦ ଥାନା ଏସଆଇ ବିନୟ କୁମାର ସାହୁ , ଜେନ ମହିଳା ଙ୍କ ସହିତ ଖୋ-ଲା ଦେ-ହ ରେ ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହି ଭିଡିଓ ରୁ ସ୍ପଷ୍ଟ ଭାବେ ଜଣାପଡୁଛି ଏହି ଭିଡିଓ ଟି ସେ ନିଜେ ଜାଣିଶୁଣି କରିଛନ୍ତି , ହଁ ବନ୍ଧୁ କାରଣ ହାଉଛି କି ଏହି ଦୁଇ ଜଣ ନାଚ କରୁଥିବା ସମୟ ରେ ଏହି କ୍ୟାମେରା କୁ ଅନାଇ ହସି ହସି ନାଚୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ବନ୍ଧୁଗଣ ଏହି ଏସଆଇ ଅଫିସର ଙ୍କ ବଦଳି ହୋଇ ରସୋଲ ଥାନା କୁ ସିଫ୍ଟ କରାଯାଇଛି କିନ୍ତୁ ସେ ରସୋଲ ନଯାଇ ଜଣେ ଯୁବତୀ ଙ୍କୁ ଧରି ର-ସ-ଲୀ-ଳା କରୁଛନ୍ତି । ତାହେଲେ ସବୁଠୁ ବଡ କଥା ହେଲା ଯେ ଏହି ମହିଳା ଜଣକ ଅନ୍ୟ କାହାର ପ-ତ୍ନୀ , ତେବେ ଏସଆଇ ବାବୁ ଙ୍କ ସେହି ମ-ହି-ଳା ଙ୍କୁ ଧରି ବୁଲୁଥିବା ସମୟ ରେ ତାଙ୍କ ପତ୍ନୀ ବାଜି ରାଉତ ବଜାର ରେ ଦେଖିଲେ ତାଙ୍କ ସ୍ଵାମୀ ସେହି ମହିଳା ଙ୍କୁ ଧରି ବୁଲୁଥିବାର । ତେବେ ସେହି ସମୟ ରେ ଆରମ୍ଭ ହୋଇଯାଇଥିଲା ଏସଆଇ ଓ ତାଙ୍କ ଧର୍ମ ପତ୍ନୀ ର ଯୁ-କ୍ତି-ତ-ର୍କ ସହିତ ଝ-ଗ-ଡା ମଧ୍ୟ ହୋଇଥିଲା ଓ ପରବର୍ତ୍ତୀ ସମୟ ରେ ଭୁବନ ପୋଲିସ ଆସି ଉଭୟ ଙ୍କୁ ନେଇ ଥାନା ରେ ରଖି ସମାଧାନ କରିଥିଲା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ଭୁବନେଶ୍ଵର ହାଇଟେକ ହସ୍ପିଟାଲରେ ରୋଗୀର ମୃତ୍ୟୁ ପରେ ବି ଜାଣିଲେ ନାହିଁ!, ମା ଝିଅଙ୍କ ଦୁଃଖ ଦେଖିଲେ ସହି ପାରିବେ ନାହିଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଭୁବନେଶ୍ବର ର ହାଇଟେକ ମେଡିକାଲ ରେ ରେ ବଡ ଅଭିଯୋଗ , ହଁ ବନ୍ଧୁ ମାତ୍ର କିଛି …

Leave a Reply

Your email address will not be published. Required fields are marked *