Breaking News

Exclusive ଭିଡିଓ ଦେଖନ୍ତୁ – ACF ସୌମ୍ୟ ମାମଲା – DFO ସଂଗ୍ରାମ କେଶରୀଙ୍କ ଖେଳ ଶେଷ ହେଲା! ଭାଇରାଲ ହେଲା ଅଡିଓ, ଏହି ଅଡିଓ ଶୁଣିଲେ ଆପଣ ବି ଚକିତ ହୋଇଯିବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୌମ୍ୟ ଙ୍କ ମୃ-ତ୍ୟୁ ହବା ର ପାଖାପାଖି ଦେଢ ମାସ ହୋଇଯିବ କିନ୍ତୁ ରହସ୍ୟ ଜଣା ପଡି ନହିଁ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହାର ରହସ୍ୟ କୁ ଖୋଜିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ କରୁଥିଲା କିନ୍ତୁ ବର୍ତ୍ତମାନ ସମୟ ରେ ପୋଲିସ ପରି କ୍ରାଇମବ୍ରାଞ୍ଚ ମଧ୍ୟ ଏହି ତଦନ୍ତ ରେ ଠକୁଛି । ହଁ ବନ୍ଧୁ ଜଣ ସାଧାରଣ ଙ୍କ ଠାରୁ ଧରିକି ସୌମ୍ୟ ଙ୍କ ପରିବାର ପର୍ଯ୍ୟନ୍ତ ,କ୍ରାଇମବ୍ରାଞ୍ଚ ଉପରେ ବହୁତ ଭରସା ଥିଲା ।

ତାହେଲେ ବର୍ତ୍ତମାନ ସମୟ ରେ କ୍ରାଇମବ୍ରାଞ୍ଚ ଙ୍କ ଏକ ଅଡିଓ ରେକର୍ଡ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ଏହି ଅଡିଓ କ୍ରାଇମବ୍ରାଞ୍ଚ ଅଧିକାରୀ ଜ୍ଞାନ ମିଶ୍ର ଫୋନ ରେ କହିଛନ୍ତି ନିର୍ଦ୍ଦେଶ ଆସିଲେ ତଦନ୍ତ ହବ । ତାହେଲେ ଏଇଠି ବଡ ପ୍ରଶ୍ନ ଉଠୁଛି କିଏ ସେ ନିର୍ଦ୍ଦେଶକ ଯାହା ନିର୍ଦ୍ଦେଶ ରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ବୋଲି କହୁଛି , ତେବେ ଏହି ଅଡିଓ ରେକର୍ଡ ଟି ବର୍ତ୍ତମାନ ସମୟ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ଏହା ସମସ୍ତେ ଜାଣିବା ପରେ ଦ୍ଵନ୍ଦ ରେ ପଡି ଯାଇଛନ୍ତି ଓ ଭାବୁଛନ୍ତି ଯେ କଣ ପୋଲିସ ଙ୍କ ଭଳି କ୍ରାଇମବ୍ରାଞ୍ଚ ମଧ୍ୟ କଣ ଏହି ତଦନ୍ତ ରେ ଠକିବ ନା କଣ ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ମୃତ ସୌମ୍ୟ ଙ୍କ ବିବାଦ ରେ ଆସିଛନ୍ତି ବିଦ୍ୟାଭାରତି ଓ ଡ଼ିଏଫଓ ସଂଗ୍ରାମ ବେହେରା । ତେବେ ଜଙ୍ଗଲ ମନ୍ତ୍ରୀ ବିକ୍ରମ କେଶରୀ ଙ୍କ ଧରମ ପୁଅ ହେଉଛନ୍ତି ଡ଼ିଏଫଓ ହୋଇଥିବାରୁ ତାଙ୍କୁ ଘଣ୍ଟ ଘୋଡାଇକି ରଖାଯାଉଛି ବୋଲି ଅଭିଯୋଗ ହେଉଛି । ଠି ସେହିଭଳି ମନ୍ତ୍ରୀ ବିକ୍ରମ ଆରୁଖ ଙ୍କ ସୁରକ୍ଷା ରେ କ୍ୟାପେଟେନ ଦିବ୍ୟଶଙ୍କର ମିଶ୍ର, କରୁଥିବାର ଅଭିଯୋଗ ଆସିଛି । ତେବେ ପୋଲିସ ଭଳି କ୍ରାଇମବ୍ରାଞ୍ଚ ମଧ୍ୟ ଦିଗହରା ହୋଇ ଯାଇଛି । ତେବେ ଏପଟେ ସୌମ୍ୟ ଙ୍କ ବାପା ମା କହିଛନ୍ତି ଆମ କୁ ନ୍ୟାୟ ନ ମିଳିଲେ ଆମେ ନବୀନ ନିବାସ ଆ-ତ୍ମ-ହୁ-ତି ଦେବୁ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ଭୁବନେଶ୍ଵର ହାଇଟେକ ହସ୍ପିଟାଲରେ ରୋଗୀର ମୃତ୍ୟୁ ପରେ ବି ଜାଣିଲେ ନାହିଁ!, ମା ଝିଅଙ୍କ ଦୁଃଖ ଦେଖିଲେ ସହି ପାରିବେ ନାହିଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଭୁବନେଶ୍ବର ର ହାଇଟେକ ମେଡିକାଲ ରେ ରେ ବଡ ଅଭିଯୋଗ , ହଁ ବନ୍ଧୁ ମାତ୍ର କିଛି …

Leave a Reply

Your email address will not be published. Required fields are marked *