Breaking News

ଦେଖନ୍ତୁ ଭିଡିଓ – ସ୍ତ୍ରୀ ମାହିଙ୍କୁ କଣ ରୋଷେଇ କରି ଖାଇବା ଦେଲେ ଅଭିନେତା ଚନ୍ଦନ (Tushar)

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ଲୋକ ପ୍ରିୟ ଧାରାବାହିକ ତୋ ଅଗଣା ର ତୁଳସୀ । ତେବେ ଲୋକ ପ୍ରିୟ ଧାରାବାହିକ ରେ ମୁଖ୍ୟ ଅଭିନେତା ଚରିତ୍ର ରେ ଅଭିନୟ କରୁଥିବା ଚନ୍ଦନ ଙ୍କୁ ଆପଣ ମାନେ ଖୁବ ଭଲ ଭାବରେ ଜାଣିଥିବେ ।ଚନ୍ଦନ ଏହି ଧାରାବାହିକ ରେ ତାଙ୍କର ଜବରଦସ୍ତ ଅଭିନୟ ପାଇଁ ବେସ ଲୋକପ୍ରିୟ ହବା ସହ ଘରେ ଘରେ ପରିଚିତ ଥିଲେ ଓ ବର୍ତ୍ତମାନ ମନ ମଧ୍ୟ ଅଛନ୍ତି ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଚନ୍ଦନ ଓଡିଆ ଧାରାବାହିକ ର ଲୋକ ପ୍ରିୟ ଅଭିନେତ୍ରୀ ମାହି ଙ୍କୁ ବିବାହ କରିଥିଲେ , ତେବେ ବର୍ତ୍ତମାନ ସମୟ ରେ ମାହି ଓ ଚନ୍ଦନ ବେସ ଖୁସି ରେ ଅଛନ୍ତି ଓ ଏହାରି ଭିତରେ ତାଙ୍କର ଏକ ଅନ୍ୟ ସନ୍ତାନ ମଧ୍ୟ କିଛି ମାସ ତଳେ ଜନ୍ମ ଗ୍ରହଣ କରିଥିଲେ । ତେବେ ବନ୍ଧୁଗଣ ଚନ୍ଦନ ଙ୍କ ପ୍ରକତୁତ ନାମ ହଉଛି ତୁଷାର , ତେବେ ବନ୍ଧୁଗଣ ତୁଷାର ତୋ ଅଗଣା ର ତୁଳଷୀ ମୁଁ ଧାରାବାହିକ ଟି ସରିଲା ପରେ ସେ ବହୁ ଗୁଡିଏ ଧାରାବାହିକ ରେ ନଜର ଆସିଥିଲେ ।

ହଁ ବନ୍ଧୁ ଯେମିତି କି ଆମ ଘର ଲକ୍ଷ୍ମୀ ତା ପରେ କାଳିଜାଇ ରେ ଯବର୍ଷ୍ଟ ଅଭିନୟ ଦେଖାଇ ଏକ ସ୍ଵତନ୍ତ୍ର ପରିଚିୟ ପାଇଥିଲେ ଓ ତାଙ୍କ ପ୍ରଶଂସକ ମାନେ ମଧ୍ୟ ବହୁ ପରିମାଣ ରେ ହୋଇଗଲେ । ଠିକ ସେହିଭଳି ଲୋକ ପ୍ରିୟ ଅଭିନେତ୍ରୀ ମାହି ସେ ମଧ୍ୟ ଜୀ ସାର୍ଥକ ଟିଭି ରେ ପୂର୍ବ ରୁ ପ୍ରସାରିତ ହେଉଥିବା ମୁ ବି ଅର୍ଦ୍ଧଙ୍ଗିଣୀ ରେ ଅଭିନୟ କରି ବେସ ଲୋକ ପ୍ରିୟତା ହାସଲ କରିପାରିଥିଲେ ଓ ଏହି ଧାରାବାହିକ ଟି ସରିବା ପରେ ସେ ଆଉ ଧାରାବାହିକ ରେ ଅଭିନୟ କରିନଥିଲେ କାରଣ ସେ ପରବର୍ତ୍ତୀ ସମୟ ରେ ଚନ୍ଦନ ଙ୍କୁ ବିବାହ କରିଥିଲେ ଓ ବର୍ତ୍ତମାନ ସମୟ ରେ ସେମାନ ଙ୍କ ଏକ କନ୍ୟା ମଧ୍ୟ ଅଛି । ତେବେ ବର୍ତ୍ତମାନ ସମୟ ରେ ଉଭୟ ଙ୍କ ର ଏକ ଭିଡିଓ ବେସ ଚର୍ଚା ର ବିଷୟ ପାଲଟିଛି ଓ ଏହି ଭିଡିଓ ରେ ଚନ୍ଦନ ରୋଷେଇ କରୁଥିବା ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.