Breaking News

ଭିଡିଓ ଦେଖନ୍ତୁ – ଜୀବନ ସାଥି ସିରିଏଲ ସରିବା ପରେ କଣ କରୁଛନ୍ତି ଆଦି ଓ ଭକ୍ତି (Amara Jessy)

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଜୀବନ ସାଥୀ ଧାରାବାହିକ ଟି ନିଶ୍ଚୟ ଦେଖିଥିବେ । ତେବେ ବନ୍ଧୁଗଣ ବନ୍ଧୁ ଏହି ଧାରାବାହିକ ଟି କୁ ଦର୍ଶକ ମାନେ ବହୁ ପରିମାଣ ରେ ପସନ୍ଦ କରିଥିଲେ ଓ ସନ୍ଧ୍ୟା ହେଲା ମାତ୍ର କେ ଟିଭି ନିକଟ ରେ ବସି ପଡନ୍ତି ଏହି ଧାରାବାହିକ ଟି କୁ ଦେଖିବା ପାଇଁ କିନ୍ତୁ ବର୍ତ୍ତମାନ ସମୟ ରେ ଏହି ଧାରାବାହିକ ଟି ବନ୍ଦ ହୋଇଯାଇଛି ।ତେବେ ଏହି ଧାରାବାହିକ ଟି ରେ ମୁଖ୍ୟ ଅଭିନେତା ଭାବେ ଅଭିନୟ କରୁଥିବା ଆଦି ଓ ଅଭିନେତ୍ରୀ ଭକ୍ତି ଙ୍କୁ ଦର୍ଶକ ମାନେ ବହୁତ ପସନ୍ଦ କରୁଥିଲେ ।

ତେବେ ଏହି ଧାରାବାହିକ ଟି ବର୍ତ୍ତମାନ ସମୟ ରେ ବନ୍ଦ ହୋଇଯିବାରୁ ଆଦି ଓ ଭକ୍ତି ଙ୍କ ବହୁ ପ୍ରଶଂସକ ମନଦୁଃଖ କରୁଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ଏହି ଦୁଃଖ ଅନ୍ତ ଘଟିଛି . ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ଏହି ଦୁଇ ଯୋଡି ଙ୍କ ଏକ ନୂଆ ଧାରାବାହିକ ଆସିବାକୁ ଯାଉଛି ଓ ଏହି ସୂଚନା ଟି ନିଜେ ଆଦି ଓ ଭକ୍ତି ଦେଇଛନ୍ତି । ହଁ ବନ୍ଧୁ ଉଭୟ ବର୍ତ୍ତମାନ ସମୟ ରେ ଏକ ଜିମ ରେ ମର୍ନିଙ୍ଗ ୱାଳ୍କ କରୁଥିବା ର ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ଏହି ସମୟ ରେ ଉଭୟ ସୋସିଆଲ ମିଡିଆ ରେ ଲାଇଭ ଆସି ନିଜ ପ୍ରଶଂସକ ମାନ ଙ୍କୁ ଜଣାଇଛନ୍ତି ଯେ ଆଗାମୀ ଦିନ ମାନ ଙ୍କ ଭିତରେ ଉଭୟ ଙ୍କ ଏକ ଧାରାବାହିକ ଆସିବାକୁ ଯାଉଛି । ତେବେ ଦେଖାଯାଉ ଏହି କଥା ରେ କେତେ ସତ୍ୟତା ରହିଛି ତାହା ଆଗାମୀ ଦିନ ମାନ ଙ୍କ ଭିତରେ ଜଣା ପଡିଯିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.