Breaking News

ଫୁଣି ଚର୍ଚ୍ଚାରେ ପାଟଣାଗଡ ପାର୍ସଲ ବୋ-ମା ଘଟଣାର ମୁଖ୍ୟ ଅ-ଭି-ଯୁ-କ୍ତ ପୁଞ୍ଜିଲାଲ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ପୁଣି ଚର୍ଚା ରେ ଅଛନ୍ତି ପୁଞ୍ଜିଲାଲ , ତେବେ ବନ୍ଧୁଗଣ ଆପଣ ଙ୍କୁ ଏହି ନାମ ଟି କେଉଁଠି ଶୁଣିଲା ଭଳି ନିଶ୍ଚୟ ଲାଗୁଥିବେ । ତାହେଲେ ବନ୍ଧୁଗଣ ଏହି ପୁଞ୍ଜିଲାଲ ଜଣକ ହେଉଛନ୍ତି ସେହି ବ୍ୟକ୍ତି ଯିଏ ପାଟଣାଗଡ ରେ ପା-ର୍ସ-ଲ ବୋ-ମା ର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେର , ତାହେଲେ ବର୍ତ୍ତମାନ ସମୟ ରେ ପୁଣି ଚର୍ଚା କୁ ଆସିଛନ୍ତି ।

ବନ୍ଧୁଗଣ ଗତ କିଛି ଦିନ ତଳେ ପୁଞ୍ଜିଲାଲ ଶୀଘ୍ର ମାମଲା ର ଟ୍ରାଏଲ କରିବା ପାଇଁ ଜେଲ ଭିତରେ ରହି ଦାବି କରୁଥିଲା ଓ ଏହି କଥା ଟି ମଧ୍ୟ ବହୁତ ଚର୍ଚା ର ବିଷୟ ପାଲଟିଥିଲା । ପୁଞ୍ଜିଲଳ ର ଏହି କଥା କୁ ଜେଲ କର୍ତ୍ତୁପକ୍ଷ ଅସ୍ଵୀକାର କରିଥିଲେ । ତେବେ ବର୍ତ୍ତମାନ ସମୟ ରେ ଭୀମଭୋଇ ମେଡିକାଲ କଲେଜ ରେ ପୁଞ୍ଜିଲାଲ ଙ୍କ ଚିକିତ୍ସା କରିଥିବା ଘଟଣା କୁ ନେଇ ଅନେକ କଥା ବର୍ତ୍ତମାନ ସମୟ ରେ ଆସୁଛି ଯେ କଣ ପୁଞ୍ଜିଲାଲ ଗୁରୁତର ଅବସ୍ଥା ରେ ମେଡିକାଲ ଆସିଥିଲେ କି ,

ତେବେ ଏହାକୁ ନେଇ ଜେଲ କର୍ତ୍ତୁପକ୍ଷ ଏହାକୁ ରୁଟିନ ଚେକପ ବୋଲି କହିଛନ୍ତି , ତାହେଲେ ଜେଲ କର୍ତ୍ତୁପକ୍ଷ ଙ୍କ ଏହି ଉତ୍ତର ଶୁଣିବା ପରେ ଔ ଏକ ପ୍ରଶ୍ନ ଆସୁଛି ଯେ ଯଦି ଏହା ରୁଟିନ ଥିଲା ତାହେଲେ ଜେଲ ଭିତରେ ଥିବା ମେଡିକାଲ ରେ ନ ଦେଖାଇ କଣ ପାଇଁ ତାଙ୍କୁ ଭୀମବୋଇ ମେଡିକ କଲେଜ କୁ ନିଆ ଯାଇଥିଲା । କଣ ସତ ରେ ପୁଞ୍ଜିଲାଲ ଙ୍କ ଦେହ ଗୁରୁତର ଅଛି କି । ବନ୍ଧୁଗଣ ଫେବ୍ରୁଆରି 23 ତାରିଖ 2018 ମସିହା ରେ ପାଟଣାଗଡ ଭୋଳାନାଥ ପଡା ରେ ପା-ର୍ସ-ଲ ବୋ-ମା ବି-ସ୍ଫୋ-ର-ଣ ରେ ନବବିବାହିତ ଇଞ୍ଜିନିୟର ସୌମ୍ଯ ଶେଖର ସାହୁ ଓ ତାଙ୍କ ଜେଜେମା ଙ୍କ ଜୀ-ବ-ନ ଚାଲି ଯାଇଥିବା ସମୟ ରେ ନବବଧୂ ନିମା ରାଣୀ ଗୁରୁତର ହୋଇଥିଲେ । ତାହେଲେ ସାଢେ ତିନି ବର୍ଷ ହୋଇଥିଲା ମଧ୍ୟ ମାମଲା ର ଟ୍ରାଏଲ ହୋଇନାହିଁ । ତେବେ ଦେଖାଯାଉ ଆଗକୁ ନ୍ୟାୟଳୟ କଣ ନିଷ୍ପତ୍ତି ନେଉଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *