Breaking News

ଦେଖନ୍ତୁ ଭିଡିଓ – ଥାନା ପରିସର ଥିବା କୁକୁର ସହ କେମିତି ଖେଳୁଛନ୍ତି ଅଭିନେତା Bobby Mishra (ବବି Mishra)

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ଲୋକ ପ୍ରିୟ ଅଭିନେତା ବର୍ତ୍ତମାନ ସମୟ ରେ ଥା-ନା ରେ ଅଛନ୍ତି , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ । ତେବେ ବନ୍ଧୁଗଣ ଓଡିଆ ଅଭିନେତା ବବି ମିଶ୍ର ଓ ତାଙ୍କ ଘର ପାଖ ରେ ଥିବା ପଡୋଶୀ ଘର ଅଭିନେତା ତପି ମିଶ୍ର ଙ୍କ ଗାଡି ପାର୍କିଂ କୁ ନେଇ ଝ-ଗ-ଡା ହୋଇଥିବା ଜଣା ପଡିଛି , ତାହାଲେ ଉଭୟ ଝ-ଗ-ଡା କରିବା ପରେ ଆଜି ବବି ମିଶ୍ର ଓ ତପି ମିଶ୍ର ଙ୍କୁ ନୟାପଲ୍ଲି ରେ ଥାନା ରେ ଏହାର ସମାଧାନ ପାଇଁ । ତାହେଲେ ବବି ମିଶ୍ର ଥାନା କୁ ଯାଉଥିବା ସମୟ ରେ ଏକ କୁକୁର ସହିତ ଲାଗୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି । ତାହେଲେ ଆସନ୍ତୁ ବବି ମିଶ୍ର ଙ୍କ ଏହି ଦୃଶ୍ୟ ବିଷୟ ରେ କିଛି ଜାଣିବା ସହିତ ଏହି ଘଟଣା ବିଷୟ ରେ କିଛି ଜାଣିବା ।

ତେବେ ବନ୍ଧୁଗଣ ଗତକାଲି ଗାଡି ପାର୍କିଂ କୁ ନେଇ ବବି ମିଶ୍ର ସହ ତପି ମିଶ୍ର ଝ-ଗ-ଡା ହୋଇଥିଲେ । ତେବେ ବବି ମିଶ୍ର ତପି ମିଶ୍ର ଙ୍କୁ ବା-ଡେ-ଇ-ବା ସହିତ , ଗ୍ୟା-ଙ୍ଗ-ଷ୍ଟା-ର ର ନାଁ ନେଇ ତପି ଙ୍କୁ ମା-ରି ତାଙ୍କ ପ-ତ୍ନୀ କୁ ବିବାହ କରିବା କଥା ତପି ମିଶ୍ର ନୟାପଲ୍ଲି ଥାନା ରେ ଅଭିଯୋଗ କରିଥିଲେ । ତେବେ ତପି ମିଶ୍ର ଙ୍କ ଅଭିଯୋଗ ପରେ ପରେ ତାଙ୍କ ପତ୍ନୀ ମଧ୍ୟ ବବି ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି ଯେ ବବି ଫୋନ ରେ କଥା ହେଉଥିଲେ ଯେ ସେ ତପି ଙ୍କୁ ମା-ରି-ବା ପରେ ତାର ପ-ତ୍ନୀ କୁ ବିବାହ କରିବା କଥା କହି ଗ୍ରିଳ କୁ ଦୁଇ ଥର ଗୋ-ଇ-ଠା ମଧ୍ୟ ମାରିଥିଲେ ।

ତେବେ ଅଭିଯୋଗ ପାଇବା ପରେ ପୋଲିସ ବବି ମିଶ୍ର ଙ୍କୁ ଡକାଇଥିଲେ , ତେବେ ଥାନା କୁ ଆସି ଏକ କୁକୁର ସହ ଲାଗୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ପରେ ଏହି ସମସ୍ତ ଅଭିଯୋଗ କୁ ଖଣ୍ଡନ କରି ଏହାକୁ ମିଛ ଦର୍ଶାଇ କହିଛନ୍ତି ଯେ ମୋ ପାଖ ରେ ବ-ନ୍ଧୁ-କ ନହିଁ କି ଗ୍ୟା-ଙ୍ଗ-ଷ୍ଟ-ର ନାମ ମଧ୍ୟ ଧରି ନହିଁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.