Breaking News

କାହିଁକି ଏକାଠି ହେଲେ Ollywood ର ଦୁଇ ସୁପର ଷ୍ଟାର ସିଦ୍ଧାନ୍ତ (Sidhant) ଏବଂ ସବ୍ୟସାଚୀ (Sabyasachi) ଦେଖନ୍ତୁ ଭିଡିଓ

ଦର୍ଶକ ବହୁ ଦିନ ପରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଦୁଇ ଅଭିନେତା ପୁଣି ଏକଠିନଜର ଆସିଲେ , ତେବେ ବନ୍ଧୁଗଣ ଏହି ଦୁଇ ଲୋକ ପ୍ରିୟ ଅଭିନେତା ହଉଛନ୍ତି ସିଦ୍ଧାନ୍ତ ମହାପାତ୍ର ଓ ସବ୍ୟସଚ୍ଚି ମିଶ୍ର । ବନ୍ଧୁଗଣ ଏକାଠି ନଜର ଆସିଲେ କିନ୍ତୁ ଚଳଚିତ୍ର ନୁହେଁ କି ରିଆଲିଟି ସୋ ନୁହେଁ , ତାହେଲେ ଆସନ୍ତୁ ଜାଣିବା କେଉଁଠାରେ ଏହି ଦୁଇ ଯୋଡି ଏକାଠି ହୋଇଛନ୍ତି ଜାଣିବା ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସିଦ୍ଧାନ୍ତ ମହାପାତ୍ର ଙ୍କୁ ଓଡିଶା ର ଘରେ ଘରେ ପରିଚିତ , ଆମ ଓଡିଆ ଇଣ୍ଡଷ୍ଟ୍ରି ରେ ସିଦ୍ଧାନ୍ତ ମୂନା ଭାଇ ନାମ ରେ ବେସ ପରିଚିତ । ଏହି ଅଭିନେତା ଜଣକ ବହୁ ଗୁଡିଏ ଚଳଚିତ୍ର ରେ ଜବରଦସ୍ତ ଅଭିନୟ କରିଥିବାର ଆପଣ ମାନେ ନିଶ୍ଚୟ ଜାଣିଥିବେ । ଠିକ ସେହିପରି ଆପଣ ମାନେ ସବ୍ୟସଚ୍ଚି ଙ୍କୁ ବେସ ଭଲ ଭାବ ରେ ଜାଣିଥିବେ ସେ ମଧ୍ୟ ବହୁ ଗୁଡିଏ ଚଳଚିତ୍ର ରେ ଜବରଦସ୍ତ ଅଭିନୟ ବେସ ଲୋକ ପ୍ରିୟ ହୋଇପାରିଛନ୍ତି ଓ ବର୍ତ୍ତମାନ କାରୋନା ସମୟ ରେ ଲୋକ ମାନ ଙ୍କୁ ସାହାର୍ଯ୍ୟ କରି ରିଅଲ ହିରୋ ପାଲଟିଛନ୍ତି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଙ୍କୁ ଏକାଠି ଦେଖିବା ପାଇଁ ଦର୍ଶକ ମାନେ ଚାହିଁ ରହିଥାନ୍ତି , ତେବେ ବର୍ତ୍ତମାନ ସମୟ ରେ ସବ୍ୟସଚ୍ଚି ଓ ସିଦ୍ଧାନ୍ତ ମହାପାତ୍ର ଏକାଠି ନଜର ଆସିବା ସହିତ ସେମାନ ଏନକେ ସହିତ ଅର୍ଚ୍ଚିତା ମଧ୍ୟ ନଜର ଆସିଛନ୍ତି । ତେବେ ଏହି ଦୁଇ ଯୋଡି ଙ୍କୁ ଦେଖିବାକୁ ମିଳିଥିଲା ଓଡିଶା ର ଏକ ପାହାଳ ନିକଟସ୍ଥ ଓଡିଶା ର ପ୍ରଥମ ଓ ଭରତ ସର୍ବ ବୃହତ୍ତମ ସୋରୁମ havels and Lloyd world of experience system ର ଶୁଭ ଉଦ୍ଧଘାଟନ ସମୟ ରେ ଏହି ଦୁଇ ସୁପର ଯୋଡି ମୁଖ୍ୟ ଅତିଥି ଭାବେ ଆସିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *