Breaking News

ଆହୁରି ୩ଦିନ ରାଜ୍ୟରେ ପ୍ରବଳ ବର୍ଷା ହେବ, ପାଣିପାଗ ବିଭାଗ ଦେଲା ଜରୁରୀ ସୂଚନା

ଦର୍ଶକ ବନ୍ଧୁ ଆଜି ରାଜ୍ୟ ର 5 ଟି ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବା ସମ୍ଭାବନା ଓ ଏହାରି ଭିତରେ ପୁଣି 30 ତାରିଖ ରେ ଆସୁଛି ଆଉ ଏକ ଲଘୁଚାପ ଓ ଏହି ସୂଚନା ଟି ଦେଇଛି ପାଣିପାଗ ବିଭାଗ , ତେବେ ଏପଟେ ସମସ୍ତ ଜିଲ୍ଲାପାଲ ଙ୍କୁ ଏସଆରସି ଏନକେ ଚିଠି ଲେଖି ସତର୍କ କରାଇଲେ । ତାହେଲେ ଆସନ୍ତୁ ଆଉକିଛି ପଣି ପାଗ ବିଷୟ ରେ ଜାଣିବା ଆମର ଏହି ପେଜ ମାଧ୍ୟମ ରେ ।

ବନ୍ଧୁଗଣ ଆଜି ଶୁକ୍ରବାର ,ତାହେଲେ ଆଜି ପ୍ରବଳ ବର୍ଷା ହବା ର ସମ୍ଭାବନା ରହିଛି ଓ ଏହା ପାଣିପାଗ ବିଦ ମାନେ ଅନୁମାନ କରିଛନ୍ତି । ତେବେ ରାଜ୍ୟ ରେ କିଛି ସ୍ଥାନ ରେ ଅଳ୍ପ ରୁ ମାଧ୍ୟମ ଧାରଣ ର ବର୍ଷା ହବ , ତେବେ ଶୁକ୍ରବାର ଦିନ ବାଲେଶ୍ଵର,ଭଦ୍ରକ,ଯଜଔଢ଼,ମୟୂରଭଞ୍ ଓ କେନ୍ଦୁଝର ର ଗୋଟିଏ ବା ଦୁଇ ଟି ସ୍ଥାନ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହବା ର ସମ୍ଭାବନା ରହିଛି ଓ ରାଜ୍ୟ ର ଅନେକ ସ୍ଥାନ ରେ ସ୍ୱଳ୍ପ ରୁ ମଧ୍ୟମଧରଣ ର ବର୍ଷା ହବ ।

କେନ୍ଦ୍ରପଡା,କଟକ,ଜଗତସିଂପୁର ,ପୁରୀ,ଖୋର୍ଦ୍ଧା,ନୟାଗଡ ,ଗଜପତି,ଦେବଗଡ ,ଅନୁଗୁଳ,ଢେଙ୍କାନାଳ,କନ୍ଧମାଳ,ଓ ବୌଦ୍ଧ ରେ ବର୍ଷା ହବା ସହ ଘଡଘଡି ହବା ର ସମ୍ଭାବନା ରହିଛି ଓ ଏହି ଜିଲ୍ଲା ଗୁଡିକୁ ସତର୍କ ରହିବା ରିଲିଫ କମିଶନର ଏସଆରସି ସୂଚନା ଦେଇଛନ୍ତି । ତେବେ ଏପଟେ ପାଣିପାଗ ବିଶେଷଜ୍ଞ ଡକ୍ଟର ଶରତ ଚନ୍ଦ୍ର ସାହୁ ପୂର୍ବନୁମାନ କରିଛନ୍ତି ଯେ ଶୁକ୍ରବାର ଦିନ ଦିନ ସମୟ ରେ ଖରା ହବ ଓ ଉପରବେଳ ଆଡକୁ ବର୍ଷା ସହ ଘଡଘଡି ହବ । 28 ବର୍ଷ ବଢିବ ଉପକୂଳ ଓଡିଶା ରେ 30 ତାରିଖୋ ଦକ୍ଷିଣ ଓଡିଶା ରେ 31 ପର୍ଯ୍ୟନ୍ତ ବର୍ଷା ହବ । ତେବେ 29 ତାରିଖ ରେ ସୃଷ୍ଟି ହବା କୁ ଯାଉଥିବା ଲଘୁଚାପ ଟି ଦୁର୍ବଳ ହୋଇ ଘୁର୍ନିବଳୟ ପ୍ରଭାବ ରେ ଉପକୂଳ ଓ ଦକ୍ଷିଣ ଓଡିଶା ରେ ବର୍ଷା ହବା ର ସମ୍ଭାବନା ରହିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସୁଛି ବଡ ଲଘୁଚାପ, ପ୍ରବଳ ବର୍ଷିବ, ଏହି ସବୁ ଜିଲ୍ଲାକୁ ସତର୍କ ଘଣ୍ଟି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଖବର ଆସି ଯାଇଛି ପାଣିପାଗ କୁ ନେଇ , ହଁ ବନ୍ଧୁ …

Leave a Reply

Your email address will not be published. Required fields are marked *