Breaking News

ଭିଡିଓ ଦେଖନ୍ତୁ – ରାତିରେ ପ୍ରାଟିକ୍ସ ସମୟରେ ଛକା ମାରି ବଲ ଖୋଜିଲେ ଧୋନି (MS Dhoni)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ୟୁଏଇ ରେ ସେପ୍ଟେମ୍ବର ୧୯ ତାରିଖ ରୁ ଆଇପିଏଲ ୧୪ ର ଦ୍ଵିତୀୟ ପର୍ଯ୍ୟାୟ ଆରମ୍ଭ ହବ । ତେବେ ଆପଣ ମାନେ ଜାଣିଥିବେ ଯେ ଆଇପିଏଲ ଖେଳୁଥିବା ଅଧିକାଂଶ ଖେଲାରି ବର୍ତ୍ତମାନ ସମୟ ରେ ଇଂଲଣ୍ଡ ଟେଷ୍ଟ ସିରିଜ ଖେଳିବା ରେ ବ୍ୟସ୍ତ ଅଛନ୍ତି । ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଭାରତୀୟ କ୍ରିକେଟ ଦଳ ର ପୂର୍ବତନ କ୍ୟାପେଟେନ ଧୋନୀ , ଯିଏ କି ଚେନ୍ନାଇ ସୁପର କିଙ୍ଗସ ନେତୃତ୍ଵ ମଧ୍ୟ ନେଇଛନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆଇପିଏଲ ପ୍ରସ୍ତୁତ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ , ହଁ ବନ୍ଧୁ ଏହି ପ୍ରାକ୍ଟିସ କରୁଥିବା ର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ବନ୍ଧୁଗଣ ଏହି ଭିଡିଓ ମାହି ବଡ ବଡ ଷଟ ମାରୁଥିବାର ଦୃଶ୍ୟ ଦେଖିବବାକୁ ମିଳିଛି ।

ତେବେ ଏହି ଭିଡିଓ ଟି ସିଏସକେ ତାର ଅଫିସିଆଲ ୱେବ୍ ସାଇଟ ରେ ସେୟାର କରିଛନ୍ତି । ତେବେ ବଡ ବଡ ଷଟ ମାରୁଥିବାର ଦେଖିବାକୁ ମିଳିଛି କିନ୍ତୁ ସବୁଠାରୁ ବଡ କଥା ହେଲା ଯେ ଯେବେ ପ୍ରାକ୍ଟିସ ସାରିଲା ତ ଧୋନୀ ତାଙ୍କ ଟିମ ସହ ବଳ ଖୋଜୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରେମ କରୁଥିବା ସମୟରେ ଧରା ପଡିଲେ ପ୍ରେମୀ ଯୁଗଳ, ଗାଁ ଲୋକ ତାଙ୍କ ସହ ଏପରି କଲେ ଜାଣିଲେ ଆପଣ ମୁଣ୍ଡରେ ହାତ ଦେଇଦେବେ…

ନମସ୍କାର ବନ୍ଧୁଗଣ ପ୍ରେମ କରିବା ସମୟରେ ଧରି ନେଲେ ଗାଁ ଲୋକେ। ସାମ୍ନାକୁ ଆସିଛି ଏପରି ଏକ ଭିଡିଓ ଯାହା …

Leave a Reply

Your email address will not be published.