Breaking News

କାଳିଆ ଯୋଜନାର ଷଷ୍ଠ କିସ୍ତି ଟଙ୍କା ଆସିଲା, ଦେଖନ୍ତୁ କେଉଁ ମାନେ ପ୍ରଥମେ ଏହା ଲାଭ ପାଇବେ

ଦର୍ଶକ ବନ୍ଧୁ ଆମେ ଆପଣ ଙ୍କୁ ଆଜି କାଳିଆ ଯୋଜନା ଏକ ନୂଆ ଅପଡେଟ ବିଷୟ ରୁ ଜଣାଇବୁ , ତାହେଲେ ବନ୍ଧୁଗଣ ଏହି କାଳିଆ ଯୋଜନା କୁ ନେଇ ଆସିଥିବା ନୂଆ ଅପଡେଟ ହଉଛି ଯେ ଆଗାମୀ ଦିନ ମାନ ଙ୍କ ଭିତରେ କାଳିଆ ଯୋଜନା ର ଆଉ ଏକ କିସ୍ତି ଆସିବାକୁ ଯାଉଛି କିନ୍ତୁ ପୂର୍ବଅପେକ୍ଷା ଏହି କିସ୍ତି ରେ 5 ଲକ୍ଷ ଚାଷୀ ଙ୍କୁ ଯୋଜନା ରୁ ବାହାର କରି ଦିଆ ଯାଇଛି ଓ ଏହା ଫଳ ରେ 5 ଲକ୍ଷ ଚାଷୀ ଙ୍କ ଆକାଉଣ୍ଟ ଙ୍କୁ ଟଙ୍କା ଯିବ ନହିଁ । ଯେଉଁମାନେ ଭୂମିହିନ ଚାଷୀ ସେମାନ ନିଜ ଟଙ୍କା ପାଇ ପାରିବେ ।


ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏଜି ଯୋଜନା ଟି ସରକାର ନିର୍ବାଚନ ପୂର୍ବ ରୁ ଆରମ୍ଭ କରିଥିଲେ , ଏହି ଯୋଜନା ରେ ବହୁ ହିତାଧିକାରୀ ଙ୍କ ଆକାଉଣ୍ଟ ଙ୍କୁ 5 ହଜାର ଟଙ୍କା ଲେଖାଏ ଯାଉଥିଲା ତେବେ ଏହି କାଳିଆ ଯୋଜନା ରେ କିଛି ଅଯୋଗ୍ୟ ହିତାଧିକାରୀ ଙ୍କ ନାମ କୁ ବାହାର କରି ଦିଆଯାଇଛି ଓ ଯେଉଁମାନେ ଯୋଗ୍ୟ ସେମାନ ଙ୍କୁ ରଖାଯାଇଛି । ତେବେ ଆପଣ ମାନେ ଜାଣିଥିବେ ଲୋକସଭା ନିର୍ବାଚନ ପୂର୍ବ ରୁ ଏହି ଯୋଜନା ଟି ଆରମ୍ଭ ହୋଇଥିଲା ଓ ବର୍ତ୍ତମାନ ସମୟ ରେ ପଞ୍ଚାଯତ ନିର୍ବାଚନ ପୂର୍ବ ରୁ ଏହି କିସ୍ତି ସମସ୍ତ ଙ୍କୁ ମିଳିଯିବ ।
ତାହେଲେ ଯେଉଁମାନେ ଯୋଗ୍ୟ ଚାଷୀ ଓ ଭୂମିହିନ ସେମାନ ଙ୍କୁ ଏହି ଟଙ୍କା ନିଶ୍ଚୟ ମିଳିବ କିନ୍ତୁ ଯେଉଁମାନେ ଏହି ଯୋଜନା ରେ ଅଯୋଗ୍ୟ ହୋଇମଧ୍ୟ ଟଙ୍କା ପାଇଥିଲେ । ତାହେଲେ ପଞ୍ଚାୟତ ନିର୍ବାଚନ ହବ ପୂର୍ବ ରୁ 18 ଲକ୍ଷ ଭୂମିହିନ ଚାଷୀ ମାନ ଙ୍କ ଆକାଉଣ୍ଟ କୁ 5000 ହଜାର ଲେଖାଏ ଟଙ୍କା ଯିବ ଓ ଏହା ସେପ୍ଟେମ୍ବର 10 ତାରିଖ ଭିତରେ ମିଳିଯିବ ବୋଲି ସୂଚନା ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ଭୁବନେଶ୍ଵର ହାଇଟେକ ହସ୍ପିଟାଲରେ ରୋଗୀର ମୃତ୍ୟୁ ପରେ ବି ଜାଣିଲେ ନାହିଁ!, ମା ଝିଅଙ୍କ ଦୁଃଖ ଦେଖିଲେ ସହି ପାରିବେ ନାହିଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଭୁବନେଶ୍ବର ର ହାଇଟେକ ମେଡିକାଲ ରେ ରେ ବଡ ଅଭିଯୋଗ , ହଁ ବନ୍ଧୁ ମାତ୍ର କିଛି …

Leave a Reply

Your email address will not be published. Required fields are marked *