Breaking News

ଦେଖନ୍ତୁ ଭିଡିଓ – ନମିତା ଅଗ୍ରୱାଲ (Namita Agrawal) ତାଙ୍କ ଦୁଇ ପୁଅଙ୍କ ସହ କେମିତି ଗୀତ ଗାଈ ଡ୍ୟାନ୍ସ କରୁଛନ୍ତି, ଯାହାକୁ ୩୦ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ବହୁ ଲୋକ ପ୍ରିୟ ଗାୟିକା ଅଛନ୍ତି , ତେବେ ଏହି ଗାୟିକା ମାନେ ଜବରଦସ୍ତ ଗୀତ ଗାଈ ଦର୍ଶକ ମାନ ଙ୍କ ମନ କୁ ବେସ ମନୋରଞ୍ଜନ କରାଇ ବେସ ଲୋକ ପ୍ରିୟ ହୋଇପାରିଛନ୍ତି । ତାହେଲେ ବନ୍ଧୁଗଣ ଆଜି ଆମେ ଏମିତି ଏକ ଅଭିନେତ୍ରୀ ଙ୍କ ବିଷୟ ରେ ଜାଣିବା ଯିଏ କି ବହୁ ସାରା ଭଜନ ଗୀତ ଗାଇବା ସହିତ ଚଳଚିତ୍ର ଗୀତ ଗାଈ ଘରେ ଘରେ ପରିଚିତ ହୋଇଛନ୍ତି । ତେବେ ବନ୍ଧୁଗଣ ଏହି ଗାୟିକା ଜଣକ ହଉଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ର ନମ୍ବର 1 ଗାୟିକା ନମୀତା ଅଗ୍ରୱାଲ ।
ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନମୀତା ଅଗ୍ରୱାଲ ଙ୍କ ଗୀତ ଦର୍ଶକ ମାନ ଙ୍କୁ ବହୁତ ପସନ୍ଦ ଆସିଥାଏ ଓ ତାଙ୍କ ଗୀତ ମଣିଷ ର ଚିନ୍ତାଧାରା ଙ୍କୁ ମଧ୍ୟ ବଦଳାଇ ଥାଏ । ତାହେଲେ ଆଜି ଆମେ ନମୀତା ଅଗ୍ରୱାଲ ଙ୍କ ପୁଅ ମାନ ବିଷୟ ରେ ଜାଣିବା । ତାହେଲେ ଆସନ୍ତୁ ଜାଣିବା

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ନମିତା ଅଗ୍ରୱାଲ ବହୁ ଗୁଡ଼ିଏ ଭଜନ ରେ ଗୀତ ଗାଇବା ସହିତ ବହୁ ଗୁଡିଏ ଚଳଚିତ୍ର ରେ ଜବରଦସ୍ତ ଗୀତ ଗାଈ ଦର୍ଶକ ମାନ ଙ୍କୁ ମନୋରଞ୍ଜନ କରାଇ ଚଳଚିତ୍ର ଟି କୁ ସୁପର ହିଟ କରିଥାନ୍ତି ନିଜ ଗୀତ ମାଧ୍ୟମ ରେ । ତାହେଲେ ବନ୍ଧୁଗଣ ଆପଣ ମାନେ କଣ ଜାଣିଛନ୍ତି କି ଯେ ଏହି ଅଭିନେତା ନିବେଦିତ ନାମରେୟ ନାମ ରେ ବେଶ ପରିଚିତ ଥିଲେ । ତାହେଲେ ସେ ୧୯୬୯ ମସିହା ଜାନୁୟାରୀ ୧ ତାରିଖ ଦିନ କଟକ ର ତୁଳସୀ ପୁର ଠାରେ ଜନ୍ମ ଗ୍ରହଣ କରିଥିଲେ । ତା ପରେ ସେ ୧୯୯୨ ମସିହା ରେ ସାର୍ଥକ ମ୍ୟୁଜିକ କମ୍ପାନୀ ର ମାଲିକ ସୀତାରାମ ଅଗ୍ରୱାଲ ଙ୍କୁ ବିବାହ କରିଥିଲେ ।


ତେବେ ବିବାହ ପରେ ନମୀତା ଅଗ୍ରୱାଲ ତାଙ୍କ ଗୀତ କ୍ଯାରିୟର ଆରମ୍ଭ କରିଥିଲେ , ତେବେ ପରବର୍ତ୍ତୀ ସମୟ ରେ ମାନେ 1993 ମସିହା ରେ ତାଙ୍କର ଯାଅଁଳା ପୁଅ ଜନ୍ମ ହୋଇଥିଲେ ଓ ଏହି ଦୁଇ ପୁଅ ଙ୍କ ନାମ ସିଦ୍ଦାର୍ଥ ଓ ସାର୍ଥକ ଦିଅ ଯାଇଥିଲା । ତାହେଲେ ବର୍ତ୍ତମାନ ସମୟ ରେ ନମୀତା ଅଗ୍ରୱାଲ ଙ୍କ ଦୁଇ ପୁଅ ବଡ ହୋଇଯାଇଛନ୍ତି ।

ତେବେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ନମିତା ଅଗ୍ରୱାଲ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି ଓ ଏହି ଭାଇରାଲ ଭିଡିଓ ରେ ନମିତା ଓ ତାଙ୍କ ଦୁଇ ପୁଅ ସହ ନଜର ଆସିଛନ୍ତି ଓ ତାଙ୍କ ଦୁଇ ପୁଅ ନମିତା ଙ୍କ କୋଳ ରେ ସୋଇଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *