Breaking News

ଭିଡିଓ ଦେଖନ୍ତୁ – କିପରି ଶାଶୁଘରେ ସ୍ଵାମୀ ଅରବିନ୍ଦଙ୍କ ଜନ୍ମ ଦିନ ଧୁମଧାମରେ ପାଳନ କରିଲେ ଜାଙ୍କଲିନ (Janklin)

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ସୋସିଆଲ ମିଡିଆ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ବହୁ ଧାରାବାହିକ ର ଅଭିନେତା ଓ ଅଭିନେତ୍ରୀ କିଛି ନା କିଛି କାରଣ ରୁ ସୋସିଆଲ ମିଡିଆ ରେ ବେସ ଚର୍ଚା ର ବିଷୟ ପାଲଟିଥାନ୍ତି । ତାହେଲେ ବନ୍ଧୁଗଣ ପ୍ରାୟ ଅଭିନେତା ଓ ଅଭିନେତ୍ରୀ ମାନେ ନିଜ ଜନ୍ମ ଦିନ ହଉ ବା ନିଜ ସମ୍ପର୍କୀୟ ଙ୍କ ଜନ୍ମ ଦିନ ପାଳନ କରୁଥିବାର ଦୃଶ୍ୟ ଅଧିକାଂଶ ଏହି ଅଭିନେତା ଓ ଅଭିନେତ୍ରୀ ମାନ ଙ୍କ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଥାଏ ।


ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଓଡିଆ ଧାରାବାହିକ ର ଅଭିନେତା ଅରବିନ୍ଦ ଙ୍କ ଗତ କିଛି ଦିନ ତଳେ ନିଜ ଜନ୍ମ ଦିନ ଟି ସରିଯାଇଛି , ତେବେ ତାଙ୍କ ଜନ୍ମ ଦିନ ଅବସର ରେ ଅରବିନ୍ଦ ତାଙ୍କ ପତ୍ନୀ ଜାଙ୍କଳିନୀ ସହ ପ୍ରଥମ ଥର ପାଇଁ ନିଜ ଜନ୍ମ ଦିନ ଟି ପାଳନ କରିଥାନ୍ତି । ହଁ ବନ୍ଧୁ ଅରବିନ୍ଦ ପ୍ରଥମେ ନିଜ ପତ୍ନୀ ଙ୍କ ସହ ଜନ୍ମ ଦିନ ଟି ପାଳନ କରିଛନ୍ତି ଓ ଏହି ପାଳନ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଆପଣ ମାନେ ନିଶ୍ଚୟ ଦେଖିଥିବେ । ତାହେଲେ ପରବର୍ତ୍ତୀ ସମୟ ରେ ନିଜ ପରିବାର ଲୋକ ଙ୍କ ସହ ବେସ ଧୁମଧାମ ନିଜ ଜନ୍ମ ଦିନ ଟି ପାଳନ କରିଛନ୍ତି ।

ତାହେଲେ ବନ୍ଧୁଗଣ ଅରବିନ୍ଦ ତାଙ୍କ ପରିବାର ସହ ଜନ୍ମ ଦିନ ପାଳନ କରୁଥିବାର ଦୃଶ୍ୟ ସୋସିଆଲ ମିଡିଆ ରେ ଦେଖିବାକୁ ମିଳିଛି । ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅରବିନ୍ଦ ଓ ଯାଙ୍କଲିନ ଗତ କିଛି ମାସ ତଳେ ବିବାହ କରିଥିଲେ ଓ ବିବାହ ପରେ ବହୁ ଖୁସି ରେ ଥିବା ର ଦୃଶ୍ୟ ସୋସିଆଲ ମିଡିଆ ରୁ ଦେଖିବାକୁ ମିଳିଥାଏ , ତାହେଲେ ବର୍ତ୍ତମାନ ସମୟ ରେ ଜାଙ୍କଳିନୀ ନିଜ ଶୁଟିଙ୍ଗ ସେଟ ପାଇଁ ଟିକେ ବ୍ୟସ୍ତ ରହୁଛନ୍ତି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.