Breaking News

ଦେଖନ୍ତୁ ଭିଡିଓ – ଅରବିନ୍ଦ ଓ ଜାଙ୍କଲିନ (Janklin) ପି-ରି-ଅ-ଡ-ସ ସମୟର କଥା ବିଷୟରେ live ରେ ଆସି ଆଲୋଚନା କରି ଏମିତି କିଛି କହିଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଝିଅ ପିଲା ଙ୍କ ପି -ରି -ୟ -ଡ଼ ଷ ବା ଋ-ତୁ-ସ୍ରା-ବ କୁ ନେଇ ବହୁତ ଅନ୍ଧ ବିଶ୍ଵାସ ରହିଛି , ହଁ ବନ୍ଧୁ ଏହିଝିଅ ପିଲା ଙ୍କ ପି -ରି -ୟ -ଡ଼ ଷ କୁ ସମସ୍ତେ ଲ-ଜ୍ୟା ଜଣକ କଥା ବୋଲି ମନେ କରିଥାନ୍ତି । ତେବେ ବନ୍ଧୁଗଣ ଆମ ଏହି ଦୁନିଆ ବହୁତ ଆଗକୁ ଆସିଥିଲେ ମଧ୍ୟ ଲୋକ ମାନ ଙ୍କ ଏହି ଅନ୍ଧ ବିଶ୍ଵାସ ଉପରେ ବିଶ୍ଵାସ ଯୋଗୁ ଆମେ ବହୁ ପଛ ରେ ରହିଛୁ । ହଁ ବନ୍ଧୁ ଯେମିତି କି ଋ-ତୁ-ସ୍ରା-ବ ହେଲେ ଅନ୍ଧ ବିଶ୍ଵାସ ର ନିୟମ ରହିଛି ଯେ ଏହି କଥା କୁ ପୁରୁଷ ମାନ ଙ୍କୁ କୁହାଯିବ ନହିଁ ଓ ଋ-ତୁ-ସ୍ରା-ବ ରେ ପଡିଥିବା ବ୍ୟକ୍ତି ଜଣକ ମନ୍ଦିର ଯିବା କୁ ମାନଥାଏ ।

ତେବେ ଏହି ଲୋକ ମାନ ଙ୍କ ଅନ୍ଧବିଶ୍ଵାସ କୁ ନେଇ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ଅରବିନ୍ଦ ଓ ଜାଙ୍କଲିନ ସୋସିଆଲ ମିଡିଆ ରେ ଲାଇଭ ଆସି କଣ କହିଛନ୍ତି ଆସନ୍ତୁ ଜାଣିବା । ବନ୍ଧୁଗଣ ଆପଣ ମାନେ ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତ କିଛି ମାସ ତଳେ ଏହି ଦୁଇ ଯୋଡି ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ , ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଏକ ଧାରାବାହିକ ରେ ଅଭିନୟ କରି ଥିଲେ ଓ ପରସ୍ପର କୁ ଭଲ ପାଇ ବସିଥିଲେ । ଭଲପାଇବା ର 3 ବର୍ଷ ପରେ ଏହି ଦୁଇ ଯୋଡି ହାତ କୁ ଦୁଇ ହାତ ହୋଇ ବେସ ଖୁସି ଥିବା ର ଜଣା ପଡିଛନ୍ତି । ହଁ ବନ୍ଧୁ ଏହି ଦୁଇ ଯୋଡି ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହିଥାନ୍ତି ଓ ସୋସିଆଲ ମିଡିଆ ରେ ବହୁ ମଜା ମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥାଏ ।


ତେବେ ବର୍ତ୍ତମାନ ସମୟ ରେ ଝି-ଅ ପିଲା ଙ୍କ ଋ-ତୁ-ସ୍ରା-ବ କୁ ନେଇ କହିଛନ୍ତି ଯେ ଆଜି ଆମେ ଏମିତି ଏକ ବିଷୟ ରେ କହିବାକୁ ଯାଉଛୁ ଯାହା ଲୋକ ମାନେ ଅନ୍ୟ ମାନ ଙ୍କୁ କହିବା ପାଇଁ ଲ-ଜ୍ୟା ବୋଲି ମାନେ କରିଥାଏ , ତାହେଲେ ସେହି ବିଷୟ ଟି ହଉଛି ଝିଅ ପିଲା ଙ୍କ ପି -ରି -ୟ -ଡ଼ ଷ । ହଁ ବନ୍ଧୁ ଲୋକ ମାନେ କହନ୍ତି ଋ-ତୁ-ସ୍ରା-ବ ରେ ପଡିଥିବା ଝିଅ ମାନେ ମନ୍ଦିର ନ ଯିବା ପାଇଁ, ତାହେଲେ କଣ ଭଗବାନ କଣ କହିଛନ୍ତି ତମର ଅସୁବିଧା ହୋଇଛି ତମେ ମନ୍ଦିର ଆସି ପାରିବ ନହିଁ ଓ ପୁରୁଷ ମାନ ଙ୍କୁ ସହ ଦ୍ଵାରା ପା-ପ ହୋଇଥାଏ , ଏହି ଅନ୍ଧ ବିଶ୍ଵାସ କୁ ବିଶ୍ଵାସ ନ କରିବା ଟି ହିଁ ଭଲ , ତେବେ ଏହି କଥା ଟି ଏହି ଦୁଇ ଯୋଡି ତାଙ୍କ ପ୍ରଶଂସକ ଙ୍କ ଆଲୋଚନା କରିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *