Breaking News

ଦେଖନ୍ତୁ ଭିଡିଓ – ବିବାହ ପରେ ପ୍ରଥମ ଥର ସ୍ତ୍ରୀ ପ୍ରିୟଙ୍କା ଙ୍କୁ ନେଇ ପାର୍କ ବୁଲିବାକୁ ଗଲେ ହାସ୍ୟ ଅଭିନେତା ଗୁଡୁ (Gudu)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ରେ ବହୁ ଲୋକ ଲୋକ ପ୍ରିୟ ହାସ୍ୟ ଅଭିନେତା ଅଛନ୍ତି , ଯେଉଁମାନେ ତାଙ୍କ ଜବରଦସ୍ତ ଅଭିନୟ ପାଇଁ ଘରେ ଘରେ ପରିଚିତ । ତାହେଲେ ଆଜି ଆମର ଏହି ପେଜ ରେ ସେହିଭଲି ଜଣେ ଲୋକ ପ୍ରିୟ ହାସ୍ୟ ଅଭିନେତା ଗୁଡୁ ଙ୍କ ବିଷୟ ରେ ଜାଣିବା । ତାହେଲେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଗୁଡୁ ବିବାହ ବନ୍ଧନ ରେ ବାନ୍ଧି ହୋଇଛନ୍ତି । ତାହେଲେ ବର୍ତ୍ତମାନ ସମୟ ରେ ଗୁଡୁ ନିଜ ପତ୍ନୀ କୁ ନେଇ ବିଭିନ୍ନ ଜାଗା କୁ ବୁଲିବାକୁ ଯାଇଛନ୍ତି ଓ ଏହି ବୁଲୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।

ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଗୁଡୁ ଙ୍କ ପତ୍ନୀ ଙ୍କ ନାମ ହଉଛି ପ୍ରିୟଙ୍କା , ତାହେଲେ ସେ ପ୍ରିୟଙ୍କା ଙ୍କୁ ସୋସିଆଲ ମିଡ଼ିଆ ରେ 46 ଦିନ ପର୍ଯ୍ୟନ୍ତ ଭଲପାଇବା ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ ।ତେବେ ବନ୍ଧୁଗଣ ପ୍ରିୟଙ୍କା ହେଉଛନ୍ତି କେନ୍ଦ୍ରାପଡ଼ା ର ରାଜ ନଗର ଅଞ୍ଚଳ ର ବାସିନ୍ଦା କିନ୍ତୁ ବର୍ତ୍ତମାନ ସମୟ ରେ ବିବାହ ପରେ ପ୍ରିୟଙ୍କା ଗୁଡୁ ଙ୍କ ସହିତ ଭୁବନେଶ୍ବର ରହୁଛନ୍ତି । ତେବେ ଏହି ବାହାଘର ଟି କୋଭିଡ ନିୟମ କୁ ପାଳନ କରି ବିବାହ ଟି ସମ୍ପୂର୍ଣ୍ଣ ହୋଇଥିଲା ।

ଏହି ବିବାହ ଘରେ କେବଳ ଉଭୟ ପରିବାର ଲୋକ ଓ କିଛି ସମ୍ପର୍କୀୟ ଉପସ୍ଥିତ ଥିଲେ , ତାହେଲେ ବର୍ତ୍ତମାନ ସମୟ ରେ ବିବାହ ପରେ ଗୁଡୁ ତାଙ୍କ ପତ୍ନୀ ଙ୍କ ସହିତ ଭୁବନେଶ୍ବର ର ବିଭିନ୍ନ ସ୍ଥାନ ରେ ବୁଲିବା ସହ ନନ୍ଦନ କାନନ ରେ ମଧ୍ୟ ବୁଲୁଥିବାର ନଜର ଆସିଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଘରେ ଏକୁଟିଆ କେମିତି ସମୟ କାଟୁଛନ୍ତି ଅନୁଭବ (Anubhav Mohanty) ଭିଡିଓ ଦେଖିଲେ ଆଖି ଲୁହରେ ଭିଜିଯିବ – ଦେଖନ୍ତୁ ଭିଡିଓ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଲୋକ ପ୍ରିୟ ଅଭିନେତା ଅଛନ୍ତି ଯେଉଁମାନେ କି …

Leave a Reply

Your email address will not be published. Required fields are marked *