Breaking News

ଅନୁଭବ ବର୍ଷା (Varsha) ବିବାଦରେ ନୂଆ ଟୁଇଷ୍ଟ – ହାଇକୋର୍ଟରେ ବିବାଦର ପଡିଲା ପୂର୍ଣ୍ଣଚ୍ଛେଦ, ଦେଖନ୍ତୁ କଣ ଆସିଲା ରାୟ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ଲୋକ ଯୋଡି ବର୍ଷା ଓ ଅନୁଭବ ଏନକେ ବିବାଦ କଟକ ର ଫମିଲି କୋର୍ଟ ରେ ଚାଲିଛି । ତେବେ ଫାମିଲି କୋର୍ଟ ରେ ଏହି ବିବାଦ ର ସମାଧାନ କରିବା ରେ ବହୁ ବିଳମ୍ବ ହୋଇଥିବାରୁ ଅନୁଭବ ନିଜେ ହାଇ କୋର୍ଟ ର ଦ୍ଵାରସ୍ଥ ହୋଇଥିଲେ ଏହି ବିବାଦ ର ସମାଧାନ କରିବା ପାଇଁ । କିନ୍ତୁ ହାଇକୋର୍ଟ ଏହି ଆବେଦନ କୁ ଗ୍ରହଣ କରିନାହିଁ ।

ହଁ ବନ୍ଧୁ ଯେହେତୁ ଏହି ଦୁଇ ଯୋଡି ଏନକେ ବିବାଦ ବର୍ତ୍ତମାନ କଟକ ଫାମିଲି କୋର୍ଟ ରେ ଏହାର ବିଚାରଧିନ ରହିଛି ସେଥିପାଇଁ ହାଇକୋର୍ଟ ରେ ମନା କରି ଦେଇଛି । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଏହି ଦୁଇ ଙ୍କ ବିବାଦ ର ସମାଧାନ ପାଇଁ ଫାମିଲି କୋର୍ଟ ବହୁତର ଚେଷ୍ଟା କରିଛି କିନ୍ତୁ ଅନୁଭବ ଉପସ୍ଥିତ ହଉଥିବା ସମୟ ରେ ବର୍ଷା ଆସୁନଥିବେ ଓ ବର୍ଷା ଙ୍କ ଉପସ୍ଥିତି ଥିବା ସମୟ ରେ ଅନୁଭବ ଆସୁନଥିଲେ । ତେବେ ବନ୍ଧୁଗଣ ଏହାର ସମାଧାନ ପାଇଁ ଉଭୟ ଙ୍କ ଏକକାଳୀନ ଉପସ୍ଥିତି ନିତ୍ୟାନ୍ତ ଆବଶ୍ୟକ ।

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ସୁପ୍ରିମ କୋର୍ଟ ର ନିର୍ଦ୍ଦେଶ ଅନୁଯାୟୀ ଦିଲ୍ଲୀ ପଟିୟାଲା ହାଉସ ଅଦାଲତ ରୁ କଟକ ଫାମିଲି କୋର୍ଟ କୁ ସ୍ଥାନାନ୍ତରିତ କରଯାଇଥିଲା । ତେବେ ସୁପ୍ରିମ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ଏହି ବିବାଦ ର ସମାଧାନ ଖୁବ ଶୀଘ୍ର କରିବା ପାଇଁ ତାହେଲେ ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ କୋର୍ଟ ଏହି ଦୁଇ ଯୋଡି ଙ୍କ ସମାଧାନ କରିପାରି ନହିଁ , ସେଥିପାଇଁ ଅନୁଭବ ହାଇକୋର୍ଟ ର ଦ୍ଵାରସ୍ଥ ହୋଇଥିଲେ କିନ୍ତୁ ହାଇକୋର୍ଟ ଏହାର ଅନ୍ତ ଘଟାଇଛି , ହଁ ବନ୍ଧୁ ଯେହେତୁ ଏହାର ବିଚାରଧିନ ଫାମିଲି କୋର୍ଟ ରେ ଚାଲିଛି ସେଥିପାଇଁ ହାଇକୋର୍ଟ ମନା କରିଦେଇଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ହିରୋ ଆକାଶ (Akash Dasnayak) ତାଙ୍କର ଫ୍ୟାନ ମାନଙ୍କୁ ଦେଲେ ଏକ ବହୁତ ବଡ ଖୁସି ଖବର, ଖୁସି ଖବର ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଆପଣ ମାନେ ନିଶ୍ଚୟ ଆକାଶ ଦାସ ଙ୍କୁ ଜାଣିଥିବେ , ସେ ବହୁ ଗୁଡିଏ ଚଳଚିତ୍ର ରେ ତାଙ୍କ ଜବରଦସ୍ତ …

Leave a Reply

Your email address will not be published. Required fields are marked *