Breaking News

କପିଲ ଶର୍ମା ସୋରେ ପ୍ରଥମ ଥର ପାଇଁ ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) , କଣ ସବୁ କହିଲେ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଅଭିନୟ ଜଗତ ରେ ବହୁ ଗୁଡିଏ ରିଆଲିଟି ସୋ ଥାଏ କିନ୍ତୁ ଆଜି ଆମେ ଯେଉଁ ରିଆଲିଟି ସୋ ବିଷୟ ରେ କହବାକୁ ଯାଉଛୁ ତାହା ଭାରତ ବହୁ ଲୋକ ପ୍ରିୟ ରିଆଲିଟି ଦ କପିଲ ଶର୍ମା ସୋ । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଏହି ରିଆଲିଟି ସୋ ଟି କୁ ନିଶ୍ଚୟ ଜାଣିଥିବେ ଓ ଦେଖିଥିବେ । ତେବେ ଏହି ରିଆଲିଟି ସୋ ରେ ବହୁ ବଡ ସୁପର ଷ୍ଟାର ଙ୍କ ଠାରୁ ଧରିକି ବହୁ ନେତା ଓ କ୍ରିକେଟର ମାନେ ଆସିଥାନ୍ତି ।


ତେବେ ବ୍ନାଧୁଗଣ ବର୍ତ୍ତମାନ ସମୟ ର ଯାହା ବଡ ଖବର ମିଳିଛି ଯେ ଏହି ରିଆଲିଟି ସୋ ରେ ଆମ ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ନଜର ଆସିଛନ୍ତି । ହଁ ବନ୍ଧୁ ପ୍ରଥମ ଥର ପାଇଁ ଭରଚୁଆଲ ମୋଡ ରେ କପିଲ ଶର୍ମା ଙ୍କ ସୋ ରେ ନଜର ଆସିଲେ ନବୀନ ପଟ୍ଟନାୟକ । ବନ୍ଧୁଗଣ ଏହି ସୋ ରେ ଏଥର ଯୋଗ ଦେଇଥିଲେ ଭାରତ ର ମହିଳା ଓ ପୁରୁଷ ହକି ଖେଲରି ମାନେ , ତେବେ ଏହି ସୋ ରେ ହକି ଖେଲାରି ଙ୍କ ପଛ ରେ ଥିବା ନବୀନ ପଟ୍ଟନାୟକ ଙ୍କ ଅବଦାନ କୁ ବେସ ପ୍ରଶଂସା କରିଥିଲେ ।

ଏହି ସମୟ ରେ ଭିଡିଓ ମାଧ୍ୟମ ରେ ନବୀନ ପଟ୍ଟନାୟକ କହିଥିଲେ ଯେ ଟୋକ୍ୟୋ ଅଲମ୍ପିକ ରେ ଅଂଶ ଗ୍ରହଣ କରିଥିବା ମହିଳା ଓ ପୁରୁଷ ମାନେ ନିଜ ଦମଦାର ପ୍ରଦର୍ଶନ କରି ଦେଶ ର ନାମ କୁ ଉଜ୍ଜ୍ଵଳ କରିଥିଲେ ଓ ଏହା ଗାମୀ ଦିନ ମାନ ଙ୍କ ଭିତରେ ଖେଲାରି ମାନ ଙ୍କୁ ପ୍ରେରଣା ଯୋଗାଇବ । ତେବେ ଟୋକ୍ୟୋ ରେ ତ କେବଳ ପ୍ରାରମ୍ଭ ଆଗକୁ ଆହୁରି ବହୁତ କିଛି କରିବାର ଅଛି ଏତିକି କହିବ ସହିତ ସେ କପିଲ ଙ୍କୁ ଧନ୍ୟବାଦ ଜଣାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.