Breaking News

ଦେଖନ୍ତୁ ଭିଡିଓ – ହଠାତ ମୋବାଇଲରୁ ବାହାରିଲା ଧୂ-ଆଁ, ପକେଟ ଭିତରେ ଜ-ଳି-ଲା ମୋବାଇଲ, ଉପସ୍ଥିତି ବୁଦ୍ଧି ପାଇଁ ବର୍ତ୍ତିଗଲା ଜୀ-ବ-ନ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଯେ , ତେବେ ବନ୍ଧୁଗଣ ଏହି ଭିଡିଓ ରେ ଜଣେ ବ୍ୟକ୍ତି ବସିଥିବ ସମୟ ରେ ହଠାତ ତାଙ୍କ ଫୋନ ରୁ ଧୂ-ଆଁ ବାହାରିଲା , ତେବେ ସେ ଯେତେବେଳେ ଦେଖିଲେ ତାଙ୍କ ଫୋନ ରୁ ଧୂ-ଆଁ ବାହାରୁଛି ସେ ହଠାତ ବୁଦ୍ଧିମାନ କାର୍ଯ୍ୟ କରି ନିଜ ଜିବନ କୁ ବଞ୍ଚାଇ ଦେଇଥିଲେ ।


ତେବେ ବନ୍ଧୁଗଣ ଏହି ଘଟଣା ଟି ଘଟିଛି ଗୁଜୁରାଟ ସୁରତ ଅଞ୍ଚଳ ର ପାଟଣା ସହର ରେ , ହଁ ବନ୍ଧୁ ସେହି ସ୍ଥାନ ରେ ଏକ ସୋ ରୁମ ରେ ଜଣେ ବ୍ୟକ୍ତି ଜଣେ ସୋ ରୁମ କର୍ମଚାରୀ ଙ୍କ ସହ କଥା ହେଉଥିବା ସମୟ ରେ ତାଙ୍କ ପକେଟ ରେ ଥିବା ମୋବାଇଲ ଫୋନ ରୁ ବହୁ ପରିମାଣ ରେ ଧୂ-ଆଁ ନିର୍ଗତ ହେଲା ଓ ଏହା ସେ ଦେଖିବା ପରେ ସଙ୍ଗେ ସଙ୍ଗେ ମୋବାଇଲ ଟି କୁ ପକେଟ ବାହାର କରି ତଳେ ପକାଇଦେଲେ ଓ ପରେ ଗୋଇଠା ମାରି ବାହାର କୁ ବହର କୁ ନେଇଗଲେ ଓ ସେହିଠାରେ ମୋବାଇଲ ଟି ବ୍ଳା-ଷ୍ଟ ହବା ଦୃଶ୍ୟ ବର୍ତ୍ତମାନ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ।

ତେବେ ବନ୍ଧୁଗଣ ଏହି ବ୍ୟକ୍ତି ବୁଦ୍ଧିମାନ କାର୍ଯ୍ୟ ପାଇଁ ତାଙ୍କ ଜିବନ ଆଜି ବଞ୍ଚିଗଲା ଯଦି ସେ ଏହା ନକରି ଥାନ୍ତେ ତାହେଲେ ମୃତ୍ୟୁ ସୁନିଶ୍ଚିତ ଆଜି ତାଙ୍କର ହୋଇଥାନ୍ତା । ତେବେ ଧୂଆଁ ନିର୍ଗତ ହେଉଥିବା ସମୟ ରେ କିଛି ବ୍ୟକ୍ତି ଏହି ସୋରୁମ ରୁ ଦଉଡି ପଳାଇଗଲେ କିନ୍ତୁ ଯେଉଁ ବ୍ୟକ୍ତି ଙ୍କ ପକେଟ ରୁ ଧୂଆଁ ବାହାରୁଥିଲା ସେ  ନିଜ ସାହସ ଦେଖାଇ ଫିଣ କୁ ତାଳୟ ପକାଇ ତାକୁ ଗୋଇଠା ମାରି ବାହାର କୁ ପକାଇଦେଇଥିଲେ । ତେବେ ଏହିଦୃଶ୍ୟ ଟି ସେହି ଦୋକାନ ରେ ଲାଗିଥିବା ସିସିଟିଭି ରେ କଏଦ ହୋଇଯାଇଥିଲା ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – ମଣିଷ ଛୁଆ ଜନ୍ମ କରିଲା ଛେଳି! ନିଜେ ନଦେଖିଲେ ବିଶ୍ଵାସ କରି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲୋକ ପ୍ରିୟ ହୋଇଥିବା ସୋସିଆଲ ମିଡିଆ ରେ ସବୁ ଦିନ କିଛି …

Leave a Reply

Your email address will not be published. Required fields are marked *