Breaking News

ଓଡିଆ ଅଭିନେତ୍ରୀ ଝିଲ୍ଲିକ ଙ୍କୁ (Jhilik Bhattacharjee) ନେଇ ଆସିଲା ବହୁତ ବଡ ଦୁଃଖ ଖବର, ଶୁଣିଲେ ଚକିତ ହୋଇଯିବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଅଭିନେତ୍ରୀ ଝିଲ୍ଲିକ ଭଟ୍ଟାଚାର୍ଯ୍ଯ ଙ୍କୁ ନେଇ ଏମିତି ଏକ ଖବର ଶୁଣିବାକୁ ମିଳିଛି ଯାହା ପାନ ମାନେ ଜାଣିବା ପରେ ଆଶ୍ଚର୍ଯ୍ୟ ହୋଇଯିବେ । ତାହେଲେ ବନ୍ଧୁଗଣ ଏହି ଆଶ୍ଚର୍ଯ୍ୟ ଓ ଚକିତ କଲା ଭଳି ଖବର ଟି ହଉଛି ଯେ ଝିଲ୍ଲିକ କାରୋନା ରେ ସଂକ୍ରମିତ ହୋଇଛନ୍ତି , ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି କାରୋନା ମହାମାରୀ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଅଭିନେତା ଓ ଅଭିନେତ୍ରୀ ମାନ ଙ୍କୁ ସଂକ୍ରମିତ କରାଇଥିଲା ଓ କିଛି ଜିବନ ନେଇଥିଲା । ତେବେ ଏହା କିଛି ଦିନ ଯାଏ ଆମ ଓଡିଆ ଇଣ୍ଡଷ୍ଟ୍ରି ରୁ ଦୂରେଇ ଯାଇଥିଲା କିନ୍ତୁ ବର୍ତ୍ତମାନ ସମୟ ରେ ପୁଣି କାରୋନା ଆମ ଓଡିଆ ଇଣ୍ଡଷ୍ଟ୍ରି କୁ ପଶିଛି ।


ତାହେଲେ ବନ୍ଧୁଗଣ ଝ୍ଜିଲ୍ଲିକ କାରୋନା ରେ ସଂକ୍ରମିତ ହବା ପରେ ବର୍ତ୍ତମାନ ସମୟ ରେ ଚିକିତ୍ସାଧୀନ ରେ ରହିଛନ୍ତି , ଓ ସେ କହିଛନ୍ତି ତାଙ୍କ ସଂସ୍ପର୍ଶ ରେ ଗତ 10 ଦିନ ଭିତରେ ଆସିଥିବା ବ୍ୟକ୍ତି ଙ୍କୁ ସେ କହିଛନ୍ତି ସେମାନେ କୋଭିଡ ଟେଷ୍ଟ କରାଇ ନିଅନ୍ତୁ । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ବିବାହ କଲା ଦିନଠାରୁ ଝିଲ୍ଲିକ ବହୁ ଦିନ ଯାଏ ଓଡିଆ ଇଣ୍ଡଷ୍ଟ୍ରି ଦୂରେଇ ରହିଥିଲେ , କିନ୍ତୁ ବର୍ତ୍ତମାନ ସମୟ ରେ ସେ ପୁଣି ଥରେ ଓଡିଆ ଚଳଚିତ୍ର ରେ କାମ କରିବା ଆରମ୍ଭ କରିଥିଲେ ।


ତାହେଲେ ବର୍ତ୍ତମାନ ସମୟ ରେ ତାଙ୍କର କୋଭିଡ ପଜେଟିଭ ଆସିବା ଏକ ଚିନ୍ତା ର ବିଷୟ , ଏହି ଅଭିନେତ୍ରୀ ଜଣକ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଜଣାଇଛନ୍ତି ଯେ ପରିବାର ଲୋକ ଙ୍କୁ ଏ ପର୍ଯ୍ୟନ୍ତ କାହାକୁ କୋଭିଡ ହୋଇନାହିଁ ଓ ସେମାନେ ବର୍ତ୍ତମାନ ସମୟ ରେ ସୁସ୍ଥ ଅଛନ୍ତି । ତାହେଲେ ଆମେ ଠାକୁର ଏନକେ ନିକଟ ରେ ପ୍ରାର୍ଥନା କରୁଛୁ ଯେ ଝିଲ୍ଲିକ ବହୁ ଶୀଘ୍ର କାରୋନା ରୁ ମୁକ୍ତ ହୋଇ ଫେରିଆସନ୍ତୁ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *