Breaking News

ଭିଡିଓ ଦେଖନ୍ତୁ – ଫୁଣି ଥରେ ଏମିତି ଡ୍ୟାନ୍ସ ସାରା ଓଡିଶାରେ ଭାଇରାଲ ହେଲା ଅଭିନେତ୍ରୀ ରାନୀ ପଣ୍ଡା (Rani Panda)

ଦର୍ଶକ ବନ୍ଧୁ ଆପଣ ଆମେ ଆଜି ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ନିଜ ଲ-ଜ୍ୟା ଜନକ ନାଚ କରି ରାତା ରାତି ଭାଇରାଲ ହୋଇଯାଇଥିଲେ । ଭାଇରାଲ ହବା ପରେ ଏହି ଅଭିନେତ୍ରୀ ଜଣକ ନିଜ ପ୍ରତିକ୍ରିୟା ରଖିଥିଲେ ଗଣମାଧ୍ୟମ ନିକଟ ରେ ସେ କିଛି ଅସୁବିଧା ଯୋଗୁ ଏହି ଭଳି କିଛି କରିଦେଇଥିଲେ , ତେବେ ବନ୍ଧୁଗଣ ସବୁଠୁ ବଡ କଥା ହେଲା ଯେ ସେ ଭାଇରାଲ ଆରମ୍ଭ ରେ ଯେତିକି ବିବାଦ ରେ ଥିଲେ ବର୍ତ୍ତମାନ ସମୟ ରେ ସେତିକି ଲୋକ ପ୍ରିୟ ହୋଇ ପରିଛନ୍ତି ।


ତେବେ ବନ୍ଧୁଗଣ ଆମେ ଯାତ୍ରା ଜଗତ ର ଅଭିନେତ୍ରୀ ରାନୀ ପଣ୍ଡା ଯିଏ କି ବିବାଦୀୟ ଅଭିନେତ୍ରୀ ନାମ ରେ ବେସ ପରିଚିତ । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଅଭିନେତ୍ରୀ ଜଣକ ଙ୍କ ଜୀବନ ରେ ବହୁ ଥର ବିବାଦ କୁ ଆସିଛନ୍ତି ଓ ସମସ୍ତ ବିବାଦ ର ସାମ୍ନା କରି ସେ ଆଜି ଲୋକ ପ୍ରିୟ ହୋଇପାରୁଛନ୍ତି , ତେବେ ଆପଣ ମାନେ ଜାଣିଥିବେ ରାନୀ ପଣ୍ଡା ଙ୍କ ପାଖ ରେ ସେତେ ଅଧିକ ଅର୍ଥ ନହିଁ ଯେତିକି ଅନ୍ୟ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ କ ପାଖ ରେ ଥାଏ ତଥାପି ଏହି ଅଭିନେତ୍ରୀ ଜଣକ ଗରିବ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ବେସ ଲୋକ ପ୍ରିୟ ହୋଇପାରିଛନ୍ତି ।

ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ବର୍ତ୍ତମାନ ସମୟ ରେ ଆଉ ଏକ ନାଚ ବେସ ଭାଇରାଲ ହବା ରେ ଲାଗିଛି ଓ ଏହି ଭିଡିଓ ରେ ରାନୀ ଜବରଦସ୍ତ ଅଭିନୟ କରିଥିବାର ଦେଖିବାକୁ ମିଳିଛି , ତେବେ ଏହି ନାଚ ରୁ ସ୍ପଷ୍ଟ ଭାବେ ଜଣା ପଡୁଛି ଆଗାମୀ ଦିନ ମାନ ଙ୍କ ଭିତରେ ରାନୀ ପଣ୍ଡା ଙ୍କ ନାଚ ଦେଖିବାକୁ , ତେବେ ତାହା ଚଳଚିତ୍ର ରେ ନା ଆଲବମ ରେ ତାହା ଜଣା ପଡିନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.