Breaking News

ଭିଡିଓ ଦେଖନ୍ତୁ – ଛା-ତ୍ରୀ-ଙ୍କ ଭି-ଡି-ଓ ଭାଇରାଲ କରିଲେ ଆଧ୍ୟାପିକା ଓ ପୁରାତନ ଛାତ୍ର, ତାପରେ ଯାହା ହେଲା ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗୁରୁ ଶିଷ୍ୟ ଙ୍କ ସମ୍ପର୍କ ହଉଛି ଏକ ପବିତ୍ର ସମ୍ପର୍କ , ଗୁରୁ ହଉଛନ୍ତି ଆମ ଶିକ୍ଷାଦାତା ସେ ଆମ କୁ ଭଲ ଶିକ୍ଷା ଦେଇ କେମିତି ନିଜ ଜୀବନ ରେ ଜଣେ ଭଲ ମଣିଷ ହୋଇପାରିବ ସେ ଶିକ୍ଷା ଦେଇଥାନ୍ତି । ତେବେ ବର୍ତ୍ତମାନ ସମୟ ରେ ସେହିଭଳି ଆଉ ଗୁରୁ ଶିଷ୍ୟ ସମ୍ପର୍କ ନହିଁ , ହଁ ବନ୍ଧୁ ଆପଣ ମାନେ ପୂର୍ବ ରୁ ଶୁଣିଥିବେ ଯେଉଁ ଶିକ୍ଷକ ନିଜ ଛା-ତ୍ରୀ ଙ୍କୁ ଭଲପାଇ ଉଠାଇ ନେଇଛି ତ ଆଉ କେଉଁଠି ଶିକ୍ଷୟତ୍ରୀ ଛା-ତ୍ର ଙ୍କୁ ଧରି ଗାୟବ ।

ତାହେଲେ ବର୍ତ୍ତମାନ ସମୟରେ ସେହିଭଳି ଗୁରୁ ଶିଷ୍ୟ ଙ୍କୁ ନେଇ କିଛି ଦୃଶ୍ୟ ସୋସିଆଲ ମିଡିଆ ରେ ବେସ ଭାଇରାଲ ହବା ରେ ଲାଗିଛି , ହଁ ବନ୍ଧୁ ଏହି ଦୃଶ୍ୟ ରେ ଜଣେ ଛା-ତ୍ରୀ ଙ୍କ ସହ ଅଧ୍ୟାପକ ଙ୍କ ଅ-ସ-ଦା-ଚ-ର-ଣ କରୁଥିବାର ଦେଖିବାକୁ ମିଳିଛି । ତେବେ ବନ୍ଧୁଗଣ ଏହି ଘଟଣା ଟି ଘଟିଛି ବାଲେଶ୍ଵର ଜିଲ୍ଲା ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜ ରେ ।

ସୂଚନା ଅନୁସାରେ ଅଧ୍ୟାପକ ଶଶାଙ୍କ ଶେଖର ଦାସ ବାଲେଶ୍ଵର ଆର୍ଟ ଆଣ୍ଡ କ୍ରାଫ୍ଟ କଲେଜ ର ପାଠ ପଢାଉଛନ୍ତି , ତେବେ ସେହି କଲେଜ ର ଯୁକ୍ତ ୨ ଦ୍ଵିତୀୟ ବର୍ଷ ରେ ଅଧୟନ କରୁଥିବା ଜଣେ ଛା-ତ୍ରୀ ଙ୍କୁ ଟ୍ୟୁସନ କରିବା ବଦଳ ରେ ଅ-ସ-ଦା-ଚ-ର-ଣ କରୁଥିଲେ । ତେବେ ଏହି କଥା ଟି ଛା-ତ୍ରୀ ଜଣକ ସେହି କଲେଜ ର ଅ-ଧ୍ୟା–ପି-କା ସତ୍ୟବତୀ ଶତପଥି ଙ୍କୁ ଏନେଇ ଅବଗତ କରାଇଥିଲେ । ତେବେ ଅ-ଧ୍ୟା-ପି-କା ଜଣକ କହିଥିଲେ ଯେ ଏହାର ଏକ ଭିଡିଓ କରି ଆଣିବା ପାଇଁ , ତେବେ ଛା-ତ୍ରୀ ଜଣକ ଏହାର ଏକ ଭିଡିଓ କରି ଆଣିଥିଲେ ଓ ଅ-ଧ୍ୟା-ପି-କା ଦେଖାଇଥିଲେ ।

ତେବେ ଅ-ଧ୍ୟା-ପି-କା ଜଣକ ଜଣେ ପୁରରତତାନ ଛାତ୍ର ଆ-ଦି-ତ୍ୟ ଙ୍କୁ ଡକାଇ ଭିଡିଓ ଡାଉନଲୋଡ କରିଥିଲେ । ତେବେ କିଛି ଦିନ ଯିବା ପରେ ବର୍ତ୍ତମାନ ସୋସିଆଲ ମିଡିଆ ରେ ଏହି ଭି-ଡି-ଓ ଟି ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି । ତେବେ ଏହି କଥା ସେହି ଛା-ତ୍ରୀ ଜଣକ ଜାଣିବା ପରେ ଥା-ନା ରେ ଅ-ଭି-ଯୋ-ଗ କରିଥିଲେ , ତେବେ ଜୁନ ୨୬ ତାରିଖ ଦିନ ଅଧ୍ୟାପକ ଙ୍କୁ ଗି-ର-ଫ କରି କୋର୍ଟ ଚାଳନ ହୋଇଥିବା ସମୟ ରେ ପୋଲିସ ତାର ଭି-ଡି-ଓ ଟି ଭାଇରାଲ କରି ଥିବା ତଦନ୍ତ ରେ ଅଧ୍ୟାପିକା ଓ ପୁରାତ୍ତାନ ଛାତ୍ର ଙ୍କୁ ଗି-ର-ଫ କରିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବଡ ଖବର – ଭୁବନେଶ୍ଵର ହାଇଟେକ ହସ୍ପିଟାଲରେ ରୋଗୀର ମୃତ୍ୟୁ ପରେ ବି ଜାଣିଲେ ନାହିଁ!, ମା ଝିଅଙ୍କ ଦୁଃଖ ଦେଖିଲେ ସହି ପାରିବେ ନାହିଁ ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଭୁବନେଶ୍ବର ର ହାଇଟେକ ମେଡିକାଲ ରେ ରେ ବଡ ଅଭିଯୋଗ , ହଁ ବନ୍ଧୁ ମାତ୍ର କିଛି …

Leave a Reply

Your email address will not be published. Required fields are marked *