Breaking News

ଭିଡିଓ ଦେଖନ୍ତୁ – କିପରି ସାରଥି ଷ୍ଟାଇଲରେ ମାନସ ଦାସ ମ-ହି-ଳା ମାନଙ୍କୁ ଶଙ୍ଖା ସିନ୍ଧୁର ପିନ୍ଧିବାକୁ ଦେଉ ନଥିଲେ

ଦର୍ଶକ ବନ୍ଧୁ ସାରଥି ଗଲେ ମାନସ ଦାସ ଆସିଲେ , ହଁ ବନ୍ଧୁ ଯେଉଁଭଳି ଭାବ ରେ ସାରଥି ନିଜ ଭଗବାନ କହି ଲୋକ ମାନ ଙ୍କୁ ନିଜର କରି ନେଇଥିଲେ ଠିକ ସେହିଭଳି ମାନସ ଦାସ ଯିଏ କି ବର୍ତ୍ତମାନ ସମୟ ରେ ଗୁରୁଜୀ ମାନସ ନାମ ରେ ବେସ ପରିଚିତ , ତେବେ ସେ ମଧ୍ୟ କହୁଛି ଯେ ତା ପାଖ ରେ ମଧ୍ୟ ଅଲୌକିକ ଶକ୍ତି ରହିଛି । ତେବେ ବନ୍ଧୁଗଣ ଗୁରୁଜୀ ମାନସ ଶହ ଶହ ଲୋକ ଙ୍କୁ ଙ୍କୁ ବସାଇ ପ୍ରବଚନ ଦେଉଥିଲେ ବେଗୁଣିଆପାଲ ରେ ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଏହି ମାନସ ବାବା ଙ୍କ ଚେହେରା ପଦା କୁ ଆସିଛି , ହଁ ବନ୍ଧୁ ନିଜ ଗୁରୁଜୀ କହୁଥିବା ଏହି ବାବା ଜଣକ ହଉଛନ୍ତି ପ୍ରକୃତ ରେ ଜଣେ ଗୁ-ଣ୍ଡା କିନ୍ତୁ ନିଜ କୁ ବାବା ବୋଲି ଲୋକମାନଙ୍କ ମନ ରେ ବିଶ୍ବାସ କରାଇ ରାଜ କରିବ ବୋଲି ଭାବିଥିଲା କିନ୍ତୁ ତାର କୁ କର୍ମ ଆଜି ତାକୁ ଧରା ପକାଇଥିଲେ ବି ମଧ୍ୟ ପୋଲିସ ତା ନିକଟ ରେ ଏ ପର୍ଯ୍ୟନ୍ତ ପହଞ୍ଚି ନହିଁ ତେବେ ପୋଲିସ କଣ ପାଇଁ ତା ନିକଟ କୁ ଯାଉନହିଁ ତାହା ଅସ୍ପଷ୍ଟ ।

ବନ୍ଧୁଗଣ ଏହି ମାନସ ଦାସ ହଉଛନ୍ତି ହଉଛନ୍ତି ଜଣେ ଓକିଲ , ତେବେ ନିଜ ଓକିଲ ର ପାୱାର ଦେଖାଇ ବହୁ ଗାଁ ଅନୁସୂଚିତ ଜାତି ର ଲୋକ ମାନ ଙ୍କୁ ଏହି ମାନସ ଦାସ ଆଇନଗତ ସହାୟତା କରିଥାନ୍ତି ଓ ନିଜ ସହାୟତା ର ମୂଲ୍ୟ ମଧ୍ୟ ନେଇଥାନ୍ତି ଓ ସେହି ଲୋକ ମାନ ଙ୍କୁ ବାଧ୍ୟ କରାଇଥାନ୍ତି ନିଜ ସଂଗଠନ ରେ ମିଶିବାକୁ । ତେବେ ଏହି ବାବା ମ-ହି-ଳା ମାନଙ୍କୁ କହିଥିଲେ ଶଙ୍ଖା,ସିନ୍ଦୁର ନ ପିନ୍ଧିବା ପାଇଁ , ଯଦି କୌଣସି ଲୋକ ମୃ-ତ୍ୟୁ କରେ ତାର ଅନ୍ତଷ୍ଟି କ୍ରିୟା ହୋଇପାରିବ ନହିଁ ଏହି ଭଳି ନିୟମ ରଖିବା ସହ କିଛି ଭଡାଟିଆ ଗୁ-ଣ୍ଡା ମାନଙ୍କୁ ରଖି ଥିଲେ ଓ ଏମାନ ଙ୍କ ମାଧ୍ୟମ ରେ ବ-ଟି ବା ଚାନ୍ଦା ଆଦାୟ ହେଉଥିଲା ।

ଯେଉଁମାନେ ଚାକିରି କରିଛନ୍ତି ସେମାନେ ତାଙ୍କ ଅଧ ଦରମା ଏହି ସଂଗଠନ କୁ ଦବା ପାଇଁ ବାଧ୍ୟ କରା କଇଥିଲା ଓ ଯେଉଁମାନେ ଏହି ସଂଗଠନ ରେ ମିଶୁନଥିଲେ ସେମାନ ଙ୍କ ଉପରେ ନି-ର୍ଯା-ତ-ନା ଦେଉଛନ୍ତି ଏହି ମାନସ ଦାସ , ତେବେ ଏହି ମାନସ ବାବା ଙ୍କ ନାମ ରେ ବହୁ ମାମଲା ରହିଛି ମୃ-ତ୍ୟୁ ଠାରୁ ବଡ ଦୁ-ର୍ଘ-ଟ-ଣା କରାଇବାରେ ମଧ୍ୟ ଏହି ବାବା ଙ୍କ ହାତ ଥାଏ । ତେବେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ କେମିତି ବେଗୁଣିଆପାଲ ର ଦୁଇ ବାପା ଓ ପୁଅ କୁ ଏହି ବାବା ଙ୍କ କିଛି କର୍ମଚାରୀ ନିସ୍ତୁକ ମା-ଡ ମାରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛଥିଲା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ଭୁବନେଶ୍ଵର ହାଇଟେକ ହସ୍ପିଟାଲରେ ରୋଗୀର ମୃତ୍ୟୁ ପରେ ବି ଜାଣିଲେ ନାହିଁ!, ମା ଝିଅଙ୍କ ଦୁଃଖ ଦେଖିଲେ ସହି ପାରିବେ ନାହିଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଭୁବନେଶ୍ବର ର ହାଇଟେକ ମେଡିକାଲ ରେ ରେ ବଡ ଅଭିଯୋଗ , ହଁ ବନ୍ଧୁ ମାତ୍ର କିଛି …

Leave a Reply

Your email address will not be published. Required fields are marked *