Breaking News

ଦେଖନ୍ତୁ ଭାଇରାଲ ଭିଡିଓ – ହାଇକୋର୍ଟରେ ଅନୁଭବ ବର୍ଷା ବିବାଦର ଅନ୍ତ ପରେ, ବର୍ଷା (Varsha) ବୋହୂ ବେଶରେ ସଜେଇ ହେଲେ କାରଣ କଣ ଜାଣନ୍ତୁ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଆପଣ ମାନେ ଭଲ ଭାବେ ରେ ଜାଣିଥିବେ , ତାହେଲେ ବର୍ତ୍ତମାନ ସମୟ ରେ ବର୍ଷା ଙ୍କ ଏକ ଫଟୋ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ତେବେ ଏହି ଫଟୋ ରେ ବର୍ଷା ବଧୁ ବେସ ସାଜିଛନ୍ତି ଓ ରାଣୀ ଭଳି ଦେଖା ଯାଉଛନ୍ତି । ତେବେ ଏହି ଫଟୋ କୁ ଦେଖିବା ପରେ ବହୁ କମ ଦର୍ଶକ ଭାବୁଛନ୍ତି ଯେ ଅନୁଭବ ଓ ବର୍ଷା ଏକାଠି ହୋଇଯାଇଛନ୍ତି ଓ ବର୍ଷା ବର୍ତ୍ତମାନ ତାଙ୍କ ଶାଶୁ ଘରେ ଅଛନ୍ତି ।

ବନ୍ଧୁଗଣ ଆମେ ଆପଣ ଙ୍କୁ କହି ରଖୁଛୁ ଯେ ବର୍ତ୍ତମାନ ପର୍ଯ୍ୟନ୍ତ ଅନୁଭବ ଓ ବର୍ଷା ଙ୍କ ବିବାଦ ର ସମାଧାନ ହୋଇପାରି ନହିଁ । ତେବେ ଏହି ଫଟୋ ଟି ହଉଛି ତାଙ୍କ ଶୁଟିଙ୍ଗ ସେଟ ର ଫଟୋ ଯାହାକି ସେ ବର୍ତ୍ତମାନ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ରେ ତାଙ୍କ ପ୍ରଶଂସକ ପାଇଁ ସେୟାର କରିଛନ୍ତି । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବର୍ଷା ଙ୍କ ଆଗାମୀ ଦିନ ମାନ ଙ୍କ ଭିତରେ ଏକ ଚଳଚିତ୍ର ଆସିବାକୁ ଯାଉଛି ଓ ଏହି ଚଳଚିତ୍ର ନାମ ହେଉଛି ବିଜୟିନୀ ।

ତେବେ ବନ୍ଧୁଗଣ ଆମେ ଆପଣ ଙ୍କୁ ପୂର୍ବ ରୁ ଏହି ଚଳଚିତ୍ର ବିଷୟ ଅବଗତ କରାଇଥିଲୁ ଓ ଅନୁଭବ ବର୍ଷା ଙ୍କ ଚଳଚିତ୍ର କୁ ନେଇ ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ସଫଳତା କାମନା କରିଥିବାର ଖବର ଟି ମଧ୍ୟ କହିଥିଲୁ । ତେବେ ବର୍ତ୍ତମାନ ସମୟ ରେ ଏହି ଚଳଚିତ୍ର ର ଶୁଟିଙ୍ଗ ବେସ ଜୋର ସୋର ରେ ଚାଲିଛି ଓ ବର୍ଷା ନିଜେ ସ୍କ୍ରିପ୍ଟ ଲେଖୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ଏହି ଚଳଚିତ୍ର ରେ ଦୁଇ ଲୋକ ପ୍ରିୟ ହାସ୍ୟ ଅଭିନେତା ଙ୍କୁ ମଧ୍ୟ ଆପଣ ମାନେ ଦେଖିବାକୁ ପାଇବେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *