Breaking News

ଭିଡିଓ ଦେଖନ୍ତୁ – ଓଡିଆ ଅଭିନେତ୍ରୀ ବିଦୂସ୍ମିତା (Bidusmita) କହୁ କହୁ ତାଙ୍କ ମନ କଥା କହିଦେଲେ, କହିଲେ ପୁରୁଷ ମାନେ ତାରିଫ ନକଲେ…

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆପଣ ମାନେ ଜାଣିଥିବେ ଓଡିଆ ଧାରାବାହିକ ବେସ ଲୋକ ପ୍ରିୟତା ହୋଇପାରିଛି ଓ ଦର୍ଶକ ମାନେ ମଧ୍ୟ ଏହି ଧାରାବାହିକ ଗୁଡିକୁ ବହୁତ ପସନ୍ଦ କରିଥାନ୍ତି । ତେବେ ବନ୍ଧୁଗଣ ଏହି ଧାରାବାହିକ କେବଳ ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ଜବରଦସ୍ତ ଅଭିନୟ ପାଇଁ ଆଜି ଲୋକ ପ୍ରିୟ ହୋଇପାରିଛି , ତାହେଲେ ବନ୍ଧୁଗଣ ଆଜି ଆମର ଏହି ପେଜ ମାଧ୍ୟମ ରେ ଦୁଇ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ବିଷୟ ରେ ଜାଣିବା ।


ତେବେ ବନ୍ଧୁଗଣ ଏହି ଦୁଇ ଅଭିନେତା ଓ ଅଭିନେତ୍ରୀ ହଉଛନ୍ତି ତରଙ୍ଗ ଟିଭି ରେ ପ୍ରସାରିତ ହେଉଥିବା ଝିଅ ଆମର ନୂଆ ବୋହୁ ରେ ଅଭିନୟ କରୁଥିବା ରାଜ ରାଜେନ୍ଦ୍ର ଓ ଜ୍ୟୋତିକା । ତାହେଲେ ଆପଣ ମାନେ ନିଶ୍ଚୟ ଏହି ଧାରାବାହିକ ରେ ନେ-ଗେ-ଟି-ଭ ଚରିତ୍ର ରେ ଅଭିନୟ କରୁଥିବା ରାଜ ରାଜେନ୍ଦ୍ର ଙ୍କୁ ନିଶ୍ଚୟ ଜାଣିଥିବେ , ତେବେ ରାଜ ରାଜେନ୍ଦ୍ର ଙ୍କ ପ୍ରକୃତ ନାମ ହଉଛି ଭଗବାନ ଯିଏ କି ଏହି ଧାରାବାହିକ କରିବା ପୂର୍ବ ରୁ ବହୁ ଧାରାବାହିକ ଓ ଚଳଚିତ୍ର ରେ ନିଜ ଜବରଦସ୍ତ ଅଭିନୟ ଦେଖାଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି ।

ଠିକ ସେହିପରି ଆପଣ ମାନେ ନିଶ୍ଚୟ ଝିଅ ଆମର ନୂଆ ଧାରାବାହିକ ର ରାଜ ରାଜେନ୍ଦ୍ର ଙ୍କ ତୃତୀୟ ପତ୍ନୀ ଚରିତ୍ର ରେ ଅଭିନୟ କରୁଥିବା ଜ୍ୟୋତିକା ଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ତାଙ୍କ ପ୍ରକୃତ ନାମ ହଉଛି ବିଦୂସ୍ମିତା ଯିଏ ଆମ ଓଡିଆ ଇଣ୍ଡଷ୍ଟ୍ରି ର ହ-ଟ ଗାର୍ଲ ଭାବେ ବେସ ପରିଚିତ । ତାହେଲେ ବନ୍ଧୁଗଣ ଭଗବାନ ଓ ବିଦୂସ୍ମିତା ଙ୍କ ଜବରଦସ୍ତ ଅଭିନୟ ପାଇଁ ବେସ ଲୋକ ପ୍ରିୟ ହୋଇପାରିଛି ।

ତେବେ ବନ୍ଧୁଗଣ ଏହି ଦୁଇ ଯୋଡି ଏକାଠି ହୋଇ ଓଟିଭି ର ରିଆଲିଟି ସୋ ଗପ ସାପ କୁ ଆସିଥିଲେ ଓ ଝିଅ ଆମର ନୂଆ ବୋହୁ ଧାରାବାହିକ ବିଷୟ ରେ କହିବ ସହିତ , ଏହି ଧାରାବାହିକ ରେ ନିଜ ଅଭିନୟ କରୁଥିବା ଚରିତ୍ର କୁ ନେଇ ବେସ ମଜା କଥା କହିଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତେବେ ଶେଷ ସମୟ ରେ ବିଦୂସ୍ମିତା କହିଥିଲେ ଯେ ଝିଅ ଓ ମହିଳା ମାନେ ସଜେଇ ହବା ପଛ ରେ ପୁରୁଷ ମାନ ଙ୍କୁ ତାରିଫ ଥାଏ ଓ ଯେଉଁଠି ପୁରୁଷ ମାନ ଙ୍କ ତାରିଫ ନଥାଏ ସେଇଠି ନାରୀ ର ସଜବାଜ ଉଚିତ ନୁହେଁ ଭଳି ଅନେକ କଥା ସେ ଏହି ରିଆଲିଟି ସୋ ରେ କହିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *