Breaking News

କଣ ଆଗକୁ ସପ୍ତାହନ୍ତ ସଟଡାଉନ ରହିବ ନା ଉଠିବ ? ଜାଣନ୍ତୁ କଣ ହୋଇ ପାରେ ସେପ୍ଟମ୍ବର ମାସର ଗାଇଡ ଲାଇନ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସାରା ରାଜ୍ୟ ରେ ଜାରି ରହିଛି ନାଇଟ କର୍ଫ୍ଯୁ ରାତି 8 ଟା ରୁ ସକଳ 6 ଯାଏ କଟକଣା ରହିଛି । ତେବେ ଏହି କଟକଣା ସେପ୍ଟେମ୍ବର 1 ତାରିଖ ସକଳ 6 ଯାଏ ଏହି କଟକଣା ଟି ରହିଛି ଓ ପରବର୍ତ୍ତୀ ସମୟ ରେ ସେପ୍ଟେମ୍ବର ପାଇଁ କଣ ନୂଆ ଗାଇଡ ଲାଇନ ଆସିବ ନା ଏହି ଗାଇଡ ଲାଇନ ଜାରି ରହିବ ତାହା ଆଗାମୀ ଦୁଇ ଦିନ ଭିତରେ ଜଣା ପଡିଯିବ ।

ତେବେ ବନ୍ଧୁଗଣ ଅଗଷ୍ଟ 1 ତାରିଖ ରେ 1436 ସଂକ୍ରମିତ ଚିହ୍ନଟ ହୋଇଥିଲେ ଓ ବର୍ତ୍ତମାନ ସମୟ ରେ ଅଗଷ୍ଟ 28 ରେ 779 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ମାନେ 1 ତାରିଖ ସଂକ୍ରମିତ ଙ୍କ ସଂଖ୍ୟା ତୁଳନା ରେ ବର୍ତ୍ତମାନ ସଂକ୍ରମିତ ଙ୍କ ସଂଖ୍ୟା 45 ପ୍ରତିଶତ କମ ରହିଛି ଓ ବର୍ତ୍ତମାନ ସମୟ ରେ ବହୁ ପରିମାଣ ରେ ହ୍ରାସ ପାଉଛି ଦୈନିକ ସଂକ୍ରମିତ ଓ ସବୁ ଜିଲ୍ଲା ବର୍ତ୍ତମାନ ସମୟ ରେ ସଂକ୍ରମିତ ହିସାବ ରେ ଗ୍ରୀନ ଜୋନ ରେ ଅଛନ୍ତି କିନ୍ତୁ ଆକ୍ଟିଭ କେସ ରେ କେବଳ ଖୋର୍ଦ୍ଧା ରେଡ ଜୋନ ରେ ରହିଛି ।


ସେହି ହିସାବ ରେ ଅଗଷ୍ଟ 1 ତାରିଖ ଦିନ ତୋଟାଳ ସଂକ୍ରମିତ ଥିଲେ 14085 ଜଣ କିନ୍ତୁ ବର୍ତ୍ତମାନ ସମୟ ରେ ଟୋଟାଲ ସଂକ୍ରମିତ ସଂଖ୍ୟା ହଉଛି 7996 ଜଣ । ତେବେ ଭୁବନେଶ୍ବର,କଟକ,ଓ ପୁରୀ ସହର ରେ ସାପ୍ତାହିକ ଷଟ ଡାଉନ ରହିଛି । ଅଗଷ୍ଟ 1 ତାରିଖ ରେ ଭୁବନେଶ୍ବର ରେ 318 ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ ଓ ବର୍ତ୍ତମାନ ଅଗଷ୍ଟ 27 ତାରିଖ ରେ 213 ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କଟକ ରେ ଅଗଷ୍ଟ 1 ତାରିଖ ଦିନ 70 ଥିବା ସମୟ ରେ ବର୍ତ୍ତମାନ ସମୟ ରେ 57 ଜଣ ଦୈନିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି ।

ତେବେ ବର୍ତ୍ତମାନ ସମୟ ରେ ରାଜ୍ୟ ରେ 60 ରୁ ଅଧିକ ସଂକ୍ରମିତ ମୃ-ତ୍ୟୁ କରୁଛନ୍ତି ଓ ସେଥିମଧ୍ୟ ରୁ କିଛି ଶିଶୁ ମଧ୍ୟ ଅଛନ୍ତି । ତେବେ ଆଗକୁ ତୃତୀୟ ଲହର ଆସିବା ର ସଂପୂର୍ଣ୍ଣ ସମ୍ଭାବନା ଅଛି ତେବେ ଆଗକୁ ମଧ୍ୟ ପାର୍ବଣ ଋତୁ ଆସିବାକୁ ଯାଉଛି ତେବେ ଏହାକୁ ଦ୍ରୁଷ୍ଟି ରେ ରଖି ସରକାର କଣ ନୂଆ ଗାଇଡ ଲାଇନ ବାହାର କରୁଛନ୍ତି ତାହା ସେପ୍ଟେମ୍ବର 1 ତାରିଖ ରେ ପୂର୍ବ ରୁ ଜଣା ପଡିଯିବ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *