Breaking News

ଭିଡିଓ ଦେଖନ୍ତୁ – ବାହାଘର ପରେ ପ୍ରଥମଥର ସ୍ତ୍ରୀ ଜାଙ୍କଲିନ୍ ଙ୍କ ସହ ଜନ୍ମ ଦିନ ପାଳନ କଲେ ଅରବିନ୍ଦ, ସ୍ତ୍ରୀ ଦେଲେ ଏମିତି ସପ୍ରାଇଜ ଦେଲେ

ଦର୍ଶକ ବନ୍ଧୁ ଆପଣ ମାନେ ଜାଣିଥିବେ ଆମ ଓଡିଆ ଧାରାବାହିକ ର ଲୋକ ପ୍ରିୟ ଅଭିନେତା ଓ ଅଭିନେତ୍ରୀ ସୋସିଆଲ ମିଡିଆ ରେ ବେସ ଆକ୍ଟିଭ ରହୁଛନ୍ତି , ହଁ ବନ୍ଧୁ କେତେବେଳେ ନିଜ ପ୍ରଶଂସକ ପାଇଁ ଲାଇଭ ଆସୁଛନ୍ତି ତ ଔ କେତେବେଳେ ସୋସିଆଲ ମିଡିଆ ରେ ଅଭିନୟ ଯିବନ କୁ ନେଇ ହାଉ ବା ବ୍ୟକ୍ତି ହାତ ଯିବନ କୁ ନେଇ କିଛି ଫଟୋ ବା ଭିଡିଓ ପୋସ୍ତ କରି ସୋସିଆଲ ମିଡିଆ ରେ ବେସ ଚର୍ଚା ର ବିଷୟ ପାଲଟିଥାନ୍ତି ।

ତାହେଲେ ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଲୋକ ପ୍ରିୟ ଯୋଡି ନିଜ ବ୍ୟକ୍ତିଗତ ଯିବନ କୁ ନେଇ ବର୍ତ୍ତମାନ ସମୟ ରେ ସୋସିଆଲ ମିଡିଆ ରେ ବେସ ଚର୍ଚା ର ବିଷୟ ପାଲଟିଛନ୍ତି । ଏହି ଦୁଇଜୋଡି ହେଲେ ଅରବିନ୍ଦ ଓ ଜାଙ୍କଳିନୀ , ଆପଣ ମାନେ ଜାଣିଥିବେ ଏହି ଦୁଇ ଯୋଡି ଶୁଟିଙ୍ଗ ସେଟ ରୁ ପରସ୍ପରକୁ ଭଲପାଇ ଥିଲେ ଓ ଭଲପାଇବା ର ତିନି ବର୍ଷ ପରେ ଏହି ଦୁଇ ଯୋଡି ସାତ ଜନ୍ମ ର ସାଥି ହୋଇଛନ୍ତି ।

ତେବେ ବନ୍ଧୁଗଣ ଏହି ଦୁଇ ଯୋଡି ବିବାହ ପରେ ସୋସିଆଲ ମିଡିଆରେ ବେସ ଆକ୍ଟିଭ ରହୁଛନ୍ତି , ସୋସିଆଲ ମିଡିଆ ରେ ସବୁଦିନ କିଛି ନା କିଛି ଭିଡିଓ ହଉ ବା ଫଟୋ ପୋଷ୍ଟ କରିଥାନ୍ତି , ତେବେ ବର୍ତ୍ତମାନ ସମୟ ରେ ଅରବିନ୍ଦ ତାଙ୍କ ଜନ୍ମ ଦିନ ଟି ନିଜ ପତ୍ନୀ ଜାଙ୍କଳିନୀ ଙ୍କ ସହ ବେସ ଧୁମଧାମ ରେ ପାଳନ କରିବା ସହିତ ବହୁସାରା ମଜାମସ୍ତି କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଛି ॥

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.