Breaking News

ଭିଡିଓ ଦେଖନ୍ତୁ – ବେଦୀ ଉପରେ କନିଆଁ ଏମିତି କରିଲା ବର ସହ, ଦେଖିଲେ ଆଶ୍ଚର୍ଯ୍ୟ ହେବେ

ଦର୍ଶକ ବନ୍ଧୁ ଆପଣ ଜାଣିଥିବେ ଯେ ବହୁ ପୁରୁଷ ଅଛନ୍ତି ଯେଉଁମାନେ କି ବିବାହ ପରେ ସ୍ତ୍ରୀ ବୋଲକରା ହୋଇଯାଇଛନ୍ତି ଓ ସ୍ତ୍ରୀ ବସ କହିଲେ ବସନ୍ତି ଉଠ କହିଲେ ଉଠନ୍ତି , ତେବେ ବନ୍ଧୁଗଣ ଏହି ଉକ୍ତି କହିବା ର କାରଣ ହଉଛି ଯେ ଆଜି ଆମେ ଆପଣ ଙ୍କୁ ଏମିତି ଦୃଶ୍ୟ ବିଷୟ ରେ କହିବୁ ଯେଉଁଠି ବିବାହ ଚାଲିଥିବା ସମୟ ରେ କନ୍ୟା ବର କୁ ମା-ଡ ମାରିଛି ଓ ବର ମା-ଡ ଖାଇବେ ସତ୍ତ୍ୱେ ମଧ୍ୟ ଚୁପ ରହିଛି । ତାହେଲେ ଆସନ୍ତୁ ଜାଣିବା ଏହି ବିଷୟ ରେ ସଂପୂର୍ଣ୍ଣ ଖବର ଟି କଣ ରହିଛି ।


ତେବେ ବନ୍ଧୁଗଣ ଏହି ଦୃଶ୍ୟରୂ ଜଣା ପଡିଛି ଯେ ବର କନ୍ୟା ବାହାଘର ବେଦି ରେ ବସିଥିଲେ ଓ ଅତିଥି ମାନେ ମଧ୍ୟ ଉପସ୍ଥିତ ଥିଲେ କିନ୍ତୁ ହଠାତ କନ୍ୟା ରା-ଗି ଯାଇଥଲେ ଓ ରାଗିଯିବା ପରେ ପଣ୍ଡିତ ପଢୁଥିବା ମନ୍ତ୍ର କୁ ଅଟକାଇ ବର କୁ ମା-ଡ ମରିଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି । ତେବେ ବନ୍ଧୁଗଣ ଗାଁ ବର,କନ୍ୟା ଙ୍କ ହାତ ଗଣ୍ଠି ପଡୁଥିବା ସମୟ ରେ କନ୍ୟା ତାର ହାତ କୁ ନେଇ ଯାଇ ପଣ୍ଡିତ ଙ୍କୁ ମନ୍ତ୍ର ପାଠ ବନ୍ଦ କରନ୍ତୁ ବୋଲି କହୁଥିଲା ।

ତେବେ ସେହିସ୍ଥାନ ରେ ଜଣେ ଯୁବକ କିଛି କହିବାରୁ କନ୍ୟା ଜଣକ ତାଙ୍କୁ ଚା-ପୁ-ଡା ମାରିଥିଲେ ଓ ପରବର୍ତ୍ତୀ ସମୟ ରେ ନିଜ ର ହବା କୁ ଯାଉଥିବା ସ୍ଵାମୀ କିଛି କହିବାରୁ ତାଙ୍କୁ ମଧ୍ୟ ଛାଡି ନାହାଁନ୍ତି , ବର ଏକ ଚା-ପୁ-ଡା ବାଡେଇବା ସହ ପାଟି ରୁ ଗୁଟୁକା ଫୋପାଡିବା ପାଇଁ କହୁଛନ୍ତି ଓ କନ୍ୟା ର କଥା ଶୁଣି ବର ଗୁଟୁକା ଫୋପାଡିବା ପାଇଁ ଠିଆ ହୋଇ ପକାଇ ଦେଉଛି , ତେବେ ଏହି ମଜେଦାର ଭିଡିଓ ଟି ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି । ତେବେ ଏହି ଭିଡିଓ ଟି କେଉଁ ସ୍ଥାନ ରେ ଘଟିଛି ତାହା ସ୍ପଷ୍ଟ ଭାବେ ଜଣାପଡି ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.