Breaking News

ବଡ ଖବର – ଖୁବଶୀଘ୍ର ଏକାଠି ହେବା ପାଇଁ ଯାଉଛନ୍ତି ଅନୁଭବ ବର୍ଷା ! ( Anubhav Varsha), ବର୍ଷାଙ୍କୁ ଶୁଭେଚ୍ଛା ଜଣାଇଲେ ଅନୁଭବ

ଦର୍ଶକ ବନ୍ଧୁ ଆପଣ ମାନେ ଖୁବ୍ ଶୀଘ୍ର ଆପଣ ମାନ ଙ୍କ ପ୍ରିୟ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଟିଭି ପରଦା ରେ ତାଙ୍କ ଜବରଦସ୍ତ ଅଭିନୟ ଦେଖିବାକୁ ପାଇବେ । ହଁ ବନ୍ଧୁ ତାଙ୍କର ଆଗାମୀ ଦିନ ମାନ ଙ୍କ ଭିତରେ ଏକ ଚଳଚ୍ଚିତ୍ର ଆସିବାକୁ ଯାଉଛି , ତେବେ ଏହି ଚଳଚ୍ଚିତ୍ର ର ନାମ୍ ରହିଛି ବିଜୟିନୀ ଯାହାର ଶୁଭ ମୁହୂର୍ତ୍ତ ଗଲା ମଙ୍ଗଳ ବାର ଦିନ ଠୁ ସରି ଯାଇଛି ।


ଏହି କଥା ଟି ନିଜେ ବର୍ଷା ତାଙ୍କ ଫେସବୁକ ଆକାଉଣ୍ଟ୍ ରେ ପୋଷ୍ଟ କରି ଜଣାଇଛନ୍ତି । ଏହି ଖବର ଟି ଅନୁଭବ ଦେଖିବା ପରେ ବର୍ଷା ଙ୍କ ଆକାଉଣ୍ଟ୍ ରେ ତାଙ୍କ ପ୍ରତିକ୍ରିୟା ରଖିଛନ୍ତି , ତାହେଲେ ଆସନ୍ତୁ ଜାଣିବା ସେ କଣ ପ୍ରତିକ୍ରିୟା ରଖିଛନ୍ତି । ଏହା ପୂର୍ବରୁ ମଧ୍ୟ ବର୍ଷାଙ୍କ ଜନ୍ମ ଦିନରେ ଅନୁଭବ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ତାହେଲେ ବନ୍ଧୁଗଣ ଏହି ଚଳଚ୍ଚିତ୍ର ର ବିଜୟିନୀ ମହିଳା ସଶକ୍ତିକରଣ ଉପରେ ଆଧାରିତ ଏବଂ ଏହି ଚଳଚ୍ଚିତ୍ର ଟି ଖାସ କରି ମହିଳା ମାନ ଙ୍କୁ ବେଶ ପସନ୍ଦ ଆସିବା । ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଯେ ବର୍ତ୍ତମାନ ସମୟ ରେ ଅନୁଭବ ଓ ବର୍ଷା ଙ୍କ ବିବାଦ ବର୍ତ୍ତମାନ ପର୍ଯ୍ୟନ୍ତ ସମାଧାନ ହୋଇ ପାରିନାହିଁ ଓ ଏହି ବିବାଦ ପାଇଁ ବର୍ଷା ପ୍ରିୟଦର୍ଶିନୀ ଓଡ଼ିଆ ଇଣ୍ଡଷ୍ଟ୍ରି ରୁ ବହୁ ଦିନ ଧରି ଦୂରେଇ ରହିଥିଲେ ।


ତେବେ ବର୍ତ୍ତମାନ ସମୟ ରେ ଏହି ସବୁ ର ଅନ୍ତ ଘଟିଛି , ହଁ ବନ୍ଧୁ ବିବାଦ ର ସମାଧାନ ନ ହୋଇଥିଲେ ମଧ୍ୟ ଚଳଚ୍ଚିତ୍ର ରେ ଅଭିନୟ କରିବା କୁ ଯାଉଛନ୍ତି ବର୍ଷା ପ୍ରିୟଦର୍ଶିନୀ । ତେବେ ଖବର ଜାଣିବା ପରେ ଅନୁଭବ ପ୍ରତିକ୍ରିୟା ରଖିଥିଲେ ଯେ ସମ୍ମାନନୀୟ ବର୍ଷା ପ୍ରିୟଦର୍ଶିନୀ ତୁମର ନୂଆ ଚଳଚ୍ଚିତ୍ର ସୁଟିଙ୍ଗ ବିଷୟ ରେ ଜାଣିବାକୁ ପାଇଛି ଓ ତମେ ଆରମ୍ଭ ରୁ ହିଁ ନିଜ କାର୍ଯ୍ୟ ରେ ନିଷ୍ପତି ନବା ରେ। ସ୍ବାଧିନ ରହି ଆସିଛି । ହଁ ବନ୍ଧୁ ଏହା କହିବା ସହିତ ଶୁଭେଚ୍ଛା ଜଣାଇ ମହାପ୍ରଭୁ ଜଗନ୍ନାଥ ଙ୍କ ପାଖ ରେ ବର୍ଷା ଙ୍କ ସଫଳତା ପାଇଁ କାମନା କରୁଛି । ଜୟ ଜଗନ୍ନାଥ ।। ତେବେ ଅନୁଭବ ଓ ବର୍ଷାଙ୍କର ଏମିତି ଭଲପାଇବା ବଢୁଥିବା ଦେଖି ଦର୍ଶକ ମାନେ ଭାବୁଛନ୍ତି ଆଗାମୀ ଦିନରେ ବୋଧେ ସେମାନେ ଖୁବଶୀଘ୍ର ଏକାଠି ହେବେ ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମ ଥର ଦେଖନ୍ତୁ Anu Chaudhury ଜୀବନୀ ଓ ପରିବାର ତାଙ୍କ ଘରେ କିଏ କିଏ ସବୁ ଅଛନ୍ତି ଏବଂ ତାଙ୍କ ସ୍ୱାମୀ କିଏ !

ଆପଣମାନେ ଅନୁ ଚୌଧୁରୀ ଙ୍କୁ ସିନେମାରେ ବିଭିନ୍ନ କ୍ୟାରେକ୍ଟର ରେ ଅଭିନୟ କରିଥିବାର ଆପଣମାନେ ନିଶ୍ଚିତ ଦେଖିଥିବେ ସାଙ୍ଗମାନେ ଆପଣ …

Leave a Reply

Your email address will not be published.