Breaking News

ଦେଖନ୍ତୁ ଭିଡିଓ – ରାନୁ ମଣ୍ଡଳ (Ranu Mandol) ଗାଇଲେ ବଚପନ କା ପ୍ୟାର (Bachpan Ka Pyaar) ଗୀତ, ସେ କେମିତି ଗାଉଛନ୍ତି ଶୁଣିଲେ ଆଶ୍ଚର୍ଯ୍ୟ ହୋଇଯିବେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ବହୁ ଲୋକ ପ୍ରିୟ ହୋଇପାରିଛି ଓ ଏହି ସୋସିଆଲ ମିଡିଆ ମାଧ୍ୟମ ରେ ବହୁ ବ୍ୟକ୍ତି ନିଜ ପ୍ରତିଭା ଦେଖାଇ ବେସ ଲୋକ ପ୍ରିୟ ହୋଇ ପାରିଛନ୍ତି , ହଁ ବନ୍ଧୁ କିଏ ଗୀତ ଗାଇକି ,କିଏ ଅଭିନୟ କରିକି ତ ଆଉ କିଏ ନାଚ କରି ବେସ ଲୋକ ପ୍ରିୟତା ହାସଲ କରି ପାରିଛନ୍ତି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତ କିଛି ଦିନ ତଳେ ଜଣେ କମ ବୟସ୍କ ର ଛୋଟ ପିଲା ଯାହାର ନାମ ରହିଛି ସହଦେବ ଦିରଡୋ , ତେବେ ଏହି ଛୋଟିଆ ବାଳକ ଜଣକ ବଚ୍ଚପନ କା ପ୍ଯାର ଗୀତ ବେସ ନାମ ଅର୍ଜନ କରିବା ସହ ଲୋକ ପ୍ରିୟ ହୋଇପାରିଛନ୍ତି ।


ତେବେ ବନ୍ଧୁଗଣ ଏହି ଭିଡିଓ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ପରେ , ବଲିଉଡ ର ବାରସା ଏହି ଗୀତ ଟି କୁ ବହୁତ ପସନ୍ଦ କରିଛନ୍ତି ଓ ପରବର୍ତ୍ତୀ ସମୟ ରେ ସହଦେବ ଙ୍କୁ ଡାକି ଏକ ଆଲବମ ପ୍ରସ୍ତୁତ କରିଥିଲେ ଓ ଏହି ଆଲବମ ର ନାମ ଥିଲା ବଚ୍ଚପନ କା ପ୍ଯାର । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଏହା ପୂର୍ବ ରୁ ସୋସିଆଲ ମିଡିଆ ରେ ରାନୁ ମଣ୍ଡଲ ଗୀତ ଗାଈ ବେସ ଲୋକ ପ୍ରିୟ ହୋଇପାରିଥିଲେ ।

ତାହେଲେ ବର୍ତ୍ତମାନ ସମୟ ରେ ଏହି ଛୋଟ ପିଲା ର ଗୀତ କୁ ରାନୁ ମଣ୍ଡଲ ଗୀତ ଗାଈ ବେସ ଚର୍ଚ୍ଚା ରେ ଅଛନ୍ତି , ହଁ ବନ୍ଧୁ ରାନୁ ମଣ୍ଡଲ ଏହି ଗୀତ ଗାଉଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତାହେଲେ ଏହି ଭିଡିଓ ଟି ସର୍କେଡ ଆଡ୍ଡା ନାମକ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ରାନୁ ମଣ୍ଡଲ ଙ୍କ ବଚାପନ କା ପ୍ୟାର ଗୀତ ଟି ସେୟାର କରିଛନ୍ତି । ଏହି ଭିଡିଓ ରେ ରାନୁ ମଣ୍ଡଲ ଏକ ଝରକା କର ରେ ଠିଆ ହୋଇ ଗାଉଥିବା ସମୟ ରେ ଜଣେ ଯୁବକ ଏକ କଲର ମାଇକ ଧରିଥିବାର ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.