Breaking News

ଭିଡିଓ ଦେଖନ୍ତୁ – ବିବାହ ପରେ ପ୍ରଥମ ଥର ଅର୍ଚ୍ଚିତା (Archita) ପୁରୀ ବେଳା ଭୂମିରେ କେମିତି ମସ୍ତି କରୁଛନ୍ତି

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଲୋକ ପ୍ରିୟ ଅଭିନେତ୍ରୀ ଅର୍ଚିତା ସାହୁ ଙ୍କ ଏକ ଭିଡିଓ ବହୁ ପରିମାଣ ରେ ଭାଇରାଲ ହବା ରେ ଲାଗିଛି , ତାହେଲେ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟ ରେ , ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ଗତ ମାର୍ଚ୍ଚ ମାସ ୧ ତାରିଖ ରେ ସବ୍ୟସାଚୀ ଓ ଅର୍ଚିତା ବିବାହବନ୍ଧନ ରେ ବାନ୍ଧି ହୋଇଥିଲେ ।

ହଁ ବନ୍ଧୁ ଏହି ଦୁଇ ଯୋଡି ଓଡିଆ ଇଣ୍ଡଷ୍ଟ୍ରୀ ବେଶ ଜଣା ଶୁଣା ଲୋକ ପ୍ରିୟ ଯୋଡି , ଏହି ଦୁଇ ଯୋଡି ବହୁ ଚଳଚିତ୍ର ରେ ଅଭିନୟ କରୁଥିଲେ ଓ ପରସ୍ପର କୁ ମଧ୍ୟ ଦୀର୍ଘ ଦିନ ହେଲା ଭଲ ପାଉଥିଲେ କିନ୍ତୁ ପରବର୍ତୀ ସମୟ ରେ ଉଭୟ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ । ବିବାହ ପର ନିଜ ସ୍ବାମୀ ଓ ପରିବାର ଲୋକ ଙ୍କ ସହିତ ବେଶ ଧୂମ ଧାମ ରେ ନିଜ ଜନ୍ମ ଦିନ ଟି କୁ ପାଳନ କରିଛନ୍ତି । ଏହି ଜନ୍ମ ଦିନ ଅବସର ରେ ସବ୍ୟସାଚୀ ତାଙ୍କୁ ସପ୍ରାଇଜ ମଧ୍ୟ ଦେଇଛନ୍ତି ।

ନିଜ ଜନ୍ମ ଦିନ ଟି ଶାଶୁ ଘରେ ପାଳନ କରିବା ସହିତ ନିଜ ବାପ ଘର କୁ ଯାଇଥିଲେ ଓ ସେଠାର ମଧ୍ୟ ନିଜ ଜନ୍ମ ଦିନ ଟି କୁ ପାଳନ କରିଥିଲେ । ତାହେଲେ ଅର୍ଚିତା ୧୯୯୦ ମସିହା ଜୁନ ୨୯ ତାରିଖ ରେ ଜନ୍ମ ଗ୍ରହଣ କରିଥିଲେ ଓ ବର୍ତ୍ତମାନ ତାଙ୍କ ବୟସ ହେଉଛି ୩୨ ବର୍ଷ । ସେ ମାତ୍ର ୧୫ ବର୍ଷ ବୟସ ରେ ଓଡିଆ ଇଣ୍ଡଷ୍ଟ୍ରୀ ରେ ପାଦ ଦେଇଥିଲେ ଓ ତାଙ୍କର ପ୍ରଥମ ଫିଲ୍ମ ଟି ଥିଲା ଓଃ ମାଇଁ ଲଭ ଓ ତା ପରେ ସେ ବହୁ ଗୁଡିଏ ସୁପର ଡୁପର ହିଟ ଫିଲ୍ମ ଦେଇଛନ୍ତି ଦର୍ଶକ ମାନ ଙ୍କୁ ।

ତେବେ ବନ୍ଧୁଗାଁ ବର୍ତ୍ତମାନ ସମୟ ରେ ପୁରୀ ସମୁଦ୍ର ବେଳା ଭୂମି ରେ ବୁଲିବା ସହ ବହୁ ସାରା ମଜା ମସ୍ତି କରୁଥିବା ର ଦୃଶ୍ୟ ସୋସିଆଲ ମିଡ଼ିଆ ରେ ଦେଖିବାକୁ ମିଳିଛି , ଏହି ଭିଡିଓ ରେ କେବଳ ଅର୍ଚିତା ନଜର ଆସିଛନ୍ତି କିନ୍ତୁ ସବ୍ୟସଚି ନଜର ଆସି ନାହାଁନ୍ତି ।। ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.