Breaking News

ମହାଖୁଲାସା ହେଲା – ACF ସୌମ୍ୟଙ୍କୁ ଜଙ୍ଗଲରେ ମା-ରି-ଛ-ନ୍ତି DFO! ଚାଞ୍ଚଲ୍ୟକର ଖୁଲାସା କରିଲେ ସୌମ୍ୟଙ୍କ ବାପା, ଦେଖନ୍ତୁ ଭିଡିଓ

ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଜାଣି ପାରୁଥିବେ ଆମେ କାହା ବିଷୟ ରେ କହୁଛୁ , ହଁ ବନ୍ଧୁ ଆମେ ମୃତ ଏସିଏଫ ସୌମ୍ୟ ଙ୍କ ବିଷୟ ରେ କହୁଛୁ । ଆପଣ ମାନେ ନିଶ୍ଚୟ ମୃତ ସୌମ୍ୟ ଙ୍କ ଏହି ଘଟଣା ବିଷୟ ରେ ଜାଣିଥିବେ , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ସୌମ୍ୟ ଙ୍କ ପରିବାର ଡ଼ିଏଫଓ ଓ ବିଦ୍ୟା ଙ୍କ ସହିତ ଅ-ନୈ-ତି-କ ସମ୍ପର୍କ ରହିଛି ଓ ସୌମ୍ଯ ଙ୍କ ମୃ-ତ୍ୟୁ ପଛ ରେ ଏହି ଦୁଇ ଙ୍କ ହାତ ରହିଛି ବୋଲି ପରିବାର ଲୋକ ଅଭିଯୋଗ ଆଣିଥିଲେ । ପୋଲିସର ତଦନ୍ତର ଉପରେ ପରିବାର ଲୋକଙ୍କର ଭରସା ନାହିଁ ।

ହଁ ବନ୍ଧୁ ଏହାର ପ୍ରଥମେ ତଦନ୍ତ ପୋଲିସ କରିଥିଲା କିନ୍ତୁ ତାର ସେ ତଦନ୍ତ ଠିକ ଭାବ ରେ ନକରି କ୍ଳିନ ଚିଟ ଦେଇଦେଲେ ଓ ତଦନ୍ତ ମଧ୍ୟ ତଦନ୍ତ ଭଳି ହେଲା ନହିଁ ଯାହାଫଳ ରେ କି ପରିବାର ଲୋକ ଓ ଓଡିଶା ବାସୀ ଙ୍କୁ ସନ୍ତୁଷ୍ଠ କରିପାରିଲା ନହିଁ । ସେଥିପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ଅପିଲ ହେଲା ଓ କ୍ରାଇମବ୍ରାଞ୍ଚ ମଧ୍ୟ ଆସି 7 ରୁ 8 ଦିନ ଯାଏ ବେସ ଜୋରସୋର ରେ ତଦନ୍ତ କରିଲେ ଓ ପରବର୍ତ୍ତୀ ସମୟ ରେ କ୍ରାଇମବ୍ରାଞ୍ଚ ଙ୍କ ଅଧିକାର ଏକ ଅଡିଓ ଭାଇରାଲ ହବା ରେ ପରେ ଲୋକ ମାନେ ମଧ୍ୟ ପୋଲିସ ପରି କ୍ରାଇମବ୍ରାଞ୍ଚ ଉପରେ ଆଉ ବିଶ୍ବାସ ନାହିଁ , କାରଣ ବର୍ତ୍ତମାନ କ୍ରାଇମବ୍ରାଞ୍ଚ ତାର ତଦନ୍ତ ପାଇଁ ଆଗକୁ ଯିବା ପାଇଁ ତାକୁ ନିର୍ଦ୍ଦେଶ ଦରକାର ବୋଲି ଏକ ଜଣା ପଡିଛି ।

ହଁ ବନ୍ଧୁ ଏହି ଅଡିଓ ରେ କ୍ରାଇମବ୍ରାଞ୍ଚ ଅଧିକାରୀ କହିଛନ୍ତି ଯେ ନିର୍ଦ୍ଦେଶ ଆସିଲେ ତଦନ୍ତ କରିବୁ ତାହେଲେ କ୍ରାଇମବ୍ରାଞ୍ଚ ଙ୍କୁ କିଏ ନିର୍ଦ୍ଦେଶ ଦେବ ଏଥିରୁ ସ୍ପଷ୍ଟ ଭାବେ ଜଣା ପଡିଯାଉଛି ଏହି କେସ ରେ କିଛି ମନ୍ତ୍ରୀ ମଧ୍ୟ ସାମିଲ ଅଛନ୍ତି ଓ ସେମାନ ଙ୍କ ଚାପ ରେ କ୍ରାଇମବ୍ରାଞ୍ଚ ତଦନ୍ତ କରୁନାହିଁ । ତେବେ ଦେଖାଯାଉ ଆଗାମୀ ଦିନ ମାନ ଙ୍କ ଭିତରେ କଣ ହେଉଛି ॥ ସୌମ୍ୟଙ୍କ ବାପା ଅଭିଯୋଗ ଆଣି କହିଛନ୍ତି DFO ତାଙ୍କୁ ପୁଅକୁ ଜ-ଙ୍ଗ-ଲ-ରେ ମା-ରି ଆଣି ସେଠି ପୋ-ଡି ହୋଇଯାଇଥିବାର ଦର୍ଶାଇଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ଭୁବନେଶ୍ଵର ହାଇଟେକ ହସ୍ପିଟାଲରେ ରୋଗୀର ମୃତ୍ୟୁ ପରେ ବି ଜାଣିଲେ ନାହିଁ!, ମା ଝିଅଙ୍କ ଦୁଃଖ ଦେଖିଲେ ସହି ପାରିବେ ନାହିଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଭୁବନେଶ୍ବର ର ହାଇଟେକ ମେଡିକାଲ ରେ ରେ ବଡ ଅଭିଯୋଗ , ହଁ ବନ୍ଧୁ ମାତ୍ର କିଛି …

Leave a Reply

Your email address will not be published. Required fields are marked *