Breaking News

ଭିଡିଓ ଦେଖନ୍ତୁ – ରିପୋର୍ଟର ମନୋରଞ୍ଜନ ଯୋଶୀ ଖୋଲାକଥାର ଶୁଟିଙ୍ଗ କରୁଥାନ୍ତି ଖବର ଆସିଲା ମା’ ଚାଲିଗଲେ, ଆଉ ତାପରେ ଯାହା ହେଲା ଦେଖିଲେ ସାବାସି ନଦେଇ ରହି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆପଣ ଆଜି ଆମେ ଏମିତି ଏକ ଲୋକ ପ୍ରିୟ ସାମ୍ବାଦିକ ଙ୍କ ବିଷୟ ରେ ଜାଣିବା ଯିଏ କି ମା ର ମୃ-ତ୍ୟୁ ଖବର ଶୁଣିକି ବି ମଧ୍ୟ ନିଜ କର୍ତ୍ତବ୍ୟ କୁ ଆଗ ପାଳନ କରିଛନ୍ତି ଓ ପରବର୍ତ୍ତୀ ସମୟ ରେ ମା ଙ୍କ କର୍ମ କରିଛନ୍ତି । ତାହେଲେ ଆସନ୍ତୁ ଜାଣିବା ଏହି ଲୋକ ପ୍ରିୟ ସାମ୍ବାଦିକ ଜଣକ କିଏ ବନ୍ଧୁଗଣ ସବୁଦିନ ଭଳି ଶୁଟିଙ୍ଗ ସମୟ ହୋଇଯାଇ ଥାଏ ଓ ଷ୍ଟୂଡିଓ ସେଟଅପ ମଧ୍ୟ ରେଡି ଥାଏ ,ସବୁଦିନ ଭଳି ଅତିଥି ମଧ୍ୟ ଉପସ୍ଥିତ ଥିଲେ ।

ତେବେ ଅତିଥି ମାନ ଙ୍କ ସହ କଥା ହବା ପାଇଁ ପ୍ରସ୍ତୁତ ଥିଲେ ଆମ ଓଡିଆ ଲୋକ ପ୍ରିୟ ସାମ୍ବାଦିକ ଯୋଶୀ ଦାଦା , ତେବେ ବନ୍ଧୁଗଣ ଆପଣ ମାନେ ଖୋଲା କଥା ଏକ ରିଆଲିଟି ସୋ ନିଶ୍ଚୟ ଦେଖୁଥିବେ , ତେବେ ଏହି ଖୋଲା କଥା ରେ ବହୁ ଅତିଥି ଆସିଥାନ୍ତି । ତାହେଲେ ଏହି ଅତିଥି ମାନ ଙ୍କୁ ପ୍ରଶ୍ନ ପଚାରି ଦର୍ଶକ ମାନ ଙ୍କ ମନ କୁ କିଣିଥିବା ଲୋକ ପ୍ରିୟ ସାମ୍ବାଦିକ ହଉଛନ୍ତି ଜୋଶୀ ଦାଦା ।

ତେବେ ବନ୍ଧୁଗଣ ସବୁଦିନ ପରି ସେ ଶୁଟିଙ୍ଗ ସମୟ ହୋଇଯିବାରୁ ପ୍ରସ୍ତୁତ ଯୋଶୀ ଦାଦା ଶୁଟିଙ୍ଗ କୁ ଆସିଲେ କିନ୍ତୁ ହଠାତ ତାଙ୍କ ପାଖ କୁ କଲ ଆସିଲା ଯେ ଦାଦା ଆପଣ ମା ଙ୍କ ର ଦେ-ହା-ନ୍ତ ହୋଇଗଲା ଜଲ୍ଦି ଆସନ୍ତୁ । ତେବେ ଏହି କଥା ଶୁଣିବା ପରେ ଜୋଶୀ ଦାଦା ଙ୍କ ହାତ ଥଋ ଉଠିଲା ଓ ପାଟି ମଧ୍ୟ ଖନି ମାରିଲା ଓ ତେବେ ସେହିଦିନ ସୋ ରେ ଅତିଥି ଭାବେ ଆସିଥିଲେ କଂଗ୍ରେସ ର ବରିଷ୍ଠ ବିଧାୟକ ତାରାକାନ୍ତ ବାହିନୀପତି ।

ତେବେ ଏହି କଂଗ୍ରେସ ନେତା କହିଲେ ଯେ ସୋ ବନ୍ଦ କରିଦେବା କି ? ଖାଲି ତାରାକାନ୍ତ ନୁହଁନ୍ତି କ୍ରିଉ ମେମ୍ବର ମାନେ ମଧ୍ୟ କହିଥିଲେ । ତେବେ ମନୋରଞ୍ଜନ ଯୋଶୀ ଦାଦା ମା ଙ୍କ କଥା ମନ ରେ ରଖି ସୋ ଆରମ୍ଭ କଲେ ଓ ସୋ ଶେଷ ସମୟ ରେ ଅତିଥି ଭାବେ ଆସିଥିବା କଂଗ୍ରେସ ନେତା ତରାକାନ୍ତ ବାହିନୀପତି ଯୋଶୀ ଦାଦା ଙ୍କ ଧୈର୍ଯ୍ୟ ଓ ତାଙ୍କ କର୍ତ୍ତବ୍ୟ କୁ ପ୍ରଶଂସା କରିଥିଲେ ଓ ପରବର୍ତ୍ତୀ ସମୟ ରେ ଘର କୁ ଯାଇ ମା ଙ୍କ ଶେଷ କାର୍ଯ୍ୟ କରିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ରାଜ୍ୟରେ ପୁଣିଥରେ କମିଲା ସୁନା ଦର, ଜାଣନ୍ତୁ କେତେ ଟଙ୍କାରେ ପହଁଚିଲା ସୁନା ଦାମ !

ତେବେ ଦର୍ଶକବନ୍ଧୁ ଆଜି ରାଜ୍ୟରେ ଉନି କମିଛି ସୁନା ଦର 22 କ୍ୟାରେଟ ଓ 24 କ୍ୟାରେଟ ସୁନା ଦାମ …

Leave a Reply

Your email address will not be published.