Breaking News

Video ଦେଖନ୍ତୁ – ପଡୋଶୀ ଖୋଲି ଦେଲେ ବବି ମିଶ୍ର (Bobby Mishra) ଙ୍କ ଗୁମର!, କହିଲେ ସେ କିପରି ତାଙ୍କ ସ୍ତ୍ରୀ Koyel Banerjee ଙ୍କ ସହ ବ୍ୟବହାର କରୁଥିଲେ, ଶୁଣିଲେ ମୁଣ୍ଡରେ ହାତ ଦେଇ ଦେବେ

ଦର୍ଶକ ବନ୍ଧୁ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତା ବବି ମିଶ୍ର ଜଣେ ଭଲ ଅଭିନେତା ହବା ସହିତ ରିଅଲ ରେ ଦଲାଲ କାମ କରନ୍ତି , ହଁ ବନ୍ଧୁ ବର୍ତ୍ତମାନ ସମୟ ରେ ତପି ମିଶ୍ର ଗଣ ମାଧ୍ୟମ ନିକଟ ରେ ବବି ମିଶ୍ର ଙ୍କ ନାମ ରେ ଏମିତି କିଛି କହିଛନ୍ତି ଯାହା ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ , ଖାଲି ସେତିକି ନୁହେଁ କଣ ପାଇଁ କୋଏଲ ବାନାର୍ଜୀ ତାଙ୍କୁ ଛାଡି ଚାଲିଗଲେ ତା ମଧ୍ୟ କହିଛନ୍ତି ତପି ମିଶ୍ର । ତାହେଲେ ଆସନ୍ତୁ ଜାଣିବା ।

ତପି ମିଶ୍ର କହିଛନ୍ତି ସେ ଗତ କଲି ଗାଡି ପାର୍କିଂ କରୁଥିବା ସମୟ ରେ ତାଙ୍କ ପାର୍କିଂ ରେ ବବି ମିଶ୍ର ଗାଡି ଥୁଆ ହୋଇଥିଲା ସେଥିପାଇଁ ତପି ଶିକୁରୀଟି କୁ ପଚାରିଥିଲେ ଏହି ଗାଡି ଟି କାହାର ଓ ଶିକୁରୀଟି ବ୍ୟକ୍ତି ଜଣକ କହିଥିଲେ ଏହି ଗାଡି ଟି ହଉଛି ବବି ମିଶ୍ର ଙ୍କ , ତେବେ ବନ୍ଧୁଗଣ ବବି ମିଶ୍ର ଙ୍କ ପାଇଁ ମଧ୍ୟ ପାର୍କିଂ ଅଛି କିନ୍ତୁ ତାଙ୍କ 7 ଟି ଗାଡି ଅଛି ସେଥିପାଇଁ ସେ ତପି ଙ୍କ ପାର୍କିଂ ରେ ଗାଡି ଥୋଇ ଦେଇଥିଲେ । ସେଥିପାଇଁ ସେ ବବି ମିଶ୍ର ଙ୍କୁ ଗାଡି କୁ ପଖାଇବା କଥା କହିବ ରୁ ବବି ମିଶ୍ର ତାଙ୍କୁ କ-ଟା-କ୍ଷ କଥା କହିଥିଲେ ଓ ପରବର୍ତ୍ତୀ ସମୟ ରେ ତପି ଙ୍କ ସହ ବବି ମିଶ୍ର ଙ୍କ କିଛି ସାଥି ଯେଉଁମାନେ କି ମ-ଦ୍ୟ-ପା-ନ କରିଥିଲେ ସେମାନେ ଆସି ତପି ଙ୍କ ସହ ଅବାନ୍ତରିଆ ଯୁ-କ୍ତି-ତ-ର୍କ କରିଥିଲେ ।


ସେଥିପାଇଁ ସେମାନେ ଯୁ-କ୍ତି-ତ-ର୍କ ହବା ରୁ ତପି ଙ୍କୁ ଏକ ଧ-କ୍କା ମାରିଥିଲେ ଓ ସେମାନେ ଅଧିକ ଲୋକ ଥିବାରୁ ତପି ଥାନା ରେ ଆସି ଅଭିଯୋଗ କରିଥିଲେ । ତେବେ ଏହାରି ଭିତରେ ବବି ପୁଣି ତାଙ୍କ ଦ-ଦା-ଗି-ରି ଦେଖାଇ ତପି ଙ୍କ ଗ୍ରୀ-ଲ କୁ ଗୋଇଠା ମାରି କହିଥିଲେ ଯେ ତପି କୁ ମା-ରି ତୋ ପ-ତ୍ନୀ ଙ୍କୁ ବିବାହ କରିବି ଏହି କଥା ଟି ମଧ୍ୟ ଅଭିଯୋଗ ରେ ଅନ୍ତର୍ଭୁକ୍ତ ଅଛି । ବନ୍ଧୁଗଣ ସବୁଠୁ ବଡ କଥା ହେଲା ବବି ମିଶ୍ର ରାଜା ଆଚାର୍ଯ୍ୟ  ନାମ ଧରି ଧ-ମ-କ ଦେଇଥିଲେ । ତେବେ ତପି ମିଶ୍ର କହିଛନ୍ତି କେବଳ ବବି ମିଶ୍ର ଙ୍କ ଠାରୁ ମା-ଡ ଖାଇ ଖାଇ 12 ବର୍ଷ ପରେ ତାଙ୍କ ଠାରୁ ଛା-ଡ-ପ-ତ୍ର ନେଇ ଚାଲିଗଲେ କୋଏଲ ବାନାର୍ଜୀ ।

ତପି ଆହୁରି ମଧ୍ୟ କହିଛନ୍ତି ବବି ମିଶ୍ର ପିଲା ଛୁଆ ଜନ୍ମ କରି ପାରୁ ନାହାନ୍ତି, ନିଜ ସ୍ତ୍ରୀ କୁ ସ-ମ୍ଭା-ଳି ରଖି ପାରିଲେ ନାହିଁ, ସେ କଣ ଆଉ କାହା ନା ରେ କହିବ । ଏହା ପରେ ଦୁହିଁଙ୍କୁ ବୁଝାଇ ଥିଲା ପୋଲିସ । ଉଭୟଙ୍କୁ ନୋଟିସ କରିଥିଲା ପୋଲିସ । ଏହା ପରେ ବବି ମିଶ୍ରଙ୍କୁ ଛାଡି ଥିଲା ପୋଲିସ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.