Breaking News

ପ୍ରଥମ ଥର ପାଇଁ ଓଡିଶାର Top Female Singer ମାନଙ୍କର ସ୍ଵାମୀ ମାନଙ୍କୁ ଦେଖନ୍ତୁ

ଦର୍ଶକ ବନ୍ଧୁ ଆଜି ଆମେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଗାୟିକା ଅଛନ୍ତି , ତାହେଲେ ଏହି ଗାୟିକା ମଧ୍ୟ ବହୁ ଗାୟିକା ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି ତାହେଲେ ଆଜି ଆମେ ଏହି ଗାୟିକା ଙ୍କ ସ୍ଵାମୀ ମାନ ଙ୍କ ନା କଣ ରହିଛି ଓ ସେ ଦେଖିବା ପାଇଁ କେମିତି ଜାଣିବା ଆଜି ଆମର ଏହି ପେଜ ମାଧ୍ୟମ ରେ , ତାହେଲେ ଆସନ୍ତୁ ଜାଣିବା ,

ନମିତା ଅଗ୍ରୱାଲ – ଦର୍ଶକ ବନ୍ଧୁ ଏହି ଗାୟିକା ଙ୍କ ଗୀତ ଆପଣ ମାନେ ନିଶ୍ଚୟ ଜାଣିଥିବେ , ତେବେ ବନ୍ଧୁଗଣ ଏହି ଗାୟିକା ଜଣକ ନିଜ ଗୀତ ପାଇଁ ଘରେ ଘରେ ପରିଚିତ । ତାହେଲେ ନମିତା ଅଗ୍ରୱାଲ ଙ୍କ ସ୍ଵାମୀ ଙ୍କ ନାମ ହାଉଛି ସୀତାରାମ ଅଗ୍ରୱାଲ ।


ଦିପ୍ତିରେଖା ପାଢୀ – ବନ୍ଧୁଗଣ ଆପଣ ମାନେ ଗାୟିକା ଗୀତ ଶୁଣିବା ସହିତ , ଧାରାବାହିକ ରେ ଅଭିନୟ ମଧ୍ୟ କରିଛନ୍ତି । ସେ ଜଣେ ଭଲ ଗାୟିକା ହବା ସହିତ ଭଲ ଅଭିନେତ୍ରୀ ମଧ୍ୟ । ଦିପ୍ତିରେଖା କିଛି ମାସ ତଳେ ବିବାହ କୃଛନ୍ତି ଓ ତାଙ୍କ ସ୍ଵାମୀ ଙ୍କ ନାମ ହାଉଛି ସୌମ୍ଯରଞ୍ଜନ ଶତପଥି ।

ଶ୍ରୀୟା ମିଶ୍ର – ଦର୍ଶକ ବନ୍ଧୁ ଏହି ଲୋକ ପ୍ରିୟ ଗାୟିକା ଜଣକ ବିବାହ କରିଛନ୍ତି ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ପ୍ରିୟ ଗାୟକ ହ୍ୟୁମାନ ସାଗର ଙ୍କୁ ।

ଶୋହିନୀ ମିଶ୍ର – ବନ୍ଧୁଗଣ ଏହି ଗାୟିକା ଜଣକ ଓଡିଶା ରେ ଲୋକ ପ୍ରିୟ ହବା ସହିତ ରାଜ୍ୟ ବାହାରେ ମଧ୍ୟ ବେସ ଲୋକ ପ୍ରିୟ , ତାହେଲେ ଏହି ଗାୟିକା ଜଣକ ଗତ କିଛି ମାସ ତଳେ ହିମାଂଶୁ ଶେଖର ପତି ଙ୍କୁ ବିବାହ କରିଥିଲେ ।


କୃଷ୍ଣ ପ୍ରିୟା ମିଶ୍ର – ବନ୍ଧୁଗଣ ଏହି ଗାୟିକା ଜଣକ ଜଣେ ଜଣା ସୁନା ଗୀତ ନିର୍ଦ୍ଦେଶକ ମନ୍ମଥ ମିଶ୍ର ଙ୍କୁ ବିବାହ କରିଛନ୍ତି ।


ଗୀତା ଦାସ – ବନ୍ଧୁଗଣ ଏହି ଗାୟିକା ଙ୍କୁ ଆପଣ ଭଲ ଭାବ ରେ ଜାଣିଥିବେ , ହଁ ବନ୍ଧୁ ଏହି ଗାୟିକା ଜଣକ ନିଜ ଗୀତ ପାଇଁ ଆଜି ଘରେ ଘରେ ପରିଚିତ , ଏହି ଗାୟକ ଜଣକ ପ୍ରାର୍ଥନା ରେ ଭଜନ ଅନ୍ତକ୍ଷରି ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ ।


ସ୍ଵର୍ଗତ ତପୁ ମିଶ୍ର- ବନ୍ଧୁଗଣ ଏହି ଗାୟିକା ଜଣକ ନିଜ ଜବରଦସ୍ତ ଗୀତ ପାଇଁ ବେସ ଲୋକ ପ୍ରିୟ ହୋଇ ପାରିଥିଲେ ଓ ଦର୍ଶକ ମାନେ ମଧ୍ୟ ତାଙ୍କ ସମସ୍ତ ଗୀତ କୁ ବହୁତ ପସନ୍ଦ କରିଥିଲେ । ତାହେଲେ ବର୍ତ୍ତମାନ ସମୟ ରେ ଏହି ଗାୟିକା ଜଣକ ଔ ନାହାଁନ୍ତି , ତେବେ ଏହି ଗାୟିକା ଜଣକ ଦୀପକ ପୂଜହରି ଙ୍କୁ ବିବାହ କରିଥିଲେ ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.