Breaking News

ବିଜେପି ନେତ୍ରୀ ଅପରାଜିତା ଷଡଙ୍ଗୀ (Aparajita Sarangi) ଙ୍କର ଝିଅ, ସୁନ୍ଦରତାରେ କୌଣସି ହିରୋଇନ ମାନଙ୍କ ଠାରୁ କମ ନୁହଁନ୍ତି, ପ୍ରଥମ ଥର ପାଇଁ ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ପୂର୍ବତନ ଆଇଏଏସ ଅପରାଜିତା ଷଡଙ୍ଗୀ ଯିଏ ବର୍ତ୍ତମାନ ସମୟ ରେ ଜଣେ ସାଂସଦ , ତାହେଲେ ଆଜି ଆମେ ଜାଣିବା ଯେ ଅପରିଜିତା ଙ୍କ ସ୍ଵାମୀ ଓ ପିଲା ମାନ ଙ୍କ ବିଷୟ ରେ ଜାଣିବା ସହିତ କିଛି ଅଜଣା ତଥ୍ୟ ବିଷୟ ରେ ଜାଣିବା ।

ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ପୂର୍ବତନ ଆଇଏଏସ ଅଫିସର ଅପରାଜିତା ଷଡଙ୍ଗୀ ବର୍ତ୍ତମାନ ସମୟ ରେ ବିଜେପି ସାଂସଦ ଅଛନ୍ତି , ତାହେଲେ ଏହି ଶକ୍ତ ମହିଳା ଜଣକ ଜଣେ ସ୍ପଷ୍ଟବାଦୀ ମହିଳା । ଅପରାଜିତା ସବୁବେଳେ ତାଙ୍କ ନିଷ୍ଠାପର କାମକୁ ନେଇ ଚର୍ଚାରେ ଥାନ୍ତି । ସେ ସବୁବେଳେ ଲୋକ ମାନଙ୍କ ସମସ୍ୟାକୁ ଗୁରୁତ୍ଵ ଦେଇ ଆସିଛନ୍ତି । IAS ଅଫିସର ଥିବା ସମୟରେ ନେତା ମନ୍ତ୍ରୀ ମାନେ ବି ତାଙ୍କୁ ଭ-ୟ କରୁଥିଲେ ।


ବନ୍ଧୁଗଣ 1969 ମସିହା ସେପ୍ଟେମ୍ବର 1 ତାରିଖ ଦିନ ବିହାର ର ଫଗଲପୁର ସ୍ଥାନ ରେ ଜାମ ଗ୍ରହଣ କରିଥିଲେ ଓ ତାଙ୍କ ବାପା,ମା ଉଭୟ ଶିକ୍ଷକ ଅଟନ୍ତି । ତେବେ ଅପରାଜିତା ନାଲନ୍ଦା ୟୁନିଭର୍ସିଟି ରେ ଅର୍ଥନୀତି ରେ ଗ୍ରାଜୁଏସନ ସଂପୂର୍ଣ୍ଣ କରିଥିଲେ ଓ ପରବର୍ତ୍ତୀ ସମୟ 1994 ମସିହା ରେ ଇଉପିଏସସି ସିଭିଲ ସର୍ଭିସ ଉତ୍ତିର୍ଣ ହୋଇଥିଲେ ଓ ଆଇଏଏସ ଭାବେ କାର୍ଯ୍ୟ କରିଥିଲେ । ତେବେ ସେ ପରବର୍ତ୍ତୀ ସମୟ ରେ ତାଙ୍କ ସହପାଠୀ ସନ୍ତୋଷ ଷଡଙ୍ଗୀ ବିବାହ କରିଥିଲେ ଭଲ ପାଇକି , ତାହେଲେ ବନ୍ଧୁଗଣ ସନ୍ତୋଷ ଷଡଙ୍ଗୀ ମଧ୍ୟ ଜଣେ ଆଇଏଏସ ଅଫିସର ।

ତେବେ ତାଙ୍କର ଦୁଇ ପୁଅ ଝିଅ ଅଛନ୍ତି ଝିଅ ଙ୍କ ନାମ ହେଲା ଅର୍ଚ୍ଚିତ ଷଡଙ୍ଗୀ ଓ ପୁଅ ର ନାମ ହଉଛି ଶିଖର ଷଡଙ୍ଗୀ । ତେବେ ବନ୍ଧୁଗଣ 2006 ରୁ 2009 ପର୍ଯ୍ୟନ୍ତ ସେ ବିଏମସି ଭାବେ କାର୍ଯ୍ୟ କରିଥିଲେ ଓ ପରବର୍ତ୍ତୀ ସମୟ ରେ ପଞ୍ଚାୟତିରାଜ , ସ୍କୁଲ ଓ ଗଣଶିକ୍ଷା , ଉଚ୍ଚ ଶିକ୍ଷା ଓ ଟେକ୍ସଟାଇଲ ଆଣ୍ଡ ହାଣ୍ଡଲୁମ ଡିପାର୍ଟମେଣ୍ଟ ଏହି ସମସ୍ତ ବିଭାଗ ରେ ସେକ୍ରେଟେରୀ ଭାବେ କାର୍ଯ୍ୟ କରିଥିଲେ । ତେବେ ତାଙ୍କ ଅବସର ପରେ ସେ ବିଜେପି ରେ ଯୋଗ ଦେଇଥିଲେ । ତେବେ ବନ୍ଧୁଗଣ ସେ 2018 ରେ ଅବସର ନେଇଥିଲେ ଓ 2018 ରେ ବିଜେପି ରେ ଯୋଗ ଦେଇଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *