Breaking News

ଭିଡିଓ ଦେଖନ୍ତୁ – କିପରି କରୋନା ରୁ ଭଲ ହୋଇ ଶାଶୁଘରେ ଜନ୍ମାଅଷ୍ଟମୀ ପାଳନ କରିଲେ ଅଭିନେତ୍ରୀ ଝିଲ୍ଲିକ (Jhilik)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ଯିଏ କି କାରୋନା ରେ ଆକ୍ରାନ୍ତ ହୋଇଥ୍ଜିଲେ । ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଝିଲ୍ଲିକ ତାଙ୍କ ଶାଶୁ ଘରେ ଅଛନ୍ତି , ତେବେ ଗତକାଲି ସରିଯାଇଥିବା ଜନ୍ମାଅଷ୍ଟମୀ ରେ ଝିଲ୍ଲିକ ଠାକୁର ଙ୍କୁ ପୂଜାର୍ଚ୍ଚନା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ତାହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ପଛ ରେ କଣ ରହିଛି ସତ୍ୟତା ।

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଯେ ଝିଲ୍ଲିକ ଜଣେ ବଙ୍ଗୀୟ ଅଭିନେତ୍ରୀ କିନ୍ତୁ ସେ ଓଡିଆ ଇଣ୍ଡଷ୍ଟ୍ରି କୁ ଆସିଥିଲେ ଅଭିନୟ କରିବାକୁ , ତେବେ ଆମ ଓଡିଶା ରେ ତାଙ୍କ ଜବରଦସ୍ତ ଅଭିନୟ ଲୋକ ମାନ ଙ୍କୁ ବେସ ପସନ୍ଦ ଆସିଥିଲା ଓ ଯାହା ଫଳ ରେ କି ସେ ଓଡିଆ ଇଣ୍ଡଷ୍ଟ୍ରି ରେ ନିଜ୍ଜ ପରିଚୟ ପାଇଥିଲେ ଓ ଓଡିଶା ର ଘରେ ଘରେ ପରିଚିତ ଥିଲେ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ପରବର୍ତ୍ତୀ ସମୟ ରେ ସୁକିନ୍ଦା ବିଧାୟକ ପ୍ରୀତି ରଞ୍ଜନ ଘଡେଇ ବିବାହ କରି ଓଡିଆ ବୋହୁ ହୋଇ ଯାଇଥିଲେ ।

ତେବେ ବନ୍ଧୁଗଣ ଗତ କିଛିଦିନ ତଳେ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ କାରୋନା ରେ କାରନ୍ତ ହୋଇଛନ୍ତି ବୋଲି ତାଙ୍କ ପ୍ରଶଂସକ ମାନ ଙ୍କୁ ଜଣାଇବା ପାଇଁ ସେ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଥିଲେ କିନ୍ତୁ ବର୍ତ୍ତମାନ ସମୟ ରେ ଆଉ ଏକ ଭିଡିଓ ପୋଷ୍ଟ କରିଛନ୍ତି ଯେଉଁଥିରେ ସେ ଜନ୍ମାଷ୍ଟମୀ ଅବସର ଭଗବାନ ଶ୍ରୀ କୃଷ୍ଣ ଙ୍କୁ ପୂଜା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ କାରୋନା ରେ ଆକ୍ରାନ୍ତ ହୋଇ ମଧ୍ୟ ଠାକୁର ଙ୍କ ରୀତିନୀତି କାର୍ଯ୍ୟ ରେ ବହୁତ ବ୍ୟସ୍ତ ଅଛନ୍ତି ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *