Breaking News

ଦେଖନ୍ତୁ ଭିଡିଓ – ଓଡିଆ ସିଙ୍ଗର ଅର୍ପିତା ଚୌଧୁରୀ (Arpita Choudhury) ଓଡିଆ ଇଣ୍ଡଷ୍ଟ୍ରୀର ଗୁମର କଥା କହିଦେଲେ, କହିଲେ ମୋତେ ମ୍ୟୁଜିକ ଡ଼ିରେକ୍ଟର ଆପ୍ରୋଚ କରିଥିଲେ ଡେଟିଙ୍ଗ ପାଇଁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ କଳକର ଅଛନ୍ତି , ତେବେ ଏହି କଳାକାର ମାନ ଙ୍କ ମଧ୍ୟରେ ବହୁ କଳାକାର ଅଛନ୍ତି ଯେଉଁ ମାନେ କି ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେବା ପୂର୍ବ ରୁ ଭିନ୍ନ ରିଆଲିଟି ସୋ ରେ ବିଜେତା ହୋଇ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛନ୍ତି ଯେମିତି କିଏ ଅଭିନୟ ର ରିଆଲିଟି ସୋ ରେ ବିଜେତା ହବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛି ତ ଆଉ କିଏ ରିଆଲିଟି ସୋ ରେ ନିଜ କଣ୍ଠଦାନ କରି ବିଜେତା ହୋଇ ଓଡିଆ ଇଣ୍ଡଷ୍ଟ୍ରି ପାଦ ଦେଇଛନ୍ତି ।

ତେବେ ବନ୍ଧୁଗଣ ଆଜି ଆମେ ସେହିଭଳି ଜଣେ ଗାୟିକା ଙ୍କ ବିଷୟ ରେ ଜାଣିବା ଯିଏ କି ଏକ ରିଆଲିଟି ସୋ ରେ ବିଜେତା ହବା ପରେ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଥିଲେ ଓ ତାହା ପୁଣି କମ ବୟସ ରୁ , ତାହେଲେ ବନ୍ଧୁଗଣ ଏହି ଲୋକ ପ୍ରିୟ ଗାୟିକା ଜଣକ ହଉଛନ୍ତି ଅର୍ପିତା ଚୌଧୁରୀ , ଆପଣ ମାନେ ନିଶ୍ଚୟ ଅର୍ପିତା ଙ୍କ ଜବରଦସ୍ତ ଗୀତ ଶୁଣିଥିବେ ତାଙ୍କ ଜବରଦସ୍ତ ଗୀତ ଆଜି ତାଙ୍କୁ ଆଜି ଲୋକ ପ୍ରିୟ କରିପାରିଛି । ସେ ବହୁଗୁଡିଏ ଚଳଚିତ୍ର, ଭଜନ ଓ ଆଲବମ ରେ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପରିଛନ୍ତି ।

ତାହେଲେ ବନ୍ଧୁଗଣ ଏହି ଗାୟିକା ଜଣକ ବହୁତ କମ ବୟସ ରୁ ଓଡିଆ ଇଣ୍ଡଷ୍ଟ୍ରି ରେ ପାଦ ଦେଇଛନ୍ତି , ହଁ ବନ୍ଧୁ ସେ ନବମ ଶ୍ରେଣୀ ରେ ପାଠ ପଢୁଥିବା ସମୟ ରେ ସେ ଏକ ରିଆଲିଟି ସୋ ଭଏସ ଅଫ ଓଡିଶା ରେ ଭାଗ ନେଇଥିଲେ ଓ ତାଙ୍କ ସୁମଧୁର କଣ୍ଠ ରେ ଜବରଦସ୍ତ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଥିଲେ । ତେବେ ବନ୍ଧୁଗଣ କହିବାକୁ ଗଲେ ଅର୍ପିତା ଙ୍କ ଗୀତ ଗାଇବା ଅପେକ୍ଷା ନାଚ ରେ ରୁଚି ଥିଲା କିନ୍ତୁ ତାଙ୍କ ଗୀତ ତାଙ୍କୁ ଲୋକ ପ୍ରିୟ କରି ପାରିଥିଲା ଓ ସେ ଭଲ ଗୀତ ଗାଈ ଭଲ ଅର୍ଥ ମଧ୍ୟ ଉପାର୍ଜନ କରିଥିଲେ ।

ତେବେ ବନ୍ଧୁଗଣ ସେ କଳିଙ୍ଗ ଟିଭି ର ଏକ ରିଆଲିଟି ସୋ କୁ ଆସିଥିଲେ ଓ ଏହି ରିଆଲିଟି ସୋ ରେ ପଚରାଯାଇଥିଲା ଯେ ଆପଣ ଙ୍କୁ କୌଣସି ମ୍ୟୁଜିକ ଡାଇରେକ୍ଟର ଡେଟିଙ୍ଗ ପାଇଁ ପ୍ରପୋଜ କରିଛନ୍ତି କି , ତେବେ ଏହାର ଉତ୍ତର ରେ ଅର୍ପିତା କହିଥିଲେ ଯେ ହଁ ଜଣେ ଡାଇରେକ୍ଟର ତାଙ୍କୁ ଡେଟିଙ୍ଗ କରିବା ପାଇଁ ପ୍ରପୋଜ କରିଥିଲେ । ତେବେ ବନ୍ଧୁଗଣ ପ୍ରପୋଜ କରିଥିବା ମ୍ୟୁଜିକ ଡାଇରେକ୍ଟର ଙ୍କ ନାମ କହି ନଥିଲେ ଅର୍ପିତା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *