Breaking News

ଭିଡିଓ ଦେଖନ୍ତୁ – ରାକ୍ଷୀ ପୁର୍ଣିମାରେ ସାପକୁ ରାକ୍ଷୀ ବାନ୍ଧୁଥିଲେ, ତାପରେ ଯାହା ହେଲା ଦେଖନ୍ତୁ… ଦେଖିଲେ ପାଦ ତଳୁ ମାଟି ଖସିଯିବ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ଭାଇ ଭଉଣୀ କ ପବିତ୍ର ସମ୍ପର୍କ ର ଦିନ ଟି ସରିଯାଇଛି , ହଁ ବନ୍ଧୁ ଗତ କିଛି ଦିନ ତଳେ ରାକ୍ଷୀ ପୁର୍ଣିମା ଟି ସରିଯାଇଛି । ତେବେ ଏହି ପୁର୍ଣିମା ରେ ଭଉଣୀ ଭାଇ ହାତ ରେ ରାକ୍ଷୀ ବାନ୍ଧିଥାଏ । ତେବେ ଆଜି ଆମେ ଏମିତି ଏକ ଯୁବକ ଙ୍କ ବିଷୟ ରେ କହିବୁ ଯାହା ଏହି ରାକ୍ଷୀ ପୁର୍ଣିମା ରେ ତାଙ୍କ ଅଜବ କାର୍ଯ୍ୟ ପାଇଁ ତାଙ୍କ ଜୀ-ବ-ନ ଚାଲିଗଲା । ହଁ ବନ୍ଧୁ ସାପ କୁ ରାକ୍ଷୀ ପିନ୍ଧାଇବାକୁ ଯାଇ ସାପ ଚୋ-ଟ ରେ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି ।

ତେବେ ବନ୍ଧୁଗଣ ଏହି ଘଟଣା ଟି ଘଟିଛି ବିହାର ସାରଣ ଜିଲ୍ଲା ର ରେ , ହଁ ବନ୍ଧୁ ସେହି ଜିଲ୍ଲା ର ଜଣେ 25 ବର୍ଷ ର ଯୁବକ ଯାହାଙ୍କ ନାମ ଅଛି ମନମୋହନ । ତେବେ ବନ୍ଧୁଗଣ ଏହି ଯୁବକ ଜଣକ ଏହି ରାକ୍ଷୀ ପୁର୍ଣିମା ରେ ସେ 2 ଟି ସାପ କୁ ଧରି ରାକ୍ଷୀ ପିନ୍ଧାଇବାକୁ ଚେଷ୍ଟା କରୁଥିଲେ , ତେବେ ବନ୍ଧୁଗଣ ସେ ସାପ କୁ ରାକ୍ଷୀ ବନ୍ଧୁଥିବା ସମୟ ରେ ତାଙ୍କ ଚାରିପାଖ ରେ ଲୋକ ଠିଆ ହୋଇ ଏହାର ମଜା ନଉଥିଲେ ଓ ଆଉ କିଛି ଲୋକ ନିଜ ମୋବାଇଲ ରେ ଏହି ଦୃଶ୍ୟ କୁ ରେକର୍ଡ କରୁଥିଲେ ।

ତେବେ ସେହି ଦୁଇ ସାପ ମଧ୍ୟ ରୁ ଏକ ସାପ ତାଙ୍କ ଗୋଡ ର ଆଙ୍ଗୁଠି କୁ କା-ମୁ-ଡି ଦେଲା , ହଁ ବନ୍ଧୁ ଏହି କାମୁଡିବାର ଦୃଶ୍ୟ ସୋସିଆଲ ମିଡିଆ ରେ ବହୁ ପରିମାଣ ରେ ଭାଇରାଲ ହୋଇଛି । ତେବେ ବନ୍ଧୁଗଣ ସାପ ଟି କା-ମୁ-ଡି-ବା ପରେ ସେ ମଜା ମସ୍ତି ରେ ଗୁରୁତ୍ଵ ଦେଇ ନଥିଲେ ସାପ କାମୁଡା କୁ , ତେବେ ଯେତେବେଳେ ତାଙ୍କର ଦେହ ଖରାପ ହେଲା ପରିବାର ଲୋକ ମେଡିକାଲ ନେବା ବେଳ କୁ ବିଳମ୍ବ ହୋଇଯିବା ରୁ ଯୁବକ ଜଣକ ମେଡିକାଲ ରେ ମୃତ୍ୟୁ କରିଛନ୍ତି , ହଁ ବନ୍ଧୁ ଏହି ଦୃଶ୍ୟ ରେ କେବଳ ସାପ କାମୁଡିବାର ଦୃଶ୍ୟ ଦେଖିବାକୁ ମିଳିଛି ଓ ପରବର୍ତ୍ତୀ ସମୟ ରେ ଏହି ଯୁବକ ଜଣକ ମୃତ୍ୟୁ କରିଛନ୍ତି ବୋଲି ସୂଚନା ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଦେଖନ୍ତୁ ଆଶ୍ଚର୍ଯ୍ୟ ଭିଡିଓ – ମଣିଷ ଛୁଆ ଜନ୍ମ କରିଲା ଛେଳି! ନିଜେ ନଦେଖିଲେ ବିଶ୍ଵାସ କରି ପାରିବେ ନାହିଁ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଯେ ଲୋକ ପ୍ରିୟ ହୋଇଥିବା ସୋସିଆଲ ମିଡିଆ ରେ ସବୁ ଦିନ କିଛି …

Leave a Reply

Your email address will not be published. Required fields are marked *