Breaking News

ଭିଡିଓ ଦେଖନ୍ତୁ – ବବି ମିଶ୍ରଙ୍କ ଝଗଡା ପରେ, ମୁହଁ ଖୋଲିଲେ କୋଏଲ ବାନାର୍ଜୀ (Koyel Banerjee), କହିଲେ ନିଜ କର୍ମକୁ ଡର ନଚେତ…

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ବବି ମିଶ୍ର ତାଙ୍କ ପଡୋଶୀ ତପି ମିଶ୍ର ଙ୍କ ସହିତ ଝଗଡା କରି ତାଙ୍କ ପତ୍ନୀ ଙ୍କ ନାମ ରେ କ-ଟା-କ୍ଷ କଥା କହି ଥିଲେ ଓ ଏହି ଝ-ଗ-ଡା ହବା ର କାରଣ ହଉଛି ଯେ ସାମାନ୍ୟ ଗାଡି ପାର୍କିଂ କୁ ନେଇ । ହଁ ବନ୍ଧୁ ବବି ମିଶ୍ର ତାଙ୍କ ପାର୍କିଂ ସ୍ଥାନ ରେ ତାଙ୍କ ଗାଡି ରଖିବା ତପି ମିଶ୍ର ଙ୍କ ପାର୍କିଂ ସ୍ଥାନ ରେ ବବି ମିଶ୍ର ତାଙ୍କର ଔ ଏକ ଗାଡି ଥୋଇଥିଲେ ।

ତେବେ ତପି ମିଶ୍ର ଯେତେବେଳେ ଗାଡି ଧରିକି ଆସିଲେ ସେ ଦେଖିଲେ ଯେ ତାଙ୍କ ପାର୍କିଂ ସ୍ଥାନ ରେ ବବି ଙ୍କ ଗାଡି ରହିଛି ଓ ସେଥିପାଇଁ ସେ ବବି ଙ୍କୁ ତାଙ୍କ ଗାଡି ପାଖେଇବାକୁ କହିଲେ , ତେବେ ଏହା କହିବା ଦ୍ଵାରା ବବି ଙ୍କ ସହିତ ଆଉ କିଛି ତାଙ୍କ ସାଙ୍ଗ ମାନେ ଯୁକ୍ତି କରି ତପି ଙ୍କୁ ଠେଲି ଦେଇଥିଲେ ଓ କହିଥିଲେ ତପି ଙ୍କୁ ମା-ରି-ବି ଓ ତାର ପ-ତ୍ନୀ କୁ ବିବାହ କରିବି । ତେବେ ଏହି ଅଭିଯୋଗ ତପି ନଯାପଲ୍ଲୀ ଥାନା ରେ ଦାଖଲ କରିଥିଲେ ଓ ବବି ମିଶ୍ର ଙ୍କୁ ମଧ୍ୟ ଥାନା କୁ ଡକା ଯାଇଥିଲା। ତେବେ ଏପଟେ ତପି ମିଶ୍ର କହିଛନ୍ତି ଯେ ନିଜ ସ୍ତ୍ରୀ ଉପରେ ବହୁତ ଅ-ତ୍ୟା-ଚା-ର କରିବାରୁ ସେ ବାଧ୍ୟ ହୋଇ ଏବେ ତାଙ୍କ ଠାରୁ ଛା-ଡ-ପ-ତ୍ର ନେଇଛନ୍ତି ।

ତେବେ ବନ୍ଧୁଗଣ ଏହାରି ଭିତରେ ବର୍ତ୍ତମାନ ସମୟ ରେ କୋଏଲ ବାନାର୍ଜୀ ଙ୍କ ଏକ ଫଟୋ ସୋସିଆଲ ମିଡିଆ ରେ ବେସ ଭାଇରାଲ ହାବା ରେ ଲାଗିଛି ଓ ଏହି ଫଟୋ ରେ କିଛି ଲେଖା ଉଲ୍ଲେଖ ଅଛି ଯେ କ”ର୍ମ କୁ ଡର ଭଗବାନ ଙ୍କୁ ନୁହେଁ କାରଣ ଭଗବାନ ସମୟ ଆସିଲେ କ୍ଷମା କରିଦେବେ କିନ୍ତୁ କର୍ମ କ୍ଷମା କରି ନଥାଏ “। ତେବେ ଏହି ପୋଷ୍ଟ ଟି ସେ ବବି ମିଶ୍ର ଙ୍କ ଘଟଣା ପରେ ପରେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ପୋଷ୍ଟ କରିଛନ୍ତି । ତେବେ ଏହି ପୋଷ୍ଟ ଟି ରେ କାହାର ନାମ ସଂଯୋଗ କରି ନାହାଁନ୍ତି , କିନ୍ତୁ ଏହି ପୋଷ୍ଟ ର ଲେଖା ରୁ ସ୍ପଷ୍ଟ ଭାବେ ଜଣା ପଡି ଯାଉଛି ଏହା ବବି ମିଶ୍ର ଙ୍କୁ ଇଙ୍ଗିତ କରୁଛି ।

କୋଏଲଙ୍କ ଫ୍ୟାନ ମାନେ ମଧ୍ୟ ତାଙ୍କର ନିଷ୍ପତିକୁ ସଠିକ ବୋଲି କହି ତାଙ୍କୁ ଧନ୍ୟବାଦ ଦେଇଛନ୍ତି । ତେବେ ଯଦି ଏହା ସତ୍ୟ ଅଟେ ତାହେଲେ କଣ ତପି ମିଶ୍ର କହିଥିବା କଥା ଟି ସତ କି , ଏହା ବର୍ତ୍ତମାନ ସମସ୍ତ ମନ ରେ ପ୍ରଶ ଆସୁଛି ଓ ସମସ୍ତେ ମଧ୍ୟ ଦ୍ଵନ୍ଦ ରେ ପଡି ଯାଇଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *