Breaking News

ଭିଡିଓ ଦେଖନ୍ତୁ – ପଡୋଶୀଙ୍କ ସହ ଝ-ଗ-ଡା କରି ଥା-ନା-ରେ ଭୁଲ ମାଗି ମୁକୁଳିଲେ ଅଭିନେତା ବବି ମିଶ୍ର (Bobby Mishra)

ଦର୍ଶକ ବନ୍ଧୁ ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ଲୋକ ପ୍ରିୟ ଅଭିନେତା ବର୍ତ୍ତମାନ ସମୟ ରେ ଥାନା ରେ ଅଛନ୍ତି , ହଁ ବନ୍ଧୁ ଆପଣ ଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥା ଟି ସତ । ତେବେ ବନ୍ଧୁଗଣ ପାର୍କିଂ ନେଇ ଓଡିଆ ଅଭିନେତା ବବି ମିଶ୍ର ଓ ତାଙ୍କ ପଡୋଶୀ ତପି ମିଶ୍ର ଙ୍କ ସହ ଝ-ଗ-ଡା ହୋଇଥିବା ଜଣା ପଡିଛି , ତେବେ ଏହି ଝ-ଗ-ଡା ସମାଧାନ ପାଇଁ ଉଭୟ ନୟାପଲ୍ଲି ଥାନା ରେ ହାଜର ହୋଇଛନ୍ତି ।

ତେବେ ବନ୍ଧୁଗଣ ଯାହା ସୂଚନା ମିଳିଛି ଯେ ତପି ମିଶ୍ର ବବି ମିଶ୍ର ଙ୍କ ନାମ ରେ ଥାନା ରେ ଅଭିଯୋଗ କରିଛନ୍ତି । ଗତକାଲି ଗାଡି ପାର୍କିଂ କୁ ନେଇ ବବି ମିଶ୍ର ସହ ତପି ମିଶ୍ର ଝ-ଗ-ଡା ହୋଇଥିଲେ ଓ ଏହି ଝଗଡା ରେ ବବି ମିଶ୍ର ତପି ଙ୍କୁ ବା-ଡେ-ଇବା ସହ ତାଙ୍କୁ ମା-ରି-ଦେ-ବା ପାଇଁ ଧ-ମ-କ ଦେଇଥିଲେ ଓ ତାହା ପୁଣି ଗ୍ୟା-ଙ୍ଗ-ଷ୍ଟା-ର ନାଁ ଧରିକି , ତେବେ ଏହା କହିବା ସହିତ ତାଙ୍କ ପ-ତ୍ନୀ ଙ୍କୁ ବିବାହ କରିବେ ବୋଲି କହିଥିବା କଥା ତପି ଅଭିଯୋଗ ଆଣିଛନ୍ତି ।

ତେବେ ଅଭିଯୋଗ ପରେ ପୋଲିସ ଆଜି ବବି ମିଶ୍ର ଓ ତପି ମିଶ୍ର ଙ୍କୁ ନୟାପଲ୍ଲି ଥା-ନା କୁ ଡକାଇ ପ୍ରଶ୍ନ ପଚରାଉଚରା କରିଥିଲେ ଓ ବବି ମିଶ୍ର ଏହି ଅଭିଯୋଗ କୁ ଖଣ୍ଡନ କରି ଥିଲେ ଓ ସେ ଏଭଳି କଥା କହି ନାହାଁନ୍ତି ବୋଲି କହିଛନ୍ତି । ତାହାଲେ ବର୍ତ୍ତମାନ ସମୟ ରେ ତପି ଙ୍କ ପତ୍ନୀ ଙ୍କ ବବି ମିଶ୍ର ଙ୍କ ନାମ ରେ ଅଭିଯୋଗ ଆଣିଛନ୍ତି ଯେ ବବି ମିଶ୍ର ଫୋନ ରେ କଥା ହେଉଥିଲେ ଯେ ତପି ମିଶ୍ର ଙ୍କୁ ମା-ରି ତାଙ୍କୁ ବିବାହ କରିବି ଓ ଏହା କହିବା ପରେ ସେ ଗ୍ରୀଳ କୁ ଦୁଇଥର ଗୋ-ଇ-ଠା ମାରିଥିଲେ ଓ ବାଧ୍ୟ ହୋଇ ସେ ଗ୍ରୀଳ ତାଲା ପକାଇଥିଲେ ॥ ଏମିତି କିଛି ହେବାରେ ଥାନାରେ ମାମଲା ପହଞ୍ଚିଥିଲା । ସେଠାରେ ବବି ମିଶ୍ରଙ୍କୁ ନୋଟିସ ଦେଇ ପୋଲିସ ଛାଡି ଦେଇଥିଲା ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.