Breaking News

ବବି ମିଶ୍ରଙ୍କ ଠାରୁ ଅଲଗା ହେବା ପରେ କୋଏଲ ବାନାର୍ଜୀ (Koyel Banerjee) ଦ୍ଵିତୀୟ ବିବାହ କରିବେ ? ଏହା ସତ୍ୟାସତ ଜାଣନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚିନ୍ତ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ କୋଏଲ ବାନାର୍ଜୀ ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବ କୋଏଲ ବାନାର୍ଜୀ ଙ୍କ କିଛି ଅସୁବିଧା ହୋଇଥିବାରୁ ସେ ସବୁଦିନ ପାଇଁ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଯାହା ସୂଚନା ମିଳିଛି ଯେ କୋଏଲ ବାନାର୍ଜୀ ଆଗାମୀ ଦିନ ମାନ ଙ୍କ ଭିତରେ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି । ତାହେଲେ ଆସନ୍ତୁ ଜାଣିବା ଏହି ଖବର ଟି ପଛ ରେ କଣ ରହିଛି ସତ୍ୟା ସତ ।

ତେବେ ବନ୍ଧୁଗଣ 2013 ରେ ଓଡିଆ ଇଣ୍ଡଷ୍ଟ୍ରି କୁ ଆସିଥିଲେ ଅଭିନୟ କରିବା ପାଇଁ , ତେବେ ଓଡିଆ ଇଣ୍ଡଷ୍ଟ୍ରି ରେ ଅଭିନୟ କରି ସେ ବେସ ଲୋକ ପ୍ରିୟ ହୋଇପାରିଥିଲେ । ତେବେ ପରବର୍ତ୍ତୀ ସମୟ ରେ ସେ ବବି ମିଶ୍ର ଙ୍କୁ ବିବାହ କରିଥିଲେ , ତେବେ ବିବାହ 8 ବର୍ଷ ପରେ ବର୍ତ୍ତମାନ ସମୟ ରେ ସେମାନେ ଅଲଗା ହୋଇଯାଇଛନ୍ତି । ତାହେଲେ ସେ କଣ ପାଇଁ ବବି ମିଶ୍ର ଙ୍କୁ ଛାଡି ଚାଲିଯାଇଛନ୍ତି ତାହା ଗଣ ମାଧ୍ୟମ ନିକଟ ରେ ସୂଚନା ଦେଇଥିଲେ ବବି ମିଶ୍ର ଙ୍କ ପଡୋଶୀ ଲୋକ ତପି ମିଶ୍ର ।

ହଁ ବନ୍ଧୁ ତପି ମିଶ୍ର କହିଥିଲେ ଯେ ଏମିତି ମଦ ପଈ କି ମା-ଡ ମାରିଲେ କେଉଁ ପତ୍ନୀ ରହିବ ଓ ସେଥିପାଇଁ ସେ ବର୍ତ୍ତମାନ ସମୟ ରେ ବବି ଙ୍କୁ ଛାଡପତ୍ର ଦେଇ କୋଲକାତା କୁ ସବୁଦିନ ପାଇଁ ଚାଲିଯାଇଛନ୍ତି । ତେବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଭାଇରାଲ ହବା ରେ ଲାଗିଛି ଯେ କୋଏଲ ବାନାର୍ଜୀ ଦ୍ଵିତୀୟ ବିବାହ କରିବାକୁ ଯାଉଛନ୍ତି , ଏହି ଖବର କୁ ନେଇ ସେହିଭଳି କିଛି ସ୍ପଷ୍ଟ ସୂଚନା ମିଳିନାହିଁ, ତେଣୁ ଏହି ଖବର ମିଥ୍ୟା ଅଟେ । କିନ୍ତୁ କୋଏଲ ବବି ମିଶ୍ର ଇଙ୍ଗିତ କରି ଏକ ଫଟୋ ସୋସିଆଲ ମିଡିଆ ରେ ପୋଷ୍ଟ କରିଥିଲେ ଯେଉଁଥିରେ ଲେଖା ହୋଇଥିଲା ଯେ ଭଗବାନ କୁ ଡର ନାହିଁ, କିନ୍ତୁ କର୍ମ କୁ ଡର କାରଣ ଭଗବାନ କ୍ଷମା କରିଦେବେ କିନ୍ତୁ କର୍ମ ନୁହେଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *