Breaking News

ଝିଅ ଆମର ନୂଆ ବୋହୂ ସିରିଏଲର ଆକ୍ଟର ମାନଙ୍କର ପ୍ରକୃତ ଜୀବନ ସାଥି ମାନଙ୍କୁ ଦେଖନ୍ତୁ

ଲୋପମୁଦ୍ରା – ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଏହି ନୂଆ ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ପୂଜା ଙ୍କ ବଡ ମା ଚରିତ୍ର ରେ ଅଭିନୟ କରିଥିବାର ନଜର ଆସିଛନ୍ତି , ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଏନକେ ରିଅଲ ଲାଇଫ ର ନାମ ହଉଛି ଲୋପା ଓ ତାଙ୍କ ସ୍ଵାମୀ ହଉଛନ୍ତି ପ୍ରୟାସ ଦାସ ।


ପୂଜା – ଏହି ଅଭିନେତ୍ରୀ ଙ୍କୁ ଆପଣ ମାନେ ଏହି ଧାରାବାହିକ ରେ ମୁଖ୍ୟ ଅଭିନେତ୍ରୀ ଭାବେ ନଜର ଆସୁଛନ୍ତି ତାହେଲେ ଏହି ଅଭିନେତ୍ରୀ ଜଣକ ଙ୍କ ପ୍ରକୃତ ନାମ ରହିଛି ଲାବ୍ରିନ ଖନମ ସେ ରିଅଲ ଲାଇଫ ବର୍ତ୍ତମାନ ସମୟ ରେ ବିବାହ କରି ନାହାଁନ୍ତି ।

ଜ୍ୟୋତିକା – ବନ୍ଧୁଗଣ ଏହି ଅଭିନେତା ଙ୍କୁ ଆପଣ ମାନେ ଏହି ନୂଆ ଧାରାବାହିକ ରେ ରାଜ ରାଜେନ୍ଦ୍ର ଙ୍କ ତୃତୀୟ ସ୍ତ୍ରୀ ଚରିତ୍ର ରେ ଅଭିନୟ କରୁଥିବା ର ନିଶ୍ଚୟ ଦେଖୁଥିବେ । ତେବେ ବନ୍ଧୁଗଣ ଏହି ଅଭିନେତ୍ରୀ ଙ୍କ ପ୍ରକୃତ ନାମ ହଉଛି ବିଦୂସ୍ମିତା ଦାସ ଓ ତାଙ୍କ ସ୍ଵାମୀ ଙ୍କ ନାମ ହଉଛି ଅନନ୍ତ ଦାସ ।

ଶିବ – ବନ୍ଧୁଗଣ ଏହି ଅଭିନେତା ଜଣକ ମୁଖ୍ୟ ଅଭିନେତା ଭାବେ ନଜର ଆସିଛନ୍ତି ତାହେଲେ ତାଙ୍କ ପ୍ରକୃତ ନାମ ହଉଛି ଅଭିଜିତ ଦାସ , ସେ ରିଅଲ ଲାଇଫ ରେ ବିବାହ କରିଛନ୍ତି ଓ ତାଙ୍କ ପତ୍ନୀ ଙ୍କ ନାମ ହଉଛି ନିଲିମା ଦାସ ।

ବୈଶାଳୀ – ଏହି ଅଭିନେତ୍ରୀ ଙ୍କ ଅଭିନୟ ଆପଣ ମାନେ ନିଶ୍ଚୟ ଦେଖିଥିବେ ତାହେଲେ ତାଙ୍କ ପ୍ରକୃତ ନାମ ହଉଛି ସୁସ୍ମିତା ମିଶ୍ର ଓ ସ୍ଵାମୀ ଙ୍କ ନାମ ହଉଛି ହର ପ୍ରସାଦ ।

ବିରାଜ – ବନ୍ଧୁଗଣ ଏହି ଅଭିନେତା ଙ୍କ ପ୍ରକୃତ ନାମ ହଉଛି ଚିଙ୍କୁ ସାମଲ , ତାହେଲେ ଚିଙ୍କୁ ବର୍ତ୍ତମାନ ସମୟ ରେ ବିବାହ କରି ନାହାଁନ୍ତି ।

ରାଜ ରାଜେନ୍ଦ୍ର – ବନ୍ଧୁଗଣ ଏହି ଅଭିନେତା ଙ୍କୁ ଆପଣ ମାନେ ଏହି ଧାରାବାହିକ ରେ ନେଗେଟିଭ ଚରିତ୍ର ରେ ଅଭିନୟ କରିଥିବାର ନିଶ୍ଚୟ ଦେଖୁଥିବେ । ତାହେଲେ ତାଙ୍କ ପ୍ରକୃତ ନାମ ହଉଛି ଭଗବାନ ବେହେରା , ସେ ରିଅଲ ଲାଇଫ ରେ ବିବାହ କରିଛନ୍ତି ॥

 

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *